Home Left

କିଏ ସବୁଠୁ ଅଧିକ ଧନୀ, କୋହଲି ନା ରୋହିତ: ଉଭୟଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୯।୧୦: ଟିମ ଇଣ୍ଡିଆର ଦୁଇ ସବୁଠାରୁ ବଡ଼ ଷ୍ଟାର ହେଉଛନ୍ତି ବିରାଟ କୋହଲି ଏବଂ ରୋହିତ ଶର୍ମା। ଉଭୟେ ପଡ଼ିଆରେ ବ୍ୟାଟିଂ କରି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି, କିନ୍ତୁ ଯେତେବେଳେ ରୋଜଗାର କଥା ଆସେ, ବିରାଟ କୋହଲି...

କଟକ ହିଁଂସା ପାଇଁ ଭାଜପାକୁ ଦୋଷୀ କରିଲେ ମମତା, କଡ଼ା ପ୍ରତିକ୍ରିୟା ଦେଲେ ମନମୋହନ

ଭୁବନେଶ୍ୱର,୯।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ କଟକରେ ସାମ୍ପ୍ରଦାୟିକ ହିଂସା ଘଟଣାକୁ ଭାରତୀୟ ଜନତା ପାର୍ଟି (ଭାଜପା) ଓ ବଜରଙ୍ଗ ଦଳର ଷଡ଼ୟନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, କଟକ “ଜଳୁଛି” ଏବଂ ଭାଜପା ସାମ୍ପ୍ରଦାୟିକ ସଂଘର୍ଷ...

ସରୋଗେସିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କହିଲେ ମାତାପିତା କିଏ ହେବେ ତାହା ସରକାର…

ନୂଆଦିଲ୍ଲୀ,୯।୧୦: ସୁପ୍ରିମକୋର୍ଟ ସରୋଗେସି (ରେଗୁଲେଶନ) ଆଇନ, ୨୦୨୧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ୨୫ଜାନୁଆରୀ, ୨୦୨୨ରେ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ସରୋଗେସି ଆରମ୍ଭ କରିଥିବା ଦମ୍ପତିଙ୍କ ପାଇଁ ବୟସ ସୀମା ପ୍ରଯୁଜ୍ୟ ହେବ...

ଘର ଭିତରେ ଜିଅନ୍ତା ଜଳିଗଲେ ଯବାନଙ୍କ ସ୍ତ୍ରୀ

କୋରାପୁଟ,୯ା୧୦: ଘର ଭିତରେ ପୋଡ଼ିଯାଇ ଜଣେ ଆଇଆର୍‌ବି ଯବାନଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସହର ଉପକଣ୍ଠସ୍ଥ ଓଏମ୍‌ପିସ୍ଥିତ ଉପର ଲାଇନ୍‌ କ୍ବାର୍ଟର୍ସରେ ରହୁଥିବା ଯବାନଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟି ପୋଡ଼ିଯାଇଥିବା ସୂଚନାରୁ ଜଣାପଡ଼ିଛି।...

ଦିନିକିଆ ଅଧିନାୟକ ହେବା ପରେ ରୋହିତଙ୍କୁ ନେଇ ସ୍ପଷ୍ଟ ମନ୍ତବ୍ୟ ଦେଲେ ଶୁଭମନ ଗିଲ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ ଦଳର ନୂତନ ଦିନିକିଆ ଅଧିନାୟକ ଶୁଭମନ ଗିଲ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜର ନୂଆ ଦାୟିତ୍ୱ ବିଷୟରେ ମନ୍ତବ୍ୟ ରଖିଛନ୍ତି। ରୋହିତ ଶର୍ମାଙ୍କ ସ୍ଥାନରେ ଦିନିକିଆ ଅଧିନାୟକ ଦାୟିତ୍ୱ...

ମୁଁ ଫିଟ୍‌ ଅଛି କିନ୍ତୁ…ଟିମ୍‌ ଚୟନକୁ ନେଇ ସାଂଘାତିକ କଥା କହିଦେଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୯।୧୦: ବରିଷ୍ଠ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଶେଷରେ ତାଙ୍କର ନୀରବତା ଭାଙ୍ଗିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ଦଳରୁ ବାଦ ପଡ଼ିବା ପରେ, ଶାମି ସ୍ପଷ୍ଟ ଭାବରେ କହିଛନ୍ତି, ଫିଟନେସ ତାଙ୍କର ପ୍ରସଙ୍ଗ...

