Home Left

ଇତିହାସ ରଚିଲେ ଅଶ୍ୱିନ, ମାତ୍ର ୩୯ ମ୍ୟାଚ୍‌ରେ ହେଲେ ‘ନମ୍ବର ୧’…

ପୁଣେ,୨୪।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପୁଣେ ଟେଷ୍ଟରେ ଅଶ୍ୱିନ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଭାରତର ଏହି ଅଫ ସ୍ପିନର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ୱିଲ ୟଙ୍ଗଙ୍କୁ ଆଉଟ୍‌ କରି ନିଜ ନାମରେ ବିଶ୍ୱ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲୀୟ ସ୍ପିନର ନାଥାନ…

‘ଯୁଆଡେ ଗଲେ ଅଶାନ୍ତି ସୃଷ୍ଟି କଲେ…’ ରୋହିଙ୍ଗ୍ୟା ମୁସଲମାନଙ୍କୁ ବିରୋଧ କଲେ ଏହି ଦେଶ, ଡଙ୍ଗାରୁ ଓହ୍ଲାଇବାକୁ ଦେଲାନି

ନୂଆଦିଲ୍ଲୀ,୨୪।୧୦: ବହୁ ସଂଖ୍ୟାରେ ଇଣ୍ଡୋନେସିଆରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ସ୍ଥାନୀୟ ଲୋକ ଡଙ୍ଗାରୁ ଓହ୍ଲାଇବାକୁ ଅନୁମତି ଦେଇ ନାହାନ୍ତି। ୧୪୦ ଭୋକିଲା ରୋହିଙ୍ଗ୍ୟା ମୁସଲମାନ ଇଣ୍ଡୋନେସିଆର ଉତ୍ତର ପ୍ରଦେଶର ଅଚେ ଉପକୂଳଠାରୁ ପ୍ରାୟ ୧ ମାଇଲ (୦.୬୦…

ସଲମାନଙ୍କୁ ୫ କୋଟି ଟଙ୍କାର ଧମକ ଦେଇ ପରିବା ବାଲା ଗିରଫ

ମୁମ୍ବାଇ,୨୪।୧୦: ମୁମ୍ବାଇ ପୋଲିସ ଜାମସେଦପୁରରୁ ଜଣେ ପରିବା ବିକାଳିଙ୍କୁ ଗିରଫ କରିଛି ଯିଏ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମରେ ୫ କୋଟି ଟଙ୍କାର ମାଗିଥିଲେ। ଅକ୍ଟୋବର ୧୮ ରେ ମୁମ୍ବାଇ ଟ୍ରାଫିକ ପୋଲିସକୁ…

ବଲାଙ୍ଗୀରରେ ଡବଲ ମର୍ଡର; ଯୁବତୀ-ଯୁବକଙ୍କ ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲେ, ପହଞ୍ଚିଲେ ଏସ୍‌ପି

ବଲାଙ୍ଗୀର, ୨୪।୧୦ (ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁ ନିକଟ ପତ୍ରା ଜଙ୍ଗଲରେ ଗୁରୁବାର ସକାଳୁ ଯୁବତୀ-ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବତୀଙ୍କ ଗଳାରେ କଟା ଚିହ୍ନ ରହିଛି। ସେହିଭଳି ଯୁବକଙ୍କ ମୁହଁ ତଳକୁ…

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୪।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ରୁଷିଆର କାଜାନ ସହରରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ତେବେ ତେବେ ଏହି ସମୟରେ ସେ…

ବାତ୍ୟା ‘ଦାନା’କୁ ନେଇ ଗ୍ରୋସରୀ କଳାବଜାରୀ, ଚଢ଼ାଉ କରୁଛି ଯୋଗାଣ ବିଭାଗ

ଗଞ୍ଜାମ,୨୪।୧୦(ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଗଞ୍ଜାମ ସହରବାସୀ ଚିନ୍ତାରେ ଥିବା ବେଳେ ବିଭିନ୍ନ ସାମଗ୍ରୀର ଦରଦାମ୍‌ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି। ନିତ୍ୟ ଅପରିହାର୍ଯ୍ୟ ଆଳୁ, ପିଆଜ ବଜାରରୁ ଏକପ୍ରକାର ଗାଏବ ହୋଇଯାଇଛି। ଏହାର ସୁଯୋଗ ନେଇ କିଛି…

IND vs NZ: ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ୩ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

ପୁଣେ,୨୪।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯାଉଛି। ଗୁରୁବାର ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ୍‌ର ଟସ୍‌ ନ୍ୟୁଜିଲାଣ୍ଡ ଜିତି ପ୍ରଥମେ ବ୍ୟାଟିଂ ଚୟନ କରିଛି। ଅର୍ଥାତ ଭାରତୀୟ ଟିମ୍‌ ପ୍ରଥମେ ବୋଲିଂ କରିବ। ମ୍ୟାଚ୍‌ ଲାଗି ନ୍ୟୁଜିଲାଣ୍ଡ…

ଚାନ୍ଦବାଲିରେ ପ୍ରବଳ ବର୍ଷା, ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ଭଦ୍ରକ,୨୪।୧୦(ସନାତନ ରାଉତ): ଭୀଷଣ ବାତ୍ୟାର ରୂପ ନେଲା ଦାନା। ପାଣିପାଗ ବିଭାଗ ସୂଚନା ମୁତାବକ, ବାତ୍ୟା ଦାନା ଗୁରୁବାର ରାତିରେ ଧାମରା ନିକଟରେ ସ୍ଥଳଭାଗ ଛୁଇଁବ l ଧାମରା ଠାରୁ ୨୯୦ କିମି ଦୂରରେ ରହିଛି ବାତ୍ୟା l ବାତ୍ୟାର ବାହ୍ୟ…

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ୬ ଗ୍ରହାଣୁ, ନାସା କହିଲା…

ଓ୍ବାଶିଂଟନ, ୨୪।୧୦: ପୃଥିବୀ ନିକଟ ଦେଇ ୬ କ୍ଷୁଦ୍ର ଗ୍ରହ ଗୁରୁବାର ଅତିକ୍ରମ କରିବ ବୋଲି ଆମେରିକୀୟ ମହାକାଶ ସଂସ୍ଥା(ନାସା) ସୂଚନା ଦେଇଛି। ନାସା ପକ୍ଷରୁ ଉକ୍ତ କ୍ଷୁଦ୍ର ଗ୍ରହଗୁଡ଼ିକୁ ଚିହ୍ନଟ କରାଯାଇଛି। ଯଦିଓ ଏ ସମସ୍ତ କ୍ଷୁଦ୍ର ଗ୍ରହ ପୃଥିବୀ…

ବାଂଲାଦେଶ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି, ବାସଭବନରେ ପଶିଲେ ବିକ୍ଷୋଭକାରୀ

ଢାକା,୨୪ା୧୦: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜୋର୍‌ ଧରିଛି। ଶାହାବୁଦ୍ଦିନଙ୍କ ବହିଷ୍କାର ଦାବିକରି ହଜାର ହଜାର ବିକ୍ଷୋଭକାରୀ ମଙ୍ଗଳବାର ତାଙ୍କ ଢାକାସ୍ଥିତ ବାସଭବନ ବଙ୍ଗଭବନ ପରିସରରେ ଧସେଇ ପଶିଥିଲେ।…

ଭୟଙ୍କର ହେଲା ସମୁଦ୍ର, ଭିତରକନିକାରେ ମାଡିଆସିଲା ପାଣି…

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେଉଛି ଦାନା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୬୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୨୯୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟାପ୍ରତି ୧୫ କିମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?