Home Left

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଚାଉଳ ATM ଖୋଲିବେ ରାଜ୍ୟ ସରକାର

ଭୁବନେଶ୍ୱର,୨୦।୬: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏହି ଚାଉଳ ATM ଖୋଲିବ। ଏଥିପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ, ଯାହାଦ୍ୱାରା…

ଶ୍ରୀମନ୍ଦିର ପ୍ରଶାସନ ଉପରେ ଜରିମାନା ଲଗାଇଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର,୨୦।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ବିକ୍ରି ନେଇ ଜାରି ହୋଇଥିବା ଅଧ୍ୟାଦେଶ ବିରୋଧରେ ଆଗତ ମାମଲାରେ ନିର୍ଦ୍ଦେଶ ମୁତାବକ ଜବାବ ଦାଖଲ କରା ନ ଯିବାରୁ ଓଡ଼ିଶା ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି।…

ଗୁରୁବାର ରାତିରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ଯାଏ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୦।୬: ପାଖେଇ ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା। ଜୁନ ୨୨ରେ ପବିତ୍ର ସ୍ନାନପୂର୍ଣ୍ଣିମା। ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ନୀତି ଲାଗି ନିମନ୍ତେ ଗୁରୁବାର ରାତି ୧୨ଟାଠାରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି…

ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ବରଗଡ଼,୨୦ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୁରୁବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆପାର୍ଟମେଣ୍ଟର ବ୍ଲକ ‘ଇ’ର ଫ୍ଲାଟ୍‌ ନମ୍ବର- ୩୦୬ରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇପଡ଼ିଥିଲା। ଆପାର୍ଟମେଣ୍ଟର…

ପୁଟିନଙ୍କୁ କିମଙ୍କ ରିଟର୍ନ ଗିଫ୍ଟ, ଏତେ ମାରାତ୍ମକ ଯେ ବାଘ ବି ଏହା ସାମ୍ନାରେ କିଛି ନୁହେଁ!

ପୋଙ୍ଗୟାଙ୍ଗ,୨୦।୬: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆରେ ପହଞ୍ଚିଥିଲେ। ସେଠାରେ ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କୁ ଭେଟିଥିଲେ। ଉଭୟ ନେତା ଏକ ସ୍ବତନ୍ତ୍ର ଚୁକ୍ତିନାମା ସ୍ବାକ୍ଷର କରିଥିଲେ, ଯାହା ଆମେରିକା ଏବଂ ୟୁରୋପର ହୃଦସ୍ପନ୍ଦନକୁ ବଢାଇ ଦେଇଥିଲା। ଏହି…

ଆମେରିକା ଉପରେ ରାଗିକି ନିଆଁବାଣ ହେଲା ଚାଇନା

ଓ୍ବାଶିଟନ୍‌,୨୦।୬: ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଉନ୍ନତି ପରିବର୍ତ୍ତେ ଖରାପ ହେବାରେ ଲାଗିଛି। ଏବେ ଲାଗୁଛି ଯେ ୱାଶିଂଟନ ପୁଣି ଥରେ ଡ୍ରାଗନର ଘା’କୁ ଆଘାତ କରିଛି। ଆମେରିକାର ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ବୁଧବାର ଭାରତର ହିମାଚଳ ପ୍ରଦେଶର…

କିଏ ସେହି NEET ପେପର ଲିକର ମାଷ୍ଟର ମାଇଣ୍ଡ ସଞ୍ଜିବ ମୁଖିଆ… ଯାହାଙ୍କୁ ଖୋଜୁଛି ଇଓୟୁ

ପାଟନା,୨୦।୬: ନିଟ୍‌ ପେପର ଲିକ ବିଷୟରେ ବିହାରରୁ ଅନେକ ବଡ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ସକାଳେ ନିଟ ପେପର ଲିକରେ ଅଭିଯୁକ୍ତଙ୍କ ସ୍ବୀକାର ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାନିଟ ପେପର ଲିକ ମାମଲା ସହ ତେଜସ୍ବୀ ଯାଦବଙ୍କ…

