Home Left

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ଥର ବନ୍ଦ କରିଦେଇଥିଲେ ମୋଦି

ନୂଆଦିଲ୍ଲୀ,୨୨।୫: ଭାରତରେ ଲୋକ ସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟ ଶେଷ ହୋଇଛି ଏବଂ ଆଉ ୨ଟି ପର୍ଯ୍ୟାୟ ବାକି ଅଛି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ସାକ୍ଷାତକାରରେ ନିଜ ସରକାରଙ୍କ ସଫଳତା ବଖାଣିଛନ୍ତି। ପ୍ରଧାନମନ୍ତ୍ରୀ…

୫ ପର୍ଯ୍ୟାୟ ନିର୍ବାଚନ ଶେଷରେ ଭାଜପା ଜିତିସାରିଛି ଏତିକି ଆସନ: ଦାବି କଲେ ଶାହା

କୋଲକାତା,୨୨।୫: ଦେଶର ବିଭିନ୍ନ ସ୍ଥାନରେ ପାଞ୍ଚ ପର୍ଯ୍ୟାୟ ଭୋଟ ଶେଷ ହେବା ପରେ ଲୋକ ସଭା ନିର୍ବାଚନରେ ଭାଜପା ୩୧୦ଟି ଆସନ ଅତିକ୍ରମ କରିଛି ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ଦାବି କରିଛନ୍ତି। ସେ କହିଛନ୍ତି,ଭୋଟିଂର ଅବଶିଷ୍ଟ…

ପାକିସ୍ତାନର ପରମାଣୁ ବୋମାକୁ ଡରୁଛନ୍ତି ମମତା ଦିଦି: ଅମିତ ଶାହା

କୋଲକାତା,୨୨।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ପୁଣି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ପାକିସ୍ତାନର ଆଣବିକ ବୋମାକୁ ମମତା ଦିଦି ଭୟ କରିପାରନ୍ତି, କିନ୍ତୁ ଆମେ ପିଓକେକୁ ଅକ୍ତିଆର କରିବୁ। ପଶ୍ଚିମବଙ୍ଗର…

ସିଏସ୍‌କେ ହାରିବା ପରେ ପରେ ବ୍ରାଭୋଙ୍କୁ ମିଳିଲା ଖୁସିଖବର, ଟି୨୦ ବିଶ୍ୱକପ୍‌ରେ…

ନୂଆଦିଲ୍ଲୀ,୨୨।୫: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଡୱେନ ବ୍ରାଭୋ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଥିଲେ। ଦଳ ଟୁର୍ନାମେଣ୍ଟରୁ ବାହାରିବାର ୪ ଦିନ ହୋଇଥିବା ବେଳେ ତାଙ୍କୁ ନୂଆ ଖୁସିଖବର ମିଳିଛି। ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଟିମର…

ବରୁଣ ନା ରାହୁଲ, କିଏ ଅଧିକ ଇଣ୍ଟେଲିଜେଣ୍ଟ୍‌: ମାନେକା ଗାନ୍ଧୀ ଦେଲେ ଏମିତି ଜବାବ

ଲକ୍ଷ୍ନୌ,୨୨।୫: ୟୁପିର ସୁଲତାନପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ମନେକା ଗାନ୍ଧୀ ତାଙ୍କ ପୁଅ ବରୁଣ ଗାନ୍ଧୀ ଏବଂ ପୁତୁରା ରାହୁଲ ଗାନ୍ଧୀଙ୍କ ତୁଳନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ମାନେକା ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ ବରୁଣ ଗାନ୍ଧୀଙ୍କ ଇଣ୍ଟେଲିଜେନ୍ସ ଲେବଲ୍‌…

ପୱନ ସିଂଙ୍କୁ ଦଳରୁ ବିଦା କଲା ଭାଜପା

ପାଟନା,୨୨।୫: ଭୋଜପୁରୀ ପାୱାରଷ୍ଟାର ପୱନ ସିଂଙ୍କୁ ଭାଜପା ଦଳରୁ ବହିଷ୍କାର କରାଯାଇଛି। ଲୋକ ସଭା ନିର୍ବାଚନରେ ଏନଡିଏର ପ୍ରାଧିକୃତ ପ୍ରାର୍ଥୀଙ୍କ ବିରୋଧରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ବୁଧବାର ଦଳ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟ ମୁଖ୍ୟାଳୟର ଦାୟିତ୍ୱରେ ଥିବା…

ପାଓ୍ବାର ପ୍ଲେରେ ଚମତ୍କାର କଲେ ଆଇପିଏଲ୍‌ର ସବୁଠୁ ଦାମୀ ଖେଳାଳି

ଅହମ୍ମଦାବାଦ,୨୨।୫: ଆଇପିଏଲ ୨୦୨୪ର ପ୍ଲେ ଅଫର ପ୍ରଥମ କ୍ୱାଲିଫାୟର୍‌ରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଫାଇନାଲ୍‌ ଟିକେଟ୍‌ କାଟିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା। ସନରାଇଜର୍ସ ହାଇଦ୍ରାବାଦ ହୁଏତ ଟସ ଜିତି ପ୍ରଥମେ…

ପାକିସ୍ତାନ ଯିବାକୁ ନେଇ ଏମିତି କହିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୫: ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ ଦେଇଖିବାକୁ ପ୍ରଶଂସକ ଚାହିଁ ବସିଥାନ୍ତି। ଦୁଇ ଦେଶ ମଧ୍ୟରେ ମ୍ୟାଚ ସମୟରେ ଷ୍ଟାଡିୟମ ପ୍ୟାକ ଥାଏ । ଗତ ଦୁଇ ଦଶନ୍ଧି ମଧ୍ୟରେ କେବଳ ଆଇସିସି ଟୁର୍ନାମେଣ୍ଟରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି।…

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପାଇଁ ଏହି ଦେଶର ହାତ ରହିଛି: ପାକିସ୍ତାନୀ ଖବରଦାତାଙ୍କ ବଡ଼ ଦାବି

ଇସଲାମାବାଦ୍‌,୨୨।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ମଙ୍ଗଳବାର ଇରାନରେ ଅନ୍ତିମ ସଂସ୍କାର କରାଯାଇଛି। ଯେଉଁଥିରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ। ଅନ୍ୟପଟେ, ସମଗ୍ର ବିଶ୍ୱ ସେହି ତଥ୍ୟ ଉପରେ ନଜର ରଖିଛି ଯାହା ଦ୍ୱାରା ଜଣାପଡିପାରିବ ଯେ…

ଭିନ୍ନକ୍ଷମଙ୍କ ଘରେ ତାଲା ପକାଇଲେ ପଡ଼ୋଶୀ

ଡେରାବିଶ,୨୨ା୫(ବେବର୍ତ୍ତା ଅଜୟ ଦାସ):ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ପରିବାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ଓ ଜଣେ ଭିନ୍ନକ୍ଷମଙ୍କ ଘରେ ତାଲା ପକାଯିବା ପରେ ସେହି ପରିବାର ଲୋକେ ପାଲ ତଳେ ଆଶ୍ରୟ ନେବା ଘଟଣା ଡେରାବିଶ ଥାନା ଅଞ୍ଚଳରେ…

ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦି ନେଇଯିବେ ଅବସର! ଜାଣନ୍ତୁ କ’ଣ କହିଲେ ରଣନୀତିଜ୍ଞ

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଦିଲ୍ଲୀର ମୁଖ୍ରମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ୟୁପିରେ ନେତୃତ୍ୱ ପରିବର୍ତ୍ତନ ଦାବି ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପିକେ କହିଛନ୍ତି, ଭାଜପାରେ କାହାର ବୟାନରେ ଏତେ ବଡ ପ୍ରସଙ୍ଗ ଉପରେ…

ପ୍ରଚାର ବେଳେ ବିଜେଡି ପ୍ରାର୍ଥୀଙ୍କୁ ପଥରମାଡ଼ ଉଦ୍ୟମ

ବିଶୋଇ,୨୨ା୫ (ଅମିତ ଦାସ):ମୟୂରଭଞ୍ଜ ଜିଲା ସାରସକଣା ବିଧାନସଭା କ୍ଷେତ୍ର ଅଧୀନ ବିଜାତଳା ବ୍ଲକ ଅଞ୍ଚଳରେ ପ୍ରଚାର ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ଡା.ଦେବାଶିଷ ମାର୍ଣ୍ଡିଙ୍କ ଉପରକୁ ପଥର ମାଡ଼ ଉଦ୍ୟମ ହୋଇଛି। ଏଥିରେ ଡା. ମାର୍ଣ୍ଡି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri