Home Left

ଗଜପତିରେ ରେକର୍ଡ ଭାଙ୍ଗୁଛି ବର୍ଷା

ପାରଳାଖେମୁଣ୍ଡି,୧ା୯(ଗିରିଧାରୀ ପରିଛା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରବିବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ହେଲେ ଗଜପତି ଜିଲାର ୭ଟି ବ୍ଲକ ଅଞ୍ଚଳ ଓ ସହରାଞ୍ଚଳରେ ରବିବାର ୧୧୧.୪ ମି.ମି.…

ଅନଲାଇନ୍ ଅର୍ଡର କଲେ ପ୍ରେସର କୁକର: ୨ ବର୍ଷ ପରେ ଆସି ପହଞ୍ଚିଲା

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟ୍‌ଫର୍ମ ଆମାଜନରେ ଜୟ ନାମକ ଜଣେ ଯୁବକ ୨୦୨୨ ଅକ୍ଟୋବର ୧ରେ ଏକ ପ୍ରେସର କୁକର ଅର୍ଡର ଦେଇଥିଲେ। ତେବେ ଦୀର୍ଘ ୨ ବର୍ଷ ପରେ ଉକ୍ତ ପ୍ରେସର କୁକରଟି ଆସି ଶନିବାର ଜୟଙ୍କ ନିକଟରେ ଡେଲିଭରି ହୋଇଛି।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସେବାୟତଙ୍କ ପଦଯାତ୍ରା

ଭଦ୍ରକ,୧।୯(ସନାତନ ରାଉତ): ବାରିପଦା ଦେବୋତ୍ତର ବିଭାଗ ଓ ମନ୍ଦିର ସମସ୍ୟା ସମ୍ପର୍କରେ ମଠ, ମନ୍ଦିରର ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇବା ପାଇଁ ଗତ ଅଗଷ୍ଟ ୨୮ରୁ ପଦଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ମନ୍ଦିର ଜମିକୁ ବିଭିନ୍ନ…

୧୩ ବର୍ଷୀୟା ଛାତ୍ରୀଙ୍କୁ ପିଅନ ବଳାତ୍କାର କରିବାରୁ ଗର୍ଭବତୀ

ଫାରୁକାବାଦ,୧ା୯: ଉତ୍ତରପ୍ରଦେଶର ଫାରୁକାବାଦସ୍ଥିତ ଏକ ସରକାରୀ ସ୍କୁଲରେ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ପିଅନ ବଳାତ୍କାର କରିବାରୁ ସେ ଗର୍ଭବତୀ ହୋଇଛନ୍ତି। ୫ ମାସ ପରେ ଏହି ଅପରାଧ ସାମ୍‌ନାକୁ ଆସିଛି। ଛାତ୍ରୀ ଜଣକ ଗର୍ଭବତୀ ଥିବା ପରିବାର ଲୋକେ ଜାଣିବା…

ଅଗଷ୍ଟ ମାସରେ ସଂଗ୍ରହ ହେଲା ୧.୭୪ ଲକ୍ଷ କୋଟି ଜିଏସଟି, ୧୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧।୯: ଅଗଷ୍ଟରେ ମୋଟ ଜିଏସଟି ସଂଗ୍ରହ ୧.୭୪ ଲକ୍ଷ କୋଟି ରହିଛି ଏବଂ ଏହା ୧୦ ପ୍ରତିଶତ ବୃଦ୍ଧି ପାଇଛି। ଅଗଷ୍ଟ ୨୦୨୩ ରେ, ଏହି ସଂଖ୍ୟା ୧,୫୯,୦୬୯ କୋଟି ଅର୍ଥାତ୍ ୧.୫୯ ଲକ୍ଷ କୋଟି ଟଙ୍କା ଥିଲା। ଯଦି ଆମେ…

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ରାଇକିଆ,୧ା୯(ପ୍ରଦୀପ ବେହେରା): କନ୍ଧମାଳରୁ ଯାଇ ବେଙ୍ଗାଲୁରୁଠାରେ କାର୍ଯ୍ୟରତ ଥିବା ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଇକିଆ ବ୍ଲକ ଦଡିଙ୍ଗିଆ ପଞ୍ଚାୟତ ଆମ୍ବେଦକର କଲୋନୀର ଲେଈମାନ ଦିଗାଲ। ଲେଇମନ କିଛି ମାସ ତଳେ ବେଙ୍ଗାଲୁରୁ ଯାଇ ସେଠାରେ ଏକ…