କାହାକୁ ଛାଡିଲେନି ପ୍ରଶାନ୍ତ କିଶୋର, ସିଙ୍ଗର-ଡାଇରେକ୍ଟରଙ୍କ ସହ କିନ୍ନରଙ୍କୁ ବି ମିଳିଲା…

ପାଟନା,୯।୧୦: ଜନସୁରାଜ ପାର୍ଟି ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ଦଳ ୫୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକା ସହିତ ପ୍ରଶାନ୍ତ କିଶୋର ତାଙ୍କର ପ୍ରାର୍ଥୀଙ୍କ...

ଉତ୍କଳମଣିଙ୍କ ଜନ୍ମପୀଠ ଚଳଚଞ୍ଚଳ, ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି

ସାକ୍ଷୀଗୋପାଳ,୯ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ୧୪୮ ତମ ଜୟନ୍ତୀ ଅବସରରେ ଗୁରୁବାର ସତ୍ୟବାଦୀ ଯୁବ ସଂଗଠନ ପକ୍ଷରୁ ପ୍ରତିବର୍ଷ ପରି ପଞ୍ଚସଖା ସମାଧିପୀଠରେ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପୂର୍ବତନ ପିସିସି ସଭାପତି...

ମାତ୍ର ୮୮୬ ବଲ୍‌ରେ ଶେଷ ହେଲା ଟେଷ୍ଟ ମ୍ୟାଚ୍‌: ଭାଙ୍ଗିଲା ୩୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୯।୧୦: ଭାରତର ୧୯ ବର୍ଷରୁ କମ ଦଳ ଅଷ୍ଟ୍ରେଲିଆକୁ ତାଙ୍କ ନିଜ ପଡ଼ିଆରେ ପରାସ୍ତ କରି ଇତିହାସ ରଚିଛି। ଆୟୁଷ ମହାତ୍ରେଙ୍କ ଅଧିନାୟକତ୍ୱରେ, ଭାରତୀୟ ଯୁବ ଦଳ ଦୁଇ ମ୍ୟାଚ ବିଶିଷ୍ଟ ଯୁବ ଟେଷ୍ଟ ସିରିଜ ୨-୦ରେ ଜିତିଛି। ଏହି...

ଦାରିଙ୍ଗବାଡ଼ିରେ ଦେବଗଡ଼ ଜିଲା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା, ସ୍ବାବଲମ୍ବୀ ହେବାକୁ ଖୋଜୁଛନ୍ତି ବାଟ

ଦାରିଙ୍ଗବାଡ଼ି,୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଦେବଗଡ଼ ଜିଲାରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୯ ଜଣିଆ ଟିମ୍‌ ଆସିଛନ୍ତି। ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ସ୍ବ ରୋଜଗାରକ୍ଷମ ହେବା ସହ...

କେମିତି ଚିହ୍ନିବେ ନକଲି ମସଲା: ଜାଣିରଖନ୍ତୁ କେତୋଟି ସହଜ ଉପାୟ…

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମସଲାରେ ମଧ୍ୟ ଅପମିଶ୍ରଣ କରାଯାଉଛି, ଯାହା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ତେଣୁ ନକଲି ମସଲା କିପରି ଚିହ୍ନିବେ ଜାଣିରଖନ୍ତୁ କେତୋଟି ସହଜ ଉପାୟ… ଯଦି ପ୍ୟାକେଟ୍‌ ନ ଆଣି ଖୋଲାରେ ଲଙ୍କାଗୁଣ୍ଡ...

କଟକ ଦଶହରା ଗଣ୍ଡଗୋଳ: ଆଉ ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୯ା୧୦: କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଗୁରୁବାର ଆଉ ୩ ଗିରଫ ହୋଇଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ। ତେବେ ଆଗକୁ ଆଉ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri