ରାସ୍ତାରେ ଗାଡି ଚାଳକଙ୍କୁ ଅଟକାଇ ମାରଣାତ୍ମକ ଆକ୍ରମଣ, ମାମଲା ରୁଜୁ
ହିଞ୍ଜିଳିକାଟୁ,୨୫।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ନିକଟରେ ଜାତୀୟ ରାଜପଥ ଉପରେ ଜଣେ ଟାଟା ଏସିଇ ଗାଡି ଚାଳକଙ୍କୁ ଅଟକାଇ ଜଣେ ଅଚିହ୍ନା ଯୁବକଧମକ ସହ ମାରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳିକାଟୁ…
ସକାଳେ ଛାଡିଥିଲେ ବିଜେଡି, ସନ୍ଧ୍ୟାରେ ଭାଜପାରେ ହେଲେ ସାମିଲ
ଭୁବନେଶ୍ୱର,୨୫।୩: ବିଜେଡିରୁ ଇସ୍ତଫା ଦେଇଥିବା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ସାରେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ଗଞ୍ଜାମରେ ଭାଜପା ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ରାଜ୍ୟ ବିଜେପି…
କାଳବୈଶାଖୀ ତାଣ୍ଡବ: ଗରମ, ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି
ବନ୍ଧମୁଣ୍ଡା,୨୫।୩(ସୁବ୍ରତ ଦେ): ରେଲନଗରୀ ବନ୍ଧମୁଣ୍ଡାରେ କାଳବୈଶାଖୀ ତାଣ୍ଡବ ରଚିଛି। ସୋମବାର ସାରେ ରାଉରକେଲା, ବନ୍ଧମୁଣ୍ଡା ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଘଟିଛି। ଝଡ଼ ତୋଫାନ ଯୋଗୁ ବନ୍ଧମୁଣ୍ଡା-ରାଉରକେଲା ମୁଖ୍ୟ ରାସ୍ତାର କୁମାରପଢ଼ା, ଉତ୍ତମବସ୍ତି, ଶିତଲନଗର…
ଆରସିବି ଆଗରେ ୧୭୭ ରନ୍ର ବିଜୟ ଲକ୍ଷ୍ୟ
ବେଙ୍ଗାଲୁରୁ,୨୫।୩: ଆଇପିଏଲ ୨୦୨୪ର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଟସ୍ ଜିତି ଆରସିବି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆମନ୍ତ୍ରଣ ପାଇ ପଞ୍ଜାବ ବ୍ୟାଟିଂ କରିଥିଲା। ଏହି ସମୟରେ ପଞ୍ଜାବ…
ଯଦି ସେ ଏତେ ଲୋକପ୍ରିୟ, ତେବେ ଲୋକ ସଭା ନିର୍ବାଚନ ଲଢନ୍ତୁ, ଦେବାଶିଷଙ୍କୁ ନେଇ ଏମିତି କହିଲେ ଭର୍ତ୍ତୃହରି
ଭୁବନେଶ୍ୱର,୨୫।୩: ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ଲୋକ ସଭା ଲଢିବାକୁ କହିଲେ କଟକ ଏମ୍ପି ଭର୍ତ୍ତୃହରି ମହତାବ। ଯଦି ସେ ଏତେ ଲୋକପ୍ରିୟ, ତେବେ ଲୋକ ସଭା ଲଢନ୍ତୁ । କଟକରେ ହୋଲି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏପରି କହିଛନ୍ତି।…
ମୁମ୍ବାଇକୁ ହରାଇ ବ୍ରହ୍ମପୁର ଚାମ୍ପିୟନ
ହିଞ୍ଜିଳିକାଟୁ,୨୫।୩(ଦ୍ବିତୀକୃଷ୍ଣ ପଣ୍ଡା): ମର୍ନିଂ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ୬ଷ୍ଠ ରାତ୍ରକାଳୀନ ଟେନିସ୍ ବଲ୍ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ରେ ମୁମ୍ବାଇ କଲ୍ୟାଣ ଋତୁଭି କି ଫେରାରି ଟିମ୍କୁ ୩୨ରନ୍ରେ ହରାଇ ରୟାଲ ଷ୍ଟ୍ରାଇକର ବ୍ରହ୍ମପୁର ଚାମ୍ପିୟନ ହୋଇଛି। ରବିବାର…
ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ
ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ପୂର୍ବତଟ ରେଳପଥ ୨୫୦ ନିୟୁତ ଟନ୍ ପଣ୍ୟ ପରିବହନ କରି ୨୦୨୨-୨୩…
ହୋଲିରେ ଅଘଟଣ ରୋକିବାକୁ ଓଡ଼ିଶା ଅଗ୍ନିଶମ ବାହିନୀର ବଡ଼ ପଦକ୍ଷେପ, ନଦୀ ତୁଠରେ ଜଗିବେ ରେସ୍କ୍ୟୁ ଟିମ୍
ଭୁବନେଶ୍ୱର,୨୫।୩: ହୋଲିରେ ଅଘଟଣ ରୋକିବାକୁ ଓଡ଼ିଶା ଅଗ୍ନିଶମ ବାହିନୀ ତରଫରୁ ବଡ଼ ପଦକ୍ଷେପ ନିଆଯାଇଛି। କୁଆଖାଇ, ଦୟା, ଧଉଳି ପୁରୀ କେନାଲ, ବାଲିପାଟଣା, ବାଲିଅନ୍ତା, ବଙ୍କୁଆଲ ନଦୀ ଗୁଡ଼ିକ ତୁଠରେ ଅଗ୍ନିଶମ କର୍ମଚାରୀ ରହିବେ। ମେଶିନ ରବର୍ ବୋଟ, ଅଣ୍ଡର ୱାଟର…
କାର୍କୁ ପିଟିଲା ବାଇକ୍: ୭ ଗୁରୁତର
ଛତ୍ରପୁର.୨୫।୩(ଦିଲୀପ ସାମଲ): ଗଞ୍ଜାମ ଜୟଶ୍ରୀ ଛକ ନିକଟ ଜାତୀୟ ରାଜପଥରେ ସୋମବାର ସାରେ ଏକ ସଡ଼କ ଦୁର୍ଘଟଣା ଘଟିଛି l ଏଥିରେ ୭ଜଣ ଗୁରୁତର ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ଏକ କାର୍(ନଂ.ଓଡି୦୨ଆର୍-୧୧୧୨) ଯୋଗେ ୫ଜଣ ବ୍ୟକ୍ତି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି…
ଟସ୍ ଜିତିଲା ବେଙ୍ଗାଲୁରୁ, ବ୍ୟାଟିଂ କରିବ…
ବେଙ୍ଗାଲୁରୁ,୨୫।୩: ଆଇପିଏଲ ୨୦୨୪ର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଦଳ ଟୁର୍ନାମେଣ୍ଟରେ ଦ୍ୱିତୀୟ ମ୍ୟାଚ ଖେଳୁଛନ୍ତି। ଚେନ୍ନାଇ ବିପକ୍ଷରେ ପଞ୍ଜାବ ପ୍ରଥମ ମ୍ୟାଚ ଜିତିଥିବାବେଳେ…
ଛେଳି ଗୋଠରେ ବଜ୍ରପାତ
ଭଞ୍ଜନଗର/ସୋରଡ଼ା,୨୫।୩(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଧୀନ ନୂଆଁଗା ହାତୀଖାଲ ଗାଁ ନିକଟରେ ସୋମବାର ବଜ୍ରପାତ ଘଟିଛି। ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଆହତମାନେ ହାତୀଖାଲ ଗ୍ରାମର…
ଲୋକ ସଭା ନିର୍ବାଚନ ପାଇଁ ଟିକେଟ୍ ନ ମିଳିବାରୁ ବିଷ ପିଇଲେ ଏମ୍ପି
ନୂଆଦିଲ୍ଲୀ,୨୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଏମଡିଏମକେ ଏମ୍ପି ଏ. ଗଣେଶମୂର୍ତ୍ତିଙ୍କୁ ରବିବାର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୧୯ରେ ତାମିଲନାଡୁର ଇରୋଡ ଲୋକ ସଭା ଆସନରୁ ଏମ୍ପି ହୋଇଥିବା ଗଣେଶମୂର୍ତ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ…
Archives