ଶ୍ରୀନଗରର ଡାଲ ହ୍ରଦ କୂଳରେ ଯୋଗ କରିବେ ମୋଦି

ନୂଆଦିଲ୍ଲୀ,୨୦।୬: ଭାରତ ସମେତ ସମଗ୍ର ବିଶ୍ୱରେ ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଶ୍ରୀନଗରରେ ଆୟୋଜିତ ଯୋଗ ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁବାର…

ନୁପୁର ଶର୍ମାଙ୍କୁ ମିଳିଲା ଧମକ

ନୂଆଦିଲ୍ଲୀ,୨୦।୬: ଭାରତୀୟ ଜନତା ଦଳର ପୂର୍ବତନ ନେତା ନୁପୁର ଶର୍ମାଙ୍କୁ ପୁଣି ଥରେ ଧମକ ଦିଆଯାଇଛି। ଏଥର ଇସଲାମିକ ଷ୍ଟେଟ-ଖୋରାସାନ ଏହାର ଖବରକାଗଜ ଭଏସ ଅଫ ଖୁରାସାନରେ ଲେଖି ତାଙ୍କୁ ଧମକ ଦେଇଥିଲେ। ସେହି ଚିଠିରେ ମୋଦି ସରକାର ଏବଂ ଏହାର…

ମୋଦି ସରକାର ଦେଶର ଶିକ୍ଷା ବ୍ୟବସ୍ଥାକୁ ଧ୍ୱସ୍ତ କରିଦେଇଛନ୍ତି: ଖାର୍ଗେ

ନୂଆଦିଲ୍ଲୀ,୨୦।୬: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପରିଚାଳିତ ଏନ୍‌ଇଇଟି-ୟୁଜି ଫଳାଫଳରେ ହୋଇଥିବା ବିଭ୍ରାଟକୁ ନେଇ ବିବାଦ ଥମି ନ ଥିବା ବେଳେ ପୁଣି ଆଉ ଏକ ଅନିୟମିତତା ଦେଖାଦେଇଛି। ଏନ୍‌ଇଇଟି ପାଇଁ ଲକ୍ଷାଧିକ ଛାତ୍ରୀଛାତ୍ର ପ୍ରଭାବିତ ହୋଇଥିବା ବେଳେ ଏବେ ୟୁଜିସି-ଏନ୍‌ଇଟି ଦେଇଥିବା…

ଚଳିତ ବର୍ଷ ପ୍ରାୟ ୪,୩୦୦ କୋଟିପତି ଛାଡିବେ ଭାରତ

ନୂଆଦିଲ୍ଲୀ,୨୦।୬: ଚଳିତ ବର୍ଷ ପ୍ରାୟ ସାଢେ ଚାରି ହଜାର ଭାରତୀୟ କୋଟିପତି ଦେଶ ଛାଡିପାରନ୍ତି। ଆନ୍ତର୍ଜାତୀୟ ନିବେଶ ସ୍ଥାନାନ୍ତରଣ ପରାମର୍ଶଦାତା ସଂସ୍ଥା ହେନଲି ଆଣ୍ଡ ପାର୍ଟନର୍ସ ଏକ ରିପୋର୍ଟରେ କହିଛନ୍ତି ଯେ ୪,୩୦୦ କୋଟିପତି ଚଳିତ ବର୍ଷ ଦେଶ ଛାଡିପାରନ୍ତି। ଗତ…

‘ତୁରନ୍ତ କ୍ଷମା ମାଗନ୍ତୁ ପ୍ରଶାନ୍ତ କିଶୋର’,ଶିକ୍ଷକମାନେ କହିଲେ ଅପମାନ ବରଦାସ୍ତ କରାଯିବ ନାହିଁ

ନାଳନ୍ଦା,୨୦।୬: ପ୍ରଶାନ୍ତ କିଶୋର ସ୍କୁଲ ଏବଂ କଲେଜ ବିରୋଧରେ ବୟାନ ଦେଇ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିହାର ରାଜ୍ୟ ଅନୁବନ୍ଧିତ ଡିଗ୍ରୀ କଲେଜ ଶିକ୍ଷକ-ଅଣ-ଶିକ୍ଷାଦାନ କର୍ମଚାରୀ ସଂଘ (FACTNEB) ର ସଭାପତି, ଜିଡିଏମ କଲେଜର ପ୍ରିନ୍ସପାଲ ଡକ୍ଟର ଶମ୍ଭୁନାଥ ପ୍ରସାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri