Home Left

ବିରାଟଙ୍କ ନୂଆ ଘର: ଖୁବ ସୁନ୍ଦର ଇଣ୍ଟିରିୟର ସହ ଭଲ ଲୋକେଶନ, ଦାମ ରହିଛି…

ନୂଆଦିଲ୍ଲୀ,୯।୭: ନିକଟରେ ବିରାଟ କୋହଲି ତାଙ୍କର ଗୋଟିଏ ସ୍ବପ୍ନ ପୂରଣ କରିଥିଲେ। ଏହି ସ୍ବପ୍ନ ଟି -୨୦ ବିଶ୍ୱକପ ଜିତିବା। ୨୯ ଜୁନ ରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି। ବହୁ ପୂର୍ବରୁ କୋହଲି ତାଙ୍କର…

ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ଦାମଙ୍କ ପୁଅ ସମ୍ବିତ, କହିଲେ…

ଭୁବନେଶ୍ୱର,୯।୭: ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟ ପରେ ଦାମୋଦର ରାଉତଙ୍କ ପୁଅ ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୨୦୧୯ରେ ୭୦ ହଜାର ଭୋଟ ପାଇଥିଲି, ଏଥର ପତ୍ନୀ ୭୦…

ଦିନେ ଥିଲେ ମୁଖ୍ୟମନ୍ତ୍ରୀ, ହେଲେ ଏବେ…

ନୂଆଦିଲ୍ଲୀ,୦୯।୭: ଏକ ବଡ଼ ରଜନୈତିକ ପରିବର୍ତ୍ତନ କ୍ରମରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ଚମ୍ପାଇ ସୋରେନ୍‌ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ଼୍ବ ତୁଲାଇଥିବା ବେଳେ ଏବେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌…

କେମିତି ନେବେ ପ୍ରି-ୱେଡିଂ ସ୍କିନ୍‌ କେୟାର

ବିବାହ ଦିନ ସୁନ୍ଦର ଦେଖାଯିବା ପାଇଁ ହେଲେ ତ୍ୱଚାଠାରୁ ଆରମ୍ଭକରି କେଶ ପର୍ଯ୍ୟନ୍ତ ସବୁକିଛିର ବହୁ ପୂର୍ବରୁ ଯତ୍ନନେବାକୁ ହେବ। ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିରଖନ୍ତୁ। ଫିଟ୍‌ନେସ୍‌କୁ ଠିକ୍‌ ରଖିବା ପାଇଁ ପ୍ରତିଦିନ ହାଲ୍‌କା ବ୍ୟାୟାମ…

ଜବ୍‌ ସହିତ କ୍ୟାରିୟର୍‌ ଗଢିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଅଧିକ ରୋଜଗାର କରିବା ଆଉ ନିଜ ପସନ୍ଦର କ୍ୟାରିୟର କରିବା, ଦୁଇଟା ଭିନ୍ନ କଥା। ସେଥିପାଇଁ ତ ଅନେକ ସମୟରେ ଚାକିରି କରିବା ପରେ ବି ପାଠପଢ଼ା ସରି ନ ଥାଏ। ଗୋଟିଏ ପଟେ କର୍ମକ୍ଷେତ୍ରର ଦାୟିତ୍ୱ ଅନ୍ୟପଟେ ପାଠପଢ଼ା ପାଇଁ…

ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ,୯।୭: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ସେହି ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଶ୍ରୀଲଙ୍କା ବିଦେଶୀ ଜାହାଜକୁ ଏହାର ସାମୁଦ୍ରିକ ଜୋନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବ। ସାବରି କହିଛନ୍ତି ଯେ…

ବାପାଙ୍କ ସହ ଫିଲ୍ମ କରିବେ ପୁଅ ବରୁଣ

ନୂଆଦିଲ୍ଲୀ,୦୯।୭: ବଲିଉଡ୍‌ ଅଭିନେତା ବୁରଣ ଧୱନ ଲମ଼୍ବା ସମୟ ଧରି ଆକ୍ସନ ଭିତ୍ତିକ ଫିଲ୍ମ ବେବି ଜାନ୍‌ର ସୁଟିଂରେ ବ୍ୟସ୍ତ ରହିଥିଲେ । ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଶେଷ ହୋଇଛି। ଆଗକୁ ଅନ୍ୟ ଏକ ଫିଲ୍ମରେ ଅଭିନୟ ପାଇଁ ସେ…

ରୁଷିଆରେ ଏହି ବଲିଉଡ୍‌ ଗୀତ ଗାଇ ଶୁଣାଇଲେ ମୋଦି

ମସ୍କୋ,୯।୭: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଅଛନ୍ତି। ସେ ମଙ୍ଗଳବାର ମସ୍କୋରେ ଭାରତୀୟମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଏବଂ ରୁଷିଆର ବନ୍ଧୁତାକୁ ଦର୍ଶାଇ ରାଜ କପୁରଙ୍କ ଫିଲ୍ମର ଗୀତ ‘ସର୍‌ ପର…

ହାଇକୋର୍ଟ ଗଲେ ଯୁବରାଜ: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୯।୭: ବିଲଡରଙ୍କ ବିରୋଧରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବାକୁ ପଡିଛି। ଯୁବରାଜ ସିଂଙ୍କ ଆବେଦନ ଉପରେ ଏକ ରିଏଲ ଇଷ୍ଟେଟ କମ୍ପାନୀକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ପୂର୍ବତନ ଭାରତୀୟ କିମ୍ବଦନ୍ତୀ…

ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ

ବାଲେଶ୍ବର ଅଫିସ୍‌,୯।୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲାର ବାହାନଗା ନିକଟ ସୋର ଥାନା ଦାଣ୍ଡହରିପୁର ରେଳ ଫାଟକର ଅନତି ଦୂରରେ ଟ୍ରେନ ଧକ୍କାରେ ଦୁଇ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ରାକେଶ କୁମାର ପାଢୀ ଏବଂ ରତିକାନ୍ତ ସାହୁ। ଦୁହେଁ ସାଙ୍ଗ।…

୬ ବର୍ଷର ଶିଶୁ ଦେହରେ କରାଗଲା ୨୨ କୋଟିର ଥେରାପି

ନୂଆଦିଲ୍ଲୀ,୦୯।୭: ସାଧାରଣତଃ ରୋଗ ହେଲେ କେତେ ଯେ ଟଙ୍କା ଖର୍ଚ୍ଚ ହୋଇଯାଏ ତାହା ଆଗୁଆ କହିବା ଅସମ୍ଭବ । ନିକଟରେ ଜଣେ ଶିଶୁର ଏକ ବିରଳ ଚିକିତ୍ସା କରାଯାଇଛି । ଏଥିରେ ପାଖାପାଖି ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।…

କେକେଆରରେ ଗମ୍ଭୀରଙ୍କ ସ୍ଥାନ ନେବେ ଦ୍ରାବିଡ!, ଜାଣନ୍ତୁ କ’ଣ କହିଲା କୋଲକାତା

ନୂଆଦିଲ୍ଲୀ,୯।୭: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି -୨୦ ବିଶ୍ୱକପ ୨୦୨୪ ପରେ ସେ ଥଟ୍ଟା କରି କହିଥିଲେ ଯେ, ବର୍ତ୍ତମାନ ସେ ବେରୋଜଗାର ରହିବେ। କିନ୍ତୁ ଏହା ଘଟୁଥିବା ପରି ମନେ ହେଉନାହିଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri