Home Left

ବର୍ଷାପରେ ରିଷିଡାରେ ହେଲା ରାବଣ ପୋଡି

ରିଷିଡା:୫।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ବିଜୟାଦଶମୀ ଉପଲକ୍ଷେ ରିଷିଡ଼ାରେ ହେବାକୁ ଥିବା ରାବଣ ପୋଡ଼ିରେ ପ୍ରବଳ ବର୍ଷା ଯୋଗୁ ରାବଣ ପୋଡି...

ପୋଷ୍ଟ ଅଫିସର ଏହି ଯୋଜନା ଦେଉଛି ସର୍ବାଧିକ ସୁଧ, ସଞ୍ଚୟ ପାଇଁ ସବୁଠୁ ବେଷ୍ଟ

ନୂଆଦିଲ୍ଲୀ,୫।୧୦: ଯଦି ଆପଣ ଏକ ଚିନ୍ତାମୁକ୍ତ ଓ ଗ୍ୟାରେଣ୍ଟି ରିଟର୍ଣ୍ଣ ଦେଉଥିବା ସଞ୍ଚୟ ଯୋଜନା ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଭାରତ ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ...

ମାଲାମାଲ କରିବ SBIର ବର୍ଷିକିଆ FD: ନିବେଶ କରନ୍ତୁ ମାତ୍ର ଏତିକି ଟଙ୍କା; ମାଚ୍ୟୁରିଟିରେ ହୋଇଯିବ…

ନୂଆଦିଲ୍ଲୀ,୫।୧୦:ଭାରତର ସବୁଠାରୁ ବଡ଼ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI)ରେ କୋଟି କୋଟି ଲୋକ ନିବେଶ କରୁଛନ୍ତି। ବ୍ୟାଙ୍କର ଫିକ୍ସଡ ଡିପୋଜିଟ (FD) ଯୋଜନା ନିବେଶକଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ। ଯଦି ଆପଣ ମଧ୍ୟ FDରେ ନିବେଶ କରିବାକୁ...

ଫସଲ କ୍ଷତି ସହି ନ ପାରି କୀଟନାଶକ ପିଇଦେଲେ ଚାଷୀ

ମୋହନା,୫।୧୦: ( ମନ୍ମଥ ମିଶ୍ର ) ଲଘୁଚାପ ଜନିତ ପ୍ରବଳ ବର୍ଷା ଉଜାଡି ଦେଲା ପରିବା ଚାଷ। ଏହାକୁ ସହ୍ୟ କରି ନ ପାରି କୀଟନାଶକ ପିଇଦେଲେ ଚାଷୀ । ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା...

ମନ୍ତ୍ରୀ ରବୀ ନାରାୟଣଙ୍କୁ ଖଡିଆଳ ଭାଜପା ପକ୍ଷର ସ୍ମାରକ ପତ୍ର

ଖଡ଼ିଆଳ,୫।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଗସ୍ତରେ ଓଡ଼ିଶା ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବୀ ନାରାୟଣ ନାଏକଙ୍କୁ ଖଡିଆଳ ଭାଜପା ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଶେଷ କରି...

ସୁନାଦେଈଙ୍କ ମନ୍ଦିରକୁ ଯାଉଥିବା ବେଳେ ଓଲଟିଲା ପିକ୍‌ଅପ ଭ୍ୟାନ

ଖଡ଼ିଆଳ,୫।୧୦.(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଘାଟିରେ ଭାରସାମ୍ୟ ହରାଇ ଓଳଟିପଡ଼ିଲା ପିକଅପ୍‌ ଭ୍ୟାନ। ଭ୍ୟାନରେ ଥିବା ୨୦ ଜଣଙ୍କ ମଧ୍ୟରୁ ୩ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ...