ଓଡ଼ିଶା ଜିଲା ପରିଷଦର ୧୪୮୭ ପଦବୀରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ବର,୧।୯: ଏମଜିଏନଆରଇଜିଏ ଯୋଜନା ଅନ୍ତର୍ଗତ ଚୁକ୍ତି ଭିତ୍ତିରେ ଗ୍ରାମ ରୋଜଗର ସେବକ (GRS) ନିଯୁକ୍ତି ପାଇଁ ଓଡିଶା ଜିଲା ପରିଷଦ ଘୋଷଣା କରିଛି। ବାଲେଶ୍ୱର, ନୁଆପଡା, ନୟାଗଡ଼, ମାଲକାନଗିରି, କେନ୍ଦୁଝର, କୋରାପୁଟ, ଗଞ୍ଜାମ, ଏବଂ ବୌଦ୍ଧ ସମେତ ବିଭିନ୍ନ ଜିଲାର ଖାଲି…

ଲାଲପଥର ଜଳ ପ୍ରପାତରେ ନାବାଳକ ନିଖୋଜ

ଝାରସୁଗୁଡ଼ା,୧।୯: ଝାରସୁଗୁଡ଼ା ଜିଲା ଲାଲପଥର ଜଳ ପ୍ରପାତରେ ରବିବାର ଏକ ଅଘଟଣ ଘଟିଛି। ଜଳ ପ୍ରପାତରେ ଗାଧୋଇବା ବେଳେ ପାଣି ବୁଡି ନାବାଳକ ଜଣକ ନିଖୋଜ ହୋଇଯାଇଥିବା ଜଣାପଡିଛି। ନିଖୋଜ ନାବାଳକ ଜଣକ ବେଲପାହାଡ଼ ରେହେମତ ନଗରର ଅଞ୍ଚଳର ବୋଲି ଜଣାପଡିଛି।…

ଚିକିଟି ବିଷାକ୍ତ ମଦରେ ଆଖି ବୁଜିଲେ ଆଉ ଜଣେ

ଚିକିଟି,୧।୯(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ରବିବାର ମଧ୍ୟାହ୍ନରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ କରବାଲୁଆ ଗ୍ରାମର ବାୟା ସେଠୀ। ସେ ଦୀର୍ଘ ଦିନ…

ମୋ ବାପା ପଇସାରେ ମୁଁ ନିଶା ଖାଉଛି

ଭୁବନେଶ୍ବର,୧।୯: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇ ବସିଛନ୍ତି ନିଶା ଦ୍ରବ୍ୟ ବେପାରୀ। ରାତି ଦିନ କିଛି ମାନୁ ନାହାନ୍ତି। ସୁନ୍ଦରୀ ତରୁଣୀଙ୍କୁ ଲଗାଇ ଛାତ୍ର, ଯୁବବର୍ଗଙ୍କୁ କରୁଛନ୍ତି ଟାର୍ଗେଟ। ଏହିଭଳି ରବିବାର ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳର ସବାର ସହି ନିକଟରେ…

ମେୟର, ବିଧାୟକଙ୍କ ବିପି ମାପିଲେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର,୧।୯: ମେୟରଙ୍କ ବିପି ମାପିଲେ ନଗର ଉନ୍ନୟନ ମନ୍ତ୍ରୀ। ରବିବାର ବିଡିଏର ୪୨ତମ ପ୍ରତିଷ୍ଠା ଦିବସରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରିବାକୁ ଆସିଥିବା ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର…

କେସିଙ୍ଗା ଏନ୍‌ଏସିରେ ବଡାଖାନା କାର୍ଯ୍ୟକ୍ରମ

କେସିଙ୍ଗା,୧।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ନୃପରାଜ ବଡାଖାନା କାର୍ଯ୍ୟକ୍ରମ ବିଷୟରେ ବିଷଦ ଭାବେ ଆଲୋକପାତ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?