Home Left

ବାରିପଦା ବଡ଼ ମେଡିକାଲରୁ ଚୋରି ଶିଶୁ ବୈଶିଙ୍ଗାରୁ ଉଦ୍ଧାର: ମହିଳା ଆଉ ସ୍ବାମୀଙ୍କୁ ବାନ୍ଧିଲା…

ବୈଶିଙ୍ଗା,୧୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ବଡ଼ ମେଡ଼ିକାଲରୁ ଚୋରି ହୋଇଥିବା ଶିଶୁକୁ ଶନିବାର ଅପରାହ୍ନରେ ବୈଶିଙ୍ଗା ବଜାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏଥିସହ ଶିଶୁ ଚୋରି କରିଥିବା ମହିଳାଙ୍କୁ ମଧ୍ୟ ଗିରଫ କରିଛି ବାରିପଦା ପୋଲିସ। ପ୍ରାପ୍ତ ସୂଚନା...

ଅଟୋ ଚାଳକରୁ ହୋଇଥିଲେ ସରପଞ୍ଚ, ଧମକ ଯୋଗୁ ପଦ ଛାଡ଼ିଦେଲେ…

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ)- ସରପଞ୍ଚ ପଦ ପାଇଁ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସତ୍ତ୍ୱେ ନିର୍ବାଚନୀ ମଇଦାନରେ କିଏ ଜିତୁଛନ୍ତି ତ ଆଉ କେହି ହାରୁଛନ୍ତି। ତେବେ ବରଗଡ଼ ବ୍ଲକ ବରାହଗୋଡା ପଞ୍ଚାୟତରେ ଅଟୋ...

ଲର୍କିପାଲି ଆର୍‌ ଆର୍‌ କଲୋନୀ ହାଇସ୍କୁଲ ଉଦ୍‌ଘାଟନ କଲେ MP ସଙ୍ଗୀତା କୁମାରୀ ସିଂଦେଓ

ବଲାଙ୍ଗୀର, ୧୧।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଲର୍କିପାଲି ସ୍ଥିତ ଆର୍‌ ଆର୍‌ କଲୋନୀ ହାଇସ୍କୁଲକୁ ଶୁକ୍ରବାର ବଲାଙ୍ଗୀର ଲୋକ ସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଉଦଘାଟନ କରିଛନ୍ତି। ଶୁଭ ଉଦଘାଟନ ପରେ ସ୍କୁଲ ପକ୍ଷରୁ ଏକ ସଭା ଆୟୋଜନ...

ନୂଆପଡ଼ା ଉପନିର୍ବାଚନ: ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ

ନୂଆପଡ଼ା,୧୧ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମୟରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ଅଧିକାରୀମାନଙ୍କୁ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲାପାଳ...

ପୁଣି ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ୍‌ ମଜୁମ୍‌ଦାର

ଭୁବନେଶ୍ୱର,୧୧ା୧୦: ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର(ଦାଦା)। ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ପୁଣି ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି ଦାଦା। ଗତ ୨୪ ଘଣ୍ଟାରେ ଅଭିଜିତ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।...

ବ୍ୟାଟିଂ କରିବାକୁ ସୁଯୋଗ ଦେଲେନି ଗିଲ, ଏମିତି ରାଗ ଶୁଝେଇଦେଲେ ଜାଡେଜା

ନୂଆଦିଲ୍ଲୀ,୧୦।୧୧: ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ଫର୍ମରେ ରହିଛି। ମାତ୍ର ଦେଢ଼ ଦିନ ଭିତରେ ଭାରତ ୫୧୮ ରନରେ ପ୍ରଥମ ଇନିଂସ ଘୋଷଣା କରିଛି। ଯଶସ୍ବୀ ଜୈସୱାଲ ଓ ଅଧିନାୟକ...

ଟ୍ରକ୍‌ ସହ ମୁହାଁମୁହିଁ ପିଟିହେଲା ସ୍କୁଟି: ଚାଲିଗଲା ନାବାଳକଙ୍କ ଜୀବନ

କୋରାପୁଟ,୧୧ା୧୦(ଅମିତାଭ ବେହେରା): ଶନିବାର ଅପରାହ୍ନରେ କୋରାପୁଟ ସହରର ଭବାନୀନଗରସ୍ଥିତ ୨୬ ନଂ ଜାତୀୟ ରାଜପଥଠାରେ ଏକ ଟ୍ରକ୍‌ ସହ ସ୍କୁଟି ମୁହାଁମୁହିଁ ପିଟି ହେବାରୁ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାରୁ ଜଣାଯାଇଛି, ଶନିବାର ଅପରାହ୍ନରେ ସୁନାବେଡ଼ା...

ପାକିସ୍ତାନରେ ହିଂସା: ପୋଲିସ ଗୁଳିରେ ୧୧ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଲାହୋର,୧୧ା୧୦ଲାହୋରରେ ତେହରିକ୍‌-ଇ-ଲାବାଇକ୍‌ ପାକିସ୍ତାନ (ଟିଏଲ୍‌ପି) ଇସ୍‌ଲାମୀୟ ସଂଗଠନର ଶୋଭାଯାତ୍ରା ବେଳେ ପୋଲିସ ସହ ସଂଘର୍ଷ ଘଟିଥିଲା। ପାଲେଷ୍ଟାଇନ୍‌ ସପକ୍ଷବାଦୀ ରାଲି କରିବା ପାଇଁ ସେମାନେ ରାଜଧାନୀ ଅଭିମୁଖେ ଯିବାକୁ ଥିବାବେଳେ ସୁରକ୍ଷା ବଳ ଅଟକାଇବାକୁ ଉଦ୍ୟମ କରିବାରୁ ଉତ୍ତେଜନା ଦେଖାଦେଇଥିଲା।...

‘ବଳାତ୍କାରୀଙ୍କ ସୁରକ୍ଷିତ ଠିକଣା ପାଲଟିଛି ପଶ୍ଚିମବଙ୍ଗ’: ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର ପରେ… 

କୋଲକାତା,୧୧।୧୦: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗାପୁରରେ ଏକ ମେଡିକାଲ ଛାତ୍ରୀଙ୍କ ସହ କଥିତ ଗଣବଳାତ୍କାର ଘଟଣା ପରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା) ମମତା ବାନାର୍ଜୀ ସରକାରକୁ ମହିଳାମାନଙ୍କ ସୁରକ୍ଷା ଉପରେ ଗମ୍ଭୀର ଆକ୍ଷେପ...

ରାଜୁ ଭାଇଙ୍କୁ ମନେ ପକାଇଲା ବିଜେଡି: କହିଲା ଜୟଙ୍କ ଦେହରେ ପ୍ରବାହିତ ହେଉନି ଢୋଲକିଆ ରକ୍ତ

ନୂଆପଡ଼ା,୧୧।୧୦: ଜୟ ଢୋଲକିଆ ଭାଜପାରେ ମିଶିବା ପରେ ବିଜେଡିର ପ୍ରତିକ୍ରିୟା। ପ୍ରେସମିଟ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ କଲେ ପ୍ରତାପ ଜେନା। ସେ କହିଛନ୍ତି ଘୋଡ଼ା ବେପାରରେ ଜୟ ଢୋଲକିଆ ବିକ୍ରି ହୋଇଗଲେ। ରାଜୁ ଭାଇ ଯଦି ବଞ୍ଚିଥାନ୍ତେ ତାହେଲେ...

ଭାରତ ୫୧୮/୫, ଓ୍ବେଷ୍ଟଇଣ୍ଡିଜ୍‌ ୧୪୦/୪

ନୂଆଦିଲ୍ଲୀ, ୧୧।୧୦- ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଶନିବାର ତା’ର ପ୍ରଥମ ଇନିଂସରେ ୫ ଉଇକେଟରେ ୫୧୮ ରନ କରି ପାଳି ଘୋଷଣା କରିଛି। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ପ୍ରଥମ ଇନିଂସରେ ଦ୍ୱିତୀୟ...

ପୁଣି କଳିଙ୍ଗା ଘାଟିରେ ପ୍ରବଳ ବର୍ଷା: ଧୋଇଗଲା କଂକ୍ରିଟ୍‌ କାର୍ଯ୍ୟ

ଜି.ଉଦୟଗିରି,୧୧ା୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ) ଭୂସ୍ଖଳନ ଯୋଗୁ ଦୀର୍ଘ ୨୫ ଦିନ ହେଲାଣି କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ଗତମାସ ୧୬ ତାରିଖରେ ବାଦଲ ଫଟା ବର୍ଷା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri