୨ ଦିନ ବଢ଼ିଲା ଶିଶିର ସରସ ମେଳା

ଭୁବନେଶ୍ୱର,୧୭।୧: ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ଫଳରେ ୧୮ ତାରିଖ ପରିବର୍ତ୍ତେ ୨୦ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ ବୋଲି ସୂଚନା ମିଳିଛି।

ଲୋକସମାଗମକୁ ଦୃଷ୍ଟିରେ ରଖି ମେଳା ଅବଧି ୨ ଦିନକୁ ବୃଦ୍ଧି କରାଯାଇଛି। ୧୦ ତାରିଖରୁ ଆରମ୍ଭ ହୋଇଛି ଶିଶିର ସରସ ମେଳା-୨୦୨୬। ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

୮୫ ପ୍ରତିଶତ ଦୃଷ୍ଟିଶକ୍ତି ହରାଇଲେଣି ପୂର୍ବତନ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହେଲା ଯାଞ୍ଚ

ଇସଲାମାବାଦ,୧୩।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗୋଟିଏ ଆଖିରେ ପ୍ରାୟ ୮୫ ପ୍ରତିଶତ ଦୃଷ୍ଟିଶକ୍ତି ହରାଇଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ତଦନ୍ତ ପରେ ଏହା…

IPL ପୂର୍ବରୁ RCBକୁ ମିଳିଲା ବଡ଼ ଖୁସି ଖବର: ଏଥର…

ନୂଆଦିଲ୍ଲୀ,୧୩।୨: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ RCBକୁ ମିଳିଛି ଖୁସି ଖବର। କର୍ନାଟକ ସରକାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫ୍ରାଞ୍ଚାଇଜ୍‌ର ହୋମ ଗ୍ରାଉଣ୍ଡ ଏମ.…

ଟିମ ଇଣ୍ଡିଆ ପାଇଁ ବିପଦ ସୃଷ୍ଟି କରିବେ ଏହି ପାକିସ୍ତାନୀ ଖେଳାଳି! IND vs PAK ମ୍ୟାଚ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୧୩।୨: ୨୦୨୬ ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଛି। ନାମ୍ବିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ୯୬ ରନର ବିଶାଳ ବ୍ୟବଧାନରେ…

ରାଜ୍ୟସଭା ନିର୍ବାଚନ: ଏତିକି ଆସନରେ ପ୍ରାର୍ଥୀ ଦେବ ଭାଜପା, ବିଜେଡି ପାଇଁ ବଡ ମଉକା

ଭୁବନେଶ୍ୱର,୧୩।୨: ୧୦ଟି ରାଜ୍ୟରେ ଖାଲି ହେବାକୁ ଯାଉଛି ୩୭ଟି ରାଜ୍ୟସଭା ଆସନ। ଏଥିପାଇଁ ନିର୍ବାଚନ କମିଶନ (ECI) ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ଓଡ଼ିଶାର ୪ଟି ଆସନ…

କଲେଜ ପାଇଁ ଗୌରବ ଆଣିଲେ ଏନ୍‌ସିସି ନାଭାଲ ଓ୍ବିଙ୍ଗର କ୍ୟାଡେଟ୍‌ ହିମେଶ

ଭଞ୍ଜନଗର,୧୩ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ନାଭାଲ ଓ୍ବିଙ୍ଗ୍‌ର କ୍ୟାଡେଟ ହିମେଶ କୁମାର ଜେନା ଗତ ସାଧାରଣତନ୍ତ୍ର ଦିବସରେ…

ଗାଁରେ ଦନ୍ତା ଆତଙ୍କ, ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ଜଣଙ୍କୁ ଦଳିଦେଲା

ରାଞ୍ଚି,୧୩।୨: ଝାଡ଼ଖଣ୍ଡ ହଜାରିବାଗ ଜିଲା ଗଣ୍ଡୱାର ଗାଁରେ ଦନ୍ତା ଆତଙ୍କ । ଗୁରୁବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି ।…

ତାରିକ ରହମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କଲାଣି ପାକିସ୍ତାନ ସହ ଆମେରିକା

ଢାକା,୧୩।୨: ବାଂଲାଦେଶ ନିର୍ବାଚନରେ ବିଏନପିର ବିପୁଳ ବିଜୟ ପରେ, ବିଶ୍ୱର ଧ୍ୟାନ ଢାକା ଉପରେ କେନ୍ଦ୍ରିତ। ତାରିକ ରହମାନ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏହି ସମୟରେ,…

ବାଡ଼ିରେ କାମ କରୁଥିଲେ ଚାଷୀ, ହଠାତ୍‌ ପଛପଟୁ ଆସି ଦଳିଦେଲା ହାତୀ

ଭବାନୀପାଟଣା,୧୩ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚାଞ୍ଚେର ପଞ୍ଚାୟତର ପିରୁଙ୍ଗଗୁଡ଼ା ଗ୍ରାମରୁ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri