ଏଏସ୍ଓଙ୍କୁ ମାଡ଼ ନେଇ ତେଜିଲା ରାଜନୀତି: ଏମିତି କହିଲେ ପ୍ରତାପ ଦେବ୍
ଭୁବନେଶ୍ୱର,୧୩।୭: ରାଜ୍ୟପାଳ ରଘୁବର ଦାସଙ୍କ ପୁଅଙ୍କ ଦାଦାଗିରିକୁ ନେଇ ତେଜିଲା ରାଜନୀତି । ଏ ଘଟଣା ନେଇ ବିଜେଡି ପ୍ରତିକ୍ରିୟା ରଖିଛି, ଖବରଦାତା ସମ୍ମିନୀକରି ପ୍ରତାପଦେବ କହିଛନ୍ତି, ମାନ୍ୟବର ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼…
କେମିତି ଖୋଲିବ ରତ୍ନଭଣ୍ଡାର, କେଉଁମାନଙ୍କୁ ମିଳିବ…
ଭୁବନେଶ୍ୱର,୧୩।୭: ରବିବାର ଖୋଲିପାରେ ରତ୍ନଭଣ୍ଡାର । ଏ ନେଇ ସରକାର ଆଜି ଏସ୍ଓପି ଜାରି କରିପାରନ୍ତି । ଏସ୍ଓପି ଜାରି ହେବା ପରେ କେମିତି ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ଭିତରକୁ ପ୍ରବେଶ ପାଇଁ କେଉଁମାନଙ୍କୁ ଅନୁମତି ମିଳିବ ତାହା ସ୍ପଷ୍ଟ…
ଝୁଲଣ ଗୋସ୍ବାମୀଙ୍କୁ ମିଳିଛି ନୂଆ ଦାୟିତ୍ୱ, ବିଦେଶରେ ଯାଇ କରିବେ ଗୌତମ ଗମ୍ଭୀରଙ୍କ ଭଳି କାମ
ନୂଆଦିଲ୍ଲୀ,୧୩।୭: ଅଷ୍ଟ୍ରେଲିଆ ଏବଂ ଭାରତ ପରେ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ମଧ୍ୟ ମହିଳା ଟି -୨୦ କ୍ରିକେଟ ଲିଗ ଆରମ୍ଭ କରିଛି। ମହିଳା କାରିବିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ ଆସନ୍ତା ମାସର ୨୧ ତାରିଖରୁ ଆରମ୍ଭ ହେବ। ଏହି ଲିଗ ୨୯ଅଗଷ୍ଟ…
ପୁଣି ଆଉ ଗୋଟିଏ ହିଟ୍ ଆଣ୍ଡ୍ ରନ୍ ମାମଲା, ଦୁଇ ଯୁବକଙ୍କ ମୃତ୍ୟୁ
ମୁମ଼୍ବାଇ, ୧୩।୦୭: ମହାରାଷ୍ଟ୍ରରେ ପୁଣି ଆଉ ଏକ ହିଟ୍ ଆଣ୍ଡ୍ ରନ୍ ମାମଲା ସାମ୍ନାକୁ ଆସିଛି । ସମ୍ଭାଜୀ ନଗର-ଜାଲନା ହାଇୱେ ଉପରେ ଶୁକ୍ରବାର ଦ୍ରୁତଗତିରେ ଆସୁଥିବା ଏକ ୪ ଚକିଆ ଯାନ ବାଇକ୍କୁ ଧକ୍କା ଦେବାରୁ ଏଥିରେ ଯାଉଥିବା ଦୁଇ…
୭ ରାଜ୍ୟର ଉପ ନିର୍ବାଚନରେ ଏନଡିଏକୁ ଝଟ୍କା! ସଞ୍ଜୟ ସିଂ କହିଲେ ଭାଜପା ବୁଝିବା ଦରକାର…
ନୂଆଦିଲ୍ଲୀ,୧୩।୭: ଦେଶର ୭ ଟି ରାଜ୍ୟର ୧୩ ଟି ଆସନରେ ଉପ-ନିର୍ବାଚନରେ ଏନଡିଏ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଜଣାପଡିଛି। ୧୩ଟି ସିଟ ମଧ୍ୟରୁ କଂଗ୍ରେସ ୨ଟି ଜିତିଥିବାବେଳେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଗୋଟିଏରେ ଜିତିଛି। ଏଥି ସହ…
ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା: ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର,୧୩।୭: ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ। ଘଟଣାକୁ ନେଇ ଶନିବାର ରାଜଭବନକୁ ଘେରାଉ କରିଛି କଂଗ୍ରେସ। ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଆରମ୍ଭ କରଛି କଂଗ୍ରେସ । ଏହା ସହିତ ଏଭଳି ଘଟଣା…
ମୁସଲମାନ୍ ବୋଲି ଲୋକେ ଆତଙ୍କବାଦୀ ଭାବନ୍ତି, ଲକି ଅଲିଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା…
ବମ୍ବେ: ବଲିଉଡ୍ ଗାୟକ ଲକି ଅଲିଙ୍କୁ କିଏ ବା ନଜାଣେ। ସେ ନିଜର ସ୍ବରର ଯାଦୁଗରୀରେ ଶ୍ରୋତାଙ୍କୁ ବାନ୍ଧି ରଖନ୍ତି। ଆଜି ବି ତାଙ୍କ ଗୀତ ସତେଜ ରହିଛି, ଆଖି ଓଦା କରୁଛି। ହେଲେ ଏବେ ସୋସିଆଲ ମିଡିଆରେ ସେ ନିଜର…
ଯଦି ଅମ୍ବାନୀ ପ୍ରତିଦିନ ୩କୋଟି ଟଙ୍କା ଖର୍ଚ୍ଚ କରନ୍ତି, ଏତିକି ଦିନରେ ଶେଷ ହୋଇଯିବ ତାଙ୍କର ପୁରା ସମ୍ପତ୍ତି
ନୂଆଦିଲ୍ଲୀ,୧୩।୭: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସବୁବେଳେ ଲାମଲାଇଟରେ ରହିଥା’ନ୍ତି। ସମ୍ପ୍ରତି, ଆଜିକାଲି ସେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ବିଷୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ବିବାହ ଦେଶର ସବୁଠାରୁ ମହଙ୍ଗା…
ନୀତୀଶ ସରକାରଙ୍କୁ ଟେନସନ ଦେଲା ନୀତି ଆୟୋଗ
ନୂଆଦିଲ୍ଲୀ,୧୩।୭: ଉତ୍ତରପ୍ରଦେଶ ଏବଂ କେରଳ ନୀତି ଆୟୋଗର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୩-୨୪ ଅର୍ଥାତ୍ ସ୍ଥାୟୀ ବିକାଶ ସୂଚକାଙ୍କରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହି ସୂଚକାଙ୍କ ସାହାଯ୍ୟରେ, ନୀତି ଆୟୋଗ ସାମାଜିକ, ଅଥନୈତିକ ଏବଂ ପରିବେଶ ପାରାମିଟର ଉପରେ ବିକାଶର…
ମିଳିଗଲା ଚୋରି ହୋଇଥିବା କେଜିକେଜି ରୁପା, ସୁନା
ଛତ୍ରପୁର,୧୩।୭: ବ୍ୟବସାୟୀଙ୍କଠାରୁ ସୁନା ଓ ରୁପା ଅଳଙ୍କାର ଲୁଟ୍ ଘଟଣାରେ ଚମାଖଣ୍ଡି ପୋଲିସ ସଫଳ ହୋଇଛି। ଏହି ଘଘଟଣାରେ ସମ୍ପୃକ୍ତ ଆସିକା କରାତଳି ଗ୍ରାମର ଏ ଶିବାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୭୮ ଗ୍ରାମ ସୁନା, ୧୧କେଜି ୬୦୦ ଗ୍ରାମ…
ମୁଖ୍ୟ ବାଡଗ୍ରାହୀ ବଡ଼ ପ୍ରତିକ୍ରିୟା: ବଡ଼ଠାକୁର ପଡ଼ିଯିବା ଅଶୁଭ ସଙ୍କେତ, ଯଦି ବାହୁଡ଼ାରେ…
ଭୁବନେଶ୍ୱର,୧୩।୭: ତାଳଧଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଚଳିତ ରଥଯାତ୍ରାରେ ବଡ଼ଠାକୁରଙ୍କ ନୀତିରେ ବଡ଼ ବିଭ୍ରାଟ ହୋଇଛି। ବଡ଼ଠାକୁର ପଡ଼ିଯିବା ମୋ ଜୀବନକାଳ ଭିତରେ ଦେଖିନି। ବଡ଼ଠାକୁର ପଡ଼ିଯିବା ଅଶୁଭ ସଙ୍କେତ…
‘ଆପ୍ଟର ମି’ ଫୋଲ୍ଡରରେ ଶହୀଦ ଅଂଶୁମାନ କହିଛନ୍ତି ମା’-ସ୍ତ୍ରୀଙ୍କର କ’ଣ ରହିଛି ଅଧିକାର
ନୂଆଦିଲ୍ଲୀ,୧୩।୭: ସିଆଚେନରେ ତାଙ୍କର ସାହସିକତା ଏବଂ ସାହସ ପାଇଁ କ୍ୟାପଟେନ ଅଂଶୁମାନ ସିଂଙ୍କୁ ପରବର୍ତ୍ତୀ ସମୟରେ ର୍କିତ୍ତୀ ଚକ୍ର ପ୍ରଦାନ କରାଯାଇଥିଲା। ଶହୀଦ କ୍ୟାପଟେନ ଅଂଶୁମାନ ସିଂଙ୍କ ମା’ ମଞ୍ଜୁ ସିଂ ଏବଂ ତାଙ୍କ ପତ୍ନୀ ସ୍ମୃତି ସିଂ ଦୁହେଁ ଏହି…
Archives


