Home Left

ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ

ମାଲକାନଗିରି,୨୦ା୬ (ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍‌ମା ଅଞ୍ଚଳର ୩ ମାଓବାଦୀ ଗୁରୁବାର ମାଲକାନଗିରି ଆରକ୍ଷୀ ଅଧୀକ୍ଷକ(ଏସ୍‌ପି)ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ଗାଁରେ ରହୁଥିଲେ ଓ ମାଓବାଦୀ ସଙ୍ଗଠନକୁ ସୂଚନା ଦେଉଥିଲେ। ତେବେ ସିଆରପିଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ପରେ ସଙ୍ଗଠନଠାରୁ ଦୂରେଇ…

ଡ୍ରେନରେ ବୁଡି ମୃତ୍ୟୁ ଘଟଣାରେ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ବିଏମ୍‍ସି ସହକାରୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର,୨୦।୬(ଅସମାପିକା ସାହୁ): ରାଜଧାନୀରେ ନାଳରେ ଭାସିଯାଇ ନାବାଳକ ପିଲା ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ଗୁରୁବାର ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ଡ୍ରେନେଜ ଡିଭିଜନରେ କାର୍ଯ୍ୟରତ ସହକାରୀ…

ସୁରୁଖୁରୁରେ ରଥ ଯାତ୍ରା ସମ୍ପନ୍ନ କରିବା ପାଇଁ ଛତିଶା ନିଯୋଗର ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୬: ଗୁରୁବାର ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀକ୍ଷେତ୍ର ପୁରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କ ସହ ଆଗାମୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁ ରେ ସମାପନ କରିବା ପାଇଁ ଆଲୋଚନା କରିଛନ୍ତି । ଚଳିତ…

ଧାନ ବିକ୍ରି ଟଙ୍କା ଧରି ଘରକୁ ଫେରୁଥିଲେ: ବାଟରୁ ଲୁଟିନେଲେ ଦୁର୍ବୃତ୍ତ

କୋକସରା,୨୦ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଲଟାପଡା ଗ୍ରାମର ଚାଷୀ ଉପେନ୍ଦ୍ର ରୋତି ଗୁରୁବାର କୋକସରା ଷ୍ଟେଟ ବ୍ୟାଙ୍କରୁ ଧାନ ଫସଲ ବିକ୍ରି ବାବଦରେ ୨୫ ହଜାର ଟଙ୍କା ଉଠାଇ ବାଇକ୍‌ରେ ଘରକୁ ଯାଉଥିଲେ। ହେଲେ…

କଶ୍ମୀରରେ କେବେ ହେବ ନିର୍ବାଚନ, ସ୍ପଷ୍ଟ କଲେ ମୋଦି!

ଶ୍ରୀନଗର,୨୦।୬: ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (ଜୁନ ୨୦) ଜମ୍ମୁ କଶ୍ମୀରରେ ପହଞ୍ଚିଛନ୍ତି। ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ତାଙ୍କର କଶ୍ମୀର ଗସ୍ତକୁ ଦୃଷ୍ଟିରେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଘୋଷଣା, ରଦ୍ଦ ହେବ ନାହିଁ ନିଟ ପରୀକ୍ଷା

ନୂଆଦିଲ୍ଲୀ,୨୦।୬: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଟ ୟୁଜି ପରୀକ୍ଷା (ନିଟ ୟୁଜି ୨୦୨୪) ସମ୍ବନ୍ଧରେ ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ଏ ବାବଦରେ ସରକାର କେଉଁ ନିଷ୍ପତ୍ତି ନେଇଛନ୍ତି ତାହା ମଧ୍ୟ କହିଛନ୍ତି। ପ୍ରଧାନ କହିଛନ୍ତି, ନିଟ…

ବିଧାନସଭା ଭାଙ୍ଗିବାକୁ ରାଜ୍ୟପାଳଙ୍କ ପାଖରେ ଦାବି କଲା କଂଗ୍ରେସ

ଚଣ୍ଡିଗଡ଼,୨୦।୬: ପୁଣିଥରେ ହରିୟାଣାରେ ରାଜନୈତିକ ଅସ୍ଥିରତାର ଅଭିଯୋଗ ଆରମ୍ଭ ହୋଇଛି। କଂଗ୍ରେସ ଦାବି କରିଛି ଯେ ରାଜ୍ୟରେ ଭାଜପା ସରକାରରେ ସଂଖ୍ୟାଗରିଷ୍ଠତା ନାହିଁ। ଏହା ବ୍ୟତୀତ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ରାଜ୍ୟପାଳ ଦାବି କରିଛନ୍ତି। ଗୁରୁବାର କଂଗ୍ରେସ ପ୍ରତିନିଧି ରାଜ୍ୟପାଳଙ୍କୁ…

Video: ବିଶ୍ବର ସର୍ବୋଚ୍ଚ ରେଳବ୍ରିଜରେ ଗଡ଼ିଲା ଟ୍ରେନ

ଜମ୍ମୁ-କାଶ୍ମୀର,୨୦।୧: ଭାରତୀୟ ରେଳ ଗୁରୁବାର ଜମ୍ମୁ-କାଶ୍ମୀରର ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜରେ ଟ୍ରେନର ସଫଳ ଟ୍ରାଏଲ ରନ୍‌ କରିଛି। ନୂତନ ଭାବେ ନିର୍ମିତ ଚେନାବ ରେଳ ବ୍ରିଜ ରାମବାନ ଜିଲାର ସାଙ୍ଗଲଡାନ ଏବଂ ରେସି ମଧ୍ୟରେ ନିର୍ମିତ। ଏହି ଲାଇନରେ ଥିବା…

ଚଢ଼ାଉ କରିବାକୁ ଯାଇ ଭୁଲ୍‌ ଘରେ ପଶି ପୋଲିସ ହଟହଟା 

ଚାନ୍ଦବାଲି,୨୦।୬ (କିଷାନ ପାତ୍ର): ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରାତିଅଧିଆ ଚଢ଼ାଉ କରିବାକୁ ଯାଇଥିବା ବେଳେ ବାଂଶଡ଼ା ପୋଲିସକୁ ହଟହଟା ହେବାକୁ ପଡ଼ିଛି। ଭୁଲ୍‌ ଘରେ ଚଢ଼ାଉ ସହ ଆକ୍ରମଣ ଅଭିଯୋଗ ଆଣି ଲୋକେ ପୋଲିସକୁ ରାତିସାରା ଅଟକ…

କେନ୍ଦ୍ର ପ୍ରାକ୍ ବଜେଟ ବୈଠକ ଓ ଜିଏସଟି କାଉନସିଲ ବୈଠକରେ ଯୋଗଦେବେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର,୨୦।୬: କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଅର୍ଥ ମନ୍ତ୍ରୀ ମାନଙ୍କର ପ୍ରାକ୍ ବଜେଟ୍ ବୈଠକ ଓ ଜି. ଏସ. ଟି କାଉନସିଲ ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ…

ବାଲେଶ୍ବର ସହରରେ ଆଉ ୨ ଘଣ୍ଟା କର୍ଫ୍ୟୁ କୋହଳ ନିଷ୍ପତ୍ତି

ବାଲେଶ୍ୱର,୨୦।୬: ବାଲେଶ୍ବର ସହରରେ ଆଉ ୨ ଘଣ୍ଟା କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ଏଣିକି ୭ରୁ ୧୧ ପରିବର୍ତ୍ତେ ସକାଳ ୬ଟାରୁ ଦିନ ୧୨ଟା କର୍ଫ୍ୟୁ କୋହଳ କରାଯିବ। ଏହି ସମୟରେ ଲୋକେ ଆବଶ୍ୟକ ଜିନିଷପତ୍ର କିଣାକିଣି…

ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ, କଟ୍‌ନୀ ଛଟ୍‌ନୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୦।୬: ରାଜ୍ୟରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣିବେ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ”ଇସ୍ତାହାରରେ ଆମେ ଏହା କହିଛୁ, ଏଇ ଖରିଫ୍‌ ଋତୁରୁ ଚାଷୀଙ୍କୁ ୩୧ଶହ ଦିଆଯିବ। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri