ଖାଇବା ତେଲ ମହଙ୍ଗା
ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହୋଇଛି। ୨୦୨୩ ଜୁଲାଇ ପରେ ପ୍ରଥମ ଥର ପାଇଁ ୨୦୨୪ ମାର୍ଚ୍ଚରେ ବିଶ୍ୱସ୍ତରରେ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍ଏଓ) ସୂଚନାନୁସାରେ,…
ଆର୍ବିଆଇର ନୂତନ ଓ୍ବେବ୍ସାଇଟ, ମୋବାଇଲ ଆପ୍ ଉନ୍ମୋଚିତ
ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ନୂଆ ମୋବାଇଲ ଓ ଓ୍ବେବ୍ସାଇଟ୍ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହାର ଉନ୍ମୋଚନ କରିଛନ୍ତି। https://website.rbi.org.inରେ କିମ୍ବା ଆର୍ବିଆଇ ପକ୍ଷରୁ ଜାରି କରାଯାଇଥିବା କ୍ୟୁଆର୍ କୋଡ୍ ମାଧ୍ୟମରେ ଲଗ୍ଇନ୍ କରିହେବ। ସେହିପରି…
ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ
ସୋନପୁର,୬ା୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ୩ ଝିଅ ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। କୁନି ମଡେଲ ବିଶ୍ୱବିଜୟିନୀ, ସୁଚିସ୍ମିତା ଓ ହର୍ଷିତା ବିଦେଶ ମାଟିରେ ଚମକିବା ସହ ଜିଲା…
ଆଡ୍ମିଟ୍ କାର୍ଡ ପାଇଁ ଟଙ୍କା
ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍ମିଟ୍ କାର୍ଡ ଦେବା ସମୟରେ ଟଙ୍କା ଆଦାୟ କରାଯାଇଛି। ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି।…
ଝୁଲିଛି ୩୯ ଆସନ: ଅଧିକାଂଶରେ ବିଦ୍ରୋହୀ ଚିନ୍ତା
ଭୁବନେଶ୍ୱର,୬ା୪(ଅନିଲ ଦାସ): ବିଜେଡି ଏ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ୨୦ ଲୋକ ସଭା ଏବଂ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବାଲେଶ୍ୱର ଲୋକ ସଭା ଆସନ ସମେତ ୩୯ ବିଧାନସଭା ଆସନର ଘୋଷଣା ବାକି ରହିଛି।…
ବିଶ୍ୱଭୂଷଣ ଭାଜପା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା
ଅସ୍ତରଙ୍ଗ,୬ା୪(ପ୍ରଦୀପ୍ତ କୁମାର ଦୀକ୍ଷିତ): ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ବିଶ୍ୱଭୂଷଣ ଦାସ ଦଳରୁ ଇସ୍ତଫା ଦେବା ପରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ସେ କାକଟପୁର ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୯ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି…
ସୋମା ସେନ୍ଙ୍କୁ ସୁପ୍ରିମକୋର୍ଟ ଜାମିନ
ନୂଆଦିଲ୍ଲୀ,୬ା୪: ଏଲ୍ଗାର ପରିଷଦ-ମାଓବାଦୀ ଲିଙ୍କ୍ ମାମଲାରେ ଅଭିଯୁକ୍ତ ମହିଳା ଅଧିକାର କର୍ମୀ ସୋମାକାନ୍ତି ସେନ୍ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଇଂଲିଶ ପ୍ରଫେସର ସୋମାଙ୍କୁ ୨୦୧୮ ଜୁନ୍ ୬ରେ ଗିରଫ କରାଯାଇଥିଲା। ଜଷ୍ଟିସ୍ ଅନିରୁଦ୍ଧ ବୋଷ ଏବଂ ଅଗଷ୍ଟିନ୍ ଜର୍ଜ ମସିହଙ୍କ…
‘ଦି କେରଲା ଷ୍ଟୋରି’ ପ୍ରସାରଣକୁ କଂଗ୍ରେସର ବିରୋଧ
ଥିରୁଭାନନ୍ଥପୁରମ୍,୬ା୪: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଲା ଷ୍ଟୋରି’ ଦୂରଦର୍ଶନରେ ପ୍ରସାରଣ ଲାଗି ନିଷ୍ପତ୍ତି ହୋଇଥିବାରୁ ଏହା ବିରୋଧରେ କେରଳର କଂଗ୍ରେସ ପାର୍ଟି ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରସ୍ଥ ହୋଇଛି। ଊକ୍ତ ଚଳଚ୍ଚିତ୍ର ପ୍ରସାରଣ ବନ୍ଦ ରଖିବା ନିମନ୍ତେ ଦୂରଦର୍ଶନକୁ ନିର୍ଦ୍ଦେଶ ଦେବା…
ବଳାତ୍କାର ପୀଡ଼ିତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲାନି ରାଜସ୍ଥାନ ସ୍କୁଲ
ନୂଆଦିଲ୍ଲୀ,୬ା୪: ରାଜସ୍ଥାନ ଆଜମେରର ଜଣେ ଗଣବଳାତ୍କାର ପୀଡ଼ିତା ଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ସ୍କୁଲ୍ ଅନୁମତି ଦେଇନାହିଁ। ବିଦ୍ୟାଳୟରେ ଉକ୍ତ ଛାତ୍ରୀଙ୍କ ଉପସ୍ଥିତି ପରିବେଶକୁ ନଷ୍ଟ କରିଦେବ ବୋଲି ଶିକ୍ଷକମାନେ କହିବା ସହ ଘରେ ରହି ପଢ଼ିବାକୁ କହିଥିଲେ। ଦ୍ୱାଦଶ…
ତିହାର ଜେଲରେ କବିତାଙ୍କୁ ଜେରା କରିବ ସିବିଆଇ
ନୂଆଦିଲ୍ଲୀ,୬ା୪: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ. କବିତାଙ୍କୁ ତିହାର ଜେଲରେ ଜେରା କରିବା ଲାଗି କୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି। ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ…
ମଇଦାନରେ ସ୍ବରୂପ-ମାନସ
ବାଲେଶ୍ୱର,୬।୪(ମାନସ ବିଶ୍ୱାଳ): ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ପୁଣି ପୁରୁଣା ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। କିଛିଦିନ ପୂର୍ବରୁ ଭାଜପା ଏହି ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ମାନସ ଦତ୍ତଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଅପରାହ୍ନରେ ବିଜେଡି…
ଭାଜପାରେ ରମେଶ, ସ୍ବାଗତ କଲେ ଧର୍ମେନ୍ଦ୍ର
ଛେଣ୍ଡିପଦା,୬ା୪ (ଅଜିତ ଧଳ): ବିଜେଡି ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଅନୁଗୋଳ ଜିଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଅନୁଗୋଳ ଜିଲା କତଡାଠାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ…
Archives


