୨୩ରେ ଓଡ଼ିଶା ଆସିବେ ଯୋଗୀ, ନଡ୍ଡା
ଭୁବନେଶ୍ୱର, ୨୩।୫(ସୁନିତ୍ ମିଶ୍ର): ୨୦୨୪ ନିର୍ବାଚନ ଲାଗି ଭାଜପାର ବହୁ କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଜାରି କରିଛନ୍ତି। ବିଭିନ୍ନ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ…
ଆଜି ଓଡ଼ିଶାରେ ପ୍ରଚାର କରିବେ ରାମ, ଏହି ସବୁ ଜିଲାକୁ ଯାଇ ମାଗିବେ ଭୋଟ୍
ଭୁବନେଶ୍ୱର,୨୨।୫: ନିର୍ବାଚନ ପ୍ରଚାରରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାଜପାର ଟପ ଲିଡର । ଆଜି ଓଡ଼ିଶାରେ ପ୍ରଚାର କରିବେ ଭାଜପା ନେତା ତଥା ରାମାୟଣ ସିରିଏଲରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ। କେନ୍ଦୁଝର, ଢେଙ୍କାନାଳ ଓ ଭୁବନେଶ୍ୱର…
ବିଜେଡି ଛାଡ଼ିଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର,୨୨।୫(ସୁନିତ୍ ମିଶ୍ର):ନିକଟରେ ବିଜେଡିରୁ ଇସ୍ତଫାଦେଇ ଭାଜପାରେ ଯୋଗ ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଏବଂ ସୋର ବିଧାୟକ…
ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କଲା କ୍ରିକେଟର୍ ଜଗତର ଶିଶୁ
ହ୍ୟୁଷ୍ଟନ,୨୨।୫:ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ବାଂଲାଦେଶ ଦଳ ଆମେରିକା ଗସ୍ତରେ ଅଛି। ସିରିଜର ପ୍ରଥମ ମ୍ୟାଚରେ କ୍ରିକେଟ ଜଗତର ଶିଶୁ କହାଯାଉଥିବା ଆମେରିକା ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରି ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଛି। ଆମେରିକାର…
‘୩୫ବର୍ଷର ଅଭିଜ୍ଞତାରୁ କହୁଛି, ଭାଜପା ଏତିକି ଆସନ ପାଇବ’, ଓଡ଼ିଶା-ବିହାର ଉପରେ ବଡ଼ ଦାବି କଲେ ରାଜନୈତିକ ବିଶ୍ଳେଷକ
ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ ଏକ ବଡ଼ ଦାବି କରିଛନ୍ତି। ଯୋଗେନ୍ଦ୍ର ଯାଦବ କହିଛନ୍ତି, ଭାଜପା ୨୭୨ଟି ଆସନ ପାଇବ ନାହିଁ। ଏହି ନିର୍ବାଚନରେ ଭାଜପା ୫୦ରୁ ଅଧିକ ସିଟ ହରାଇବ। ଯୋଗେନ୍ଦ୍ର ଯାଦବ…
ସୃଷ୍ଟି ହେଲା ଲଘୁଚାପ, ୨୪ରେ ଅବପାତ, ଏହି ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୨।୫: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ପରେ ୨୪ ତାରିଖ ସକାଳେ ଡିପ୍ରେସନ ବା ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ…
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇସ୍ରାଏଲ ରାଷ୍ଟ୍ରପତି
ଜେରୁଜେଲମ,୨୨।୫: ଅକ୍ଟୋବର ୭ରେ ହମାସ ଆକ୍ରମଣକୁ ନିନ୍ଦା କରିଥିବାରୁ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ ହେର୍ଜୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଭାରତ ହେଉଛି ବିଶ୍ୱର ବୃହତ୍ତମ ଦେଶ ଏବଂ ଇସ୍ରାଏଲ ସବୁଠାରୁ ଛୋଟ ଦେଶ ମଧ୍ୟରୁ ଅନ୍ୟତମ।…
ନୂଆ ଭାରତ ଘରେ ପଶି ମାରୁଛି: କାହିଁକି ଏମିତି କହିଲେ ପାକିସ୍ତାନ ରାଷ୍ଟ୍ରଦୂତ
ନ୍ୟୁୟର୍କ,୨୨।୫:ନୂଆ ଭାରତ ଘରେ ପ୍ରବେଶ କରି ହତ୍ୟା କରେ। ପାକିସ୍ତାନୀ ରାଷ୍ଟ୍ରଦୂତ ମିଳିତ ଜାତିସଂଘର ସାଧାରଣ ସଭାରେ ନିଜର ଦୁଃଖ ପ୍ରକାଶ କରି ଏହା କହିଛନ୍ତି। ନିକଟରେ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ପାକିସ୍ତାନର ସ୍ଥାୟୀ ରାଷ୍ଟ୍ରଦୂତ ମୁନିର ଆକ୍ରମ କହିଛନ୍ତି,…
ହଠାତ୍ ଆଖିବୁଜା ଗୁଳିମାଡ଼: ୪୦ ମୃତ
ଆବୁଜା,୨୨।୫:ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗାଁ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତମାନେ ଗାଁରେ ଆଖିବୁଜା ଭାବେ ଗୁଳି ଚଳାଇଥିଲେ। କେବଳ ଏତିକି ନୁହେଁ, ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ଅନେକ…
ବେଲଜିୟମକୁ ହରାଇଲା ଭାରତ
ଆଣ୍ଟ୍ବେର୍ପ, ୨୨।୫: ଭାରତୀୟ ଜୁନିୟର ପୁରୁଷ ହକି ଦଳ ବିଜୟ ସହ ଏହାର ୟୁରୋପ ଟୁର୍ ଆରମ୍ଭ କରିଛି। ଉପ-ଅଧିନାୟକ ଶାରଦାନନ୍ଦ ତିଓ୍ବାରୀଙ୍କ ଡବଲ ଗୋଲ ବଳରେ ଭାରତ ଶୁଟ୍ ଆଉଟ ୪-୨ ଗୋଲରେ ବେଲଜିୟମକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ…
ଟାଇଟଲ ବଜାୟ ରଖିଲେ ସୁମିତ
କୋବ୍ (ଜାପାନ), ୨୨ା୫ : ଭାରତର ସୁମିତ ଅଣ୍ଟିଲ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ତାଙ୍କ ଏଫ୍୬୪ ଜାଭେଲିନ୍ ଥ୍ରୋ ବିଶ୍ୱ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଥାଙ୍ଗାଭେଲୁ ମାରିୟାପ୍ପାନ ଓ ଏକତା ଭ୍ୟାନ ଯଥାକ୍ରମେ…
ପ୍ରଧାନମନ୍ତ୍ରୀ ଭୋଟ ପାଇଁ ତାମିଲଙ୍କୁ ବଦନାମ କରନ୍ତୁ ନାହିଁ: ଷ୍ଟାଲିନ୍
ଚେନ୍ନାଇ,୨୨ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଓଡ଼ିଶାକୁ ପ୍ରଚାରରେ ଆସିବାବେଳେ ପ୍ରତିଥର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ରାଜ୍ୟର ଶାସକ ବିଜୁ ଜନତା ଦଳ (ବିଜେଡି)କୁ ଟାର୍ଗେଟ କରୁଛନ୍ତି। ଏହିକ୍ରମରେ ମୋଦି ସୋମବାର କଟକରେ ଭାଜପାର ଏକ…
Archives