ପୂର୍ବତନ ପାକିସ୍ତାନୀ କ୍ରିକେଟର ମାଗୁଛନ୍ତି ଭାରତର ନାଗରିକତା? କହିଲେ ଭାରତ ମୋର ମାତୃଭୂମି

ନୂଆଦିଲ୍ଲୀ,୫।୧୦: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ଅପରେଶନ ସିନ୍ଦୂର ପାକିସ୍ତାନରେ ହଇଚଇ ସୃଷ୍ଟି କରିଥିଲା। ଭାରତୀୟ ସୈନିକମାନେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଥିଲେ। ଏହି ସମୟରେ, ୨୦୨୫ଏସିଆ କପ ସମୟରେ, ଭାରତୀୟ ଖେଳାଳିମାନେ ହାତ ମିଳାଇବାକୁ ମନା...

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌

ଖଡ଼ିଆଳ,୫।୧୦.(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବଡପୋଲ ନିକଟରେ ଠିଆହୋଇଥିବା ଏକ ଟ୍ରକକୁ ଆସି ଆଉ ଏକ ଟ୍ରକ୍‌ ଧକ୍କା ଦେଇଛି। ୩୫୩ ନମ୍ବର ଜାତୀୟ ରାଜପଥ କଡରେ ଦୁର୍ଘଟଣା ଘଟିଥିବା ବେଳେ ଧନ ଜୀବନ...

ହେବନି ଭାରତ-ପାକିସ୍ତାନ ମ୍ୟାଚ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୧୦: ICC ମହିଳା ODI ବିଶ୍ୱକପର ମହାସମାବେଶ ରବିବାର, ଅକ୍ଟୋବର ୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ। ଏହି ରୋମାଞ୍ଚକର ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ, ମ୍ୟାଚ ବାତିଲ...

ସାର ପାଇଁ ଉତ୍ତେଜନା: ଦୁଇଗେଷ୍ଠୀ ମୁହାଁମୁହିଁ 

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଚାଷୀଙ୍କୁ ମିଳୁନି ୟୁରିଆ ସାର। ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ରବିବାର...

‘ବଦଳିଯିବ ପାକିସ୍ତାନର ଇତିହାସ ଭୂଗୋଳ’, ରାଜନାଥଙ୍କ ବୟାନକୁ ନେଇ ଚିନ୍ତାରେ ମୁନିର, ନୌସେନାକୁ ଦେଲେ ଏମିତି ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ପ୍ରତି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ କରାଚୀକୁ ଯିବା ପାଇଁ ରାସ୍ତା ସର କ୍ରିକ ଦେଇ ଯାଇଥାଏ। ଏହି ବିବୃତ୍ତି ପାକିସ୍ତାନୀ ନୌସେନା ଭିତରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନୀ...

ବିଜୟଙ୍କ ପୂର୍ବରୁ ଏହି ଅଭିନେତାଙ୍କ ସହ ନିର୍ବନ୍ଧ କରିଥିଲେ ରଶ୍ମିକା! ହେଲେ ଭାଙ୍ଗିଯାଇଥିଲା ବିବାହ, ଜାଣନ୍ତୁ କାହିଁକି

ମୁମ୍ବାଇ: ବର୍ତ୍ତମାନ, ଫିଲ୍ମ ମହଲରେ କେବଳ ଗୋଟିଏ ଚର୍ଚ୍ଚା। ତାହା ହେଉଛି ବିଜୟ ଦେବରକୋଣ୍ଡା-ରଶ୍ମିକା ମନ୍ଦାନାଙ୍କ ଗୁପ୍ତ ନିର୍ବନ୍ଧ। ଯଦିଓ ବହୁତ ଦିନ ଧରି ଏହି ଦୁଇଜଣ ଡେଟ୍ କରୁଥିବାର ଚର୍ଚ୍ଚା ହେଉଛି, କିନ୍ତୁ ସେମାନଙ୍କ ବର୍ତ୍ତମାନ ନିର୍ବନ୍ଧ ହୋଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri