ସକାଳେ ଛାଡିଥିଲେ ଭାଜପା, ଏବେ କଂଗ୍ରେସରେ ହେଲେ ସାମିଲ
ଭୁବନେଶ୍ୱର, ୪।୪: କଂଗ୍ରେସରେ ସାମିଲ ହେଲେ ମହିଳା ନେତ୍ରୀ ସୋନାଲି ସାହୁ। ଗୁରୁବାର ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। ପିପିସି ସଭାପତି ଶରତ ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ଭାଜପାରୁ ଇସ୍ତଫା ଦେଇଥିଲେ…
ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତକୁ ଆମନ୍ତ୍ରଣ କଲା ପାକିସ୍ତାନ
କରାଚୀ,୪ା୪: ଆସନ୍ତା ମାସରେ ଇସ୍ଲାମାବାଦରେ ଖେଳାଯିବ ଏସିଆନ ଚ୍ୟାଲେଞ୍ଜ ଭଲିବଲ୍ ଲିଗ୍। ଏନେଇ ଦଳ ପଠାଇବା ଲାଗି ଭାରତକୁ ଅନୁରୋଧ କରିଛି ପାକିସ୍ତାନ ଭଲିବଲ୍ ମହାସଂଘ (ପିଭିଏଫ୍)। ଟୁର୍ନାମେଣ୍ଟରେ ୧୦ରୁ ୧୨ ଦଳ ଭାଗ ନେବେ ବୋଲି ଆଶା କରାଯାଉଛି। ଇଭେଣ୍ଟ…
ଜାମିନ୍ ମାଗିଲେ କବିତା, କହିଲେ ମଞ୍ଜୁରୀ ଦେଇ ଦେଲେ ଆକାଶ ଛିଣ୍ଡି ପଡିବନାହିଁ
ନୂଆଦିଲ୍ଲୀ,୪।୪: ଦିଲ୍ଲୀର ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା ତିହାର ଜେଲରେ ବନ୍ଦ ଅଛନ୍ତି। ପିଲାଙ୍କ ପରୀକ୍ଷାକୁ ଦର୍ଶାଇ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ମାଗିଛନ୍ତି। କବିତା ପକ୍ଷରୁ…
ଜାଣନ୍ତୁ ଦୀପାଳିଙ୍କୁ ପୁଣି ଟିକେଟ୍ ଦେବାର କାରଣ
ଝାରସୁଗୁଡ଼ା,୪ା୪(ସଞ୍ଜୟ ମାଲି): ବିଜୁ ଜନତା ଦଳ ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ବୁଧବାର ଘୋଷଣା କରିଛି। ଏହି ତାଲିକାରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦଳ ପୁଣି ଥରେ ଦୀପାଳି ଦାସଙ୍କ…
ଜାପାନ, କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଭାରତରେ ସର୍ବାଧିକ ବିକ୍ରି ହେଲା ଟାଟା ନେକ୍ସନ୍
ଭୁବନେଶ୍ୱର, ୪।୪: କ୍ରମାଗତ ତୃତୀୟ ବର୍ଷ ପାଇଁ ଟାଟା ନେକ୍ସନ୍ ଭାରତରେ ସର୍ବାଧିକ ବିକ୍ରି ହୋଇଥିବା ଏସୟୁଭି ଭାବରେ ଉଭା ହୋଇଛି ଏବଂ ଏହାର ଜାପାନ ଏବଂ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆର୍ଥିକ ବର୍ଷ ୨୦୨୪ରେ ପଛରେ ପକାଇଛି। ସେପ୍ଟେମ୍ବର ୨୦୨୩ ରେ…
ମୋଦିଙ୍କଠାରୁ ଶିନ୍ଦେଙ୍କ ପର୍ଯ୍ୟନ୍ତ ମହାରାଷ୍ଟ୍ର ଦେଇପାରେ ଟେନଶନ
ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ଭୋଟ ଗ୍ରହଣ କରାଯିବାକୁ ମାତ୍ର ୨ ସପ୍ତାହ ବାକି ଅଛି। ଏହି ସମୟରେ, ଏକ ଘରେଶି ଟେଲିଭିଜନ ଚ୍ୟାନେଲର ସର୍ବେକ୍ଷଣରେ ଶାସକ ଏନଡିଏ ମେଣ୍ଟ ପାଇଁ ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି। ମହାରାଷ୍ଟ୍ରର ଜନତା…
୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍ ଗଲେ ୫୩ ବର୍ଷୀୟ ବ୍ୟକ୍ତି
କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ୫ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୫୩ ବର୍ଷ ବ୍ୟକ୍ତିଙ୍କୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିବା…
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ଶନିବାର ପର୍ଯ୍ୟନ୍ତ କଲବଲ କରିବ ଟାଣ ଖରା
ଭୁବନେଶ୍ୱର,୪।୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲା ଗୁଡ଼ିକରେ ଅଧିକ ଗରମ ଅନୁଭୂତ ହେଉଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ଏବଂ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା…
ବାଲିଗୁଡ଼ା ଆସନରେ ଆଦିବାସୀ କାର୍ଡ ଖେଳିପାରେ ବିଜେଡି, ମଇଦାନକୁ ଓହ୍ଲାଇବେ ନୂଆ ଚେହେରା
ବାଲିଗୁଡ଼ା,୪ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ୩ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଘୁ. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ବାଲିଗୁଡ଼ା ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ…
‘ଭୋକରେ ମରିଯିବି ପଛେ, କିନ୍ତୁ ମୋଦିଙ୍କ…’
କୋଲକାତା,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଅଜବ ବିବୃତ୍ତି ଦେଇଛନ୍ତି। ଏକ ନିର୍ବାଚନ ବୈଠକରେ ମମତା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ ପ୍ୟାକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲାଗିଛି।…
ଶପଥ ନେଲେ ଓଡ଼ିଶାର ତିନି ରାଜ୍ୟ ସଭା ଏମପି
ନୂଆଦିଲ୍ଲୀ,୪।୪: ଓଡିଶାରେ ରାଜ୍ୟ ସଭା ନିର୍ବାଚନ ଦେବାଶିଷ ସାମନ୍ତରାୟ, ସୁଭାଷୀ ଖୁଣ୍ଟିଆ ଏବଂ ଅଶ୍ୱିନୀ ବୈଷ୍ଣବ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟସଭା ନିର୍ବାଚନରେ ଏହି ତିନିଜଣ ପ୍ରାର୍ଥୀ ଫେବୃଆରୀ ୨୦, ୨୦୨୪ ରେ ନିର୍ବାଚିତ ହୋଇ ନିର୍ବାଚିତ ହୋଇଥିଲେ। ଏପ୍ରିଲ୍…
ଅଧିକାଂଶ ମୁସଲମାନ ଭାଜପାକୁ ଦେବେ ଭୋଟ, କଂଗ୍ରେସ ତ…ହିମନ୍ତ ବିଶ୍ୱ ଶର୍ମା
ଗୁଆହାଟି,୪।୪: ଉତ୍ତର-ପୂର୍ବ ଆସାମର ୧୪ଟି ଲୋକ ସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ ରେ ୫ଟି ଆସନରେ ଭୋଟ ଗ୍ରହଣ କରାଯିବ। ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ଯଥାକ୍ରମେ ୨୬…
Archives


