ବ୍ରିଜ୍ କାର୍ଯ୍ୟ ଅଧାରୁ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କ ଚିଠି
କର୍ଲାମୁଣ୍ଡା,୨୨ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡାଠାରୁ ରିଞ୍ଜା ଯାଇଥିବା ଆର୍.ଡି ରାସ୍ତାର ସରବରାହ ଜୋରଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଟେଣ୍ଡର ଜରିଆରେ ଜନୈକ ଠିକାଦାରଙ୍କ ଦ୍ୱାରା ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁଛି। ବର୍ତ୍ତମାନ ସୁଦ୍ଧା ବ୍ରିଜ୍ଟିର ଗୋଟିଏ ପଟ…
ଉରିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କୀ ନିପାତ
ଶ୍ରୀନଗର, ୨୨।୬: ଉତ୍ତର କଶ୍ମୀର ବାରାମୁଳା ଜିଲାର ଉରି ଅଞ୍ଚଳରେ ପ୍ରବେଶ କରୁଥିବା ବେଳେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି ସ୍ଥଳସେନା । ଏଲ୍ଓସି ପାଖରେ ଏହି ଦୁଇ ଆତଙ୍କବାଦୀ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏମାନଙ୍କ ଛଡ଼ା ଆଉ…
ଭଉଣୀଙ୍କୁ ସ୍ବାମୀ, ମା’ଙ୍କୁ ଶ୍ୱଶୁର ନେଇ ଫେରାର, ଏବେ ମୁଁ କୁଆଡେ ଯିବି…କାନ୍ଦି କାନ୍ଦି ଥାନାରେ ପହଞ୍ଚି…
ପାଟନା,୨୨।୬: ବିହାରର ମୁଜାଫରପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ପୋଲିସ ଷ୍ଟେଶନରେ ସହାୟତା ପାଇଁ ପହଞ୍ଚିଥିଲେ। ହେଲେ ପୋଲିସ ତାଙ୍କର ଅଭିଯୋଗ ଶୁଣି ତାଜୁବ ହୋଇଯାଇଥିଲା। କାରଣ ତାଙ୍କ ସାନ ଭଉଣୀଙ୍କୁ ସ୍ବାମୀ ଏବଂ ମା’ଙ୍କୁ…
ଜାହିରଙ୍କ ସହ ବିବାହ ପରେ ଧର୍ମ ପରିବର୍ତ୍ତନ କରିବେ କି ସୋନାକ୍ଷୀ? ଶ୍ୱଶୁର ଦେଲେ ବଡ଼ ବୟାନ…
ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଜୁନ୍ ୨୩ରେ ଦୀର୍ଘଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିବେ ସେ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି, ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ…
ସରକାରଙ୍କୁ ୬୯୫୯ କୋଟି ଟଙ୍କା ଦେଲା SBI, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ, ୨୨।୬: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBI ସରକାରଙ୍କୁ ରେକର୍ଡ ପରିମାଣର ଡିଭିଡେଣ୍ଡ୍ ଦେଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ଚେୟାରମ୍ୟାନ୍ ଦୀନେଶ ଖାରା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୬୯୫୯.୨୯ କୋଟି ଟଙ୍କାର ଚେକ୍ ଦେଇଛନ୍ତି । ଏନେଇ ସୋସିଆଲ…
‘ମୋ ବାପାଙ୍କ ସାମ୍ନାରେ ଦିଲ୍ଲୀ ବି ମୁଣ୍ଡ ନୁଆଁଏ’, ମନ୍ତ୍ରୀଙ୍କ ପୁଅର ଭାଷଣ ଭାଇରାଲ
ନୂଆଦିଲ୍ଲୀ, ୨୨।୬: ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପୁଅଙ୍କ ଭାଷଣ ଏବେ ଭାଇରାଲ୍ ହେବାରେ ଲାଗିଛି । ଲୋକ ସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ମିଳିବା ସହ ରାଜ୍ୟରେ ଭଲ…
ଜିତିବା ପରେ ବଦଳିଗଲା ଏମ୍ପିଙ୍କ ଆଚରଣ; ବିନା ଅନୁମତିରେ କେହି ଭେଟିବାକୁ ଆସିଲେ କାର୍ଯ୍ୟାନୁଷ୍ଠାନ
ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର ନଗୀନା ଲୋକ ସଭା ଆସନରୁ ଏମ୍ପି ଭାବେ ନିର୍ବାଚିତ ହେବା ପରେ ଚନ୍ଦ୍ରଶେଖର ରାବଣଙ୍କ ଆଚରଣ ବଦଳିଯାଇଛି। ବିନା ଅନୁମତିରେ ଏମ୍ପିଙ୍କୁ ଭେଟିବାକୁ ପହଞ୍ଚନ୍ତୁ ନାହିଁ ବୋଲି ତାଙ୍କ ଦଳ ଆଜାଦ ସମାଜ ପାର୍ଟୀ ପକ୍ଷରୁ କୁହାଯାଇଛି। ଏପରିକି…
ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ
ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ଗ୍ରାମରେ ଏକ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଖଲ୍ଲିକୋଟ ଥାନା ପୋଲିସ। ମୃତ ଯୁବକ ଜଣଙ୍କ ତାଳପଡ଼ା ଗ୍ରାମର ଦୀପକ ପାହାନ ବୋଲି ଜଣାପଡ଼ିଛି।…
ବନ୍ୟା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨।୬: ଆକ୍ସନ ମୋଡରେ ମୋହନ ସରକାର। ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜଳ ସମ୍ପଦ ବିଭାଗର ବିଳମ୍ବିତ ପ୍ରକଳ୍ପ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗୀୟ ସଚିବ ଅନୁ…
ବିଏସ୍ପିକୁ ପୁଣି ଫେରିଲେ ଆକାଶ ଆନନ୍ଦ; ମାୟାବତୀ ଦେଲେ ଏହି ବଡ଼ ଦାୟିତ୍ୱ
ଲକ୍ଷ୍ନୌ,୨୨।୬: ବହୁଜନ ସମାଜ ପାର୍ଟୀ(ବିଏସ୍ପି)କୁ ପୁଣି ଫେରିଛନ୍ତି ଆକାଶ ଆନନ୍ଦ। ସୁପ୍ରିମୋ ମାୟାବତୀ ତାଙ୍କୁ ଉତ୍ତରାଖଣ୍ଡ ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ନିଯୁକ୍ତ କରିଛନ୍ତି। ଶନିବାର ବିଏସ୍ପି ପକ୍ଷରୁ ଜାରି କରାଯାଇଥିବା ୧୩ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପୁତୁରା ଆକାଶ ଆନନ୍ଦଙ୍କ…
NEET ପ୍ରଶ୍ନପତ୍ର ଲିକ୍ ମାମଲା, ଗିରଫ ହେଲେ ଆଉ ୫
ନୂଆଦିଲ୍ଲୀ, ୨୨।୬: ସାରା ଦେଶରେ ନିଟ୍ ପରୀକ୍ଷାରେ ଅନିୟମିତତାକୁ ନେଇ ବିକ୍ଷୋଭ ଜାରି ରହିଛି । ବିହାର ପୋଲିସ୍ ତଦନ୍ତରେ ଲାଗି ରହିଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି । ଏହାରି ମଧ୍ୟରେ ବିହାର ପୋଲିସ୍ର ଅର୍ଥନୈତିକ ଅପରାଧ ୟୁନିଟ୍କୁ ଏକ ବଡ଼…
ସଂଧ୍ୟାରୁ ବାରିପଦାରୁ ଗଡିବ ବସ୍
ବାରିପଦା,୨୨ା୬: ସଂଧ୍ୟାରୁ ବାରିପଦାରୁ ଗଡିବ ବସ୍। ବସ୍ ନ ଗହିବା ବିବାଦ ତୁଟିବା ପରେ ଏନେଇ ନିଷ୍ପତ୍ତି ହୋଇଛି ମୟୂରଭଞ୍ଜ ଏସପି କହିଛନ୍ତି। ଏସପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସମାଧାନ ହୋଇଛି। ସଂଧ୍ୟା ୭ଟାରୁ ସ୍ବାଭାବିକ ହେବ ବସ ଚଳାଚଳ।…
Archives


