ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
ପୁରୁଷୋତ୍ତମପୁର,୨୬ା୫( ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯନଗର ଥାନା ଅନ୍ତର୍ଗତ ବଡଖରିଡା କାଳେଶ୍ବର ମନ୍ଦିର ନିକଟରେ ରବିବାର ରାତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ…
ଭାଜପା ପ୍ରଚାର ଗାଡି ଉପରକୁ ଆକ୍ରମଣ, ଭାଙ୍ଗିଲା କାଚ
ପାଟନା,୨୬।୫: ବର୍ତ୍ତମାନ ସମଗ୍ର ଦେଶରେ ଏକ ନିର୍ବାଚନ ପରିବେଶ ଅଛି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପରେ ବକ୍ସର ଜିଲାରେ ମଧ୍ୟ ରାଜନୀତି ଶିଖରରେ ରହିଛି। ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ମେ’ରେ ବକ୍ସରରେ ପହଞ୍ଚିଥିଲେ। ସମସ୍ତ ଦଳ ଏବେ ନିର୍ବାଚନ ପ୍ରଚାରରେ…
ଋଷି ସୁନକ୍ଙ୍କ ଅଡ଼ୁଆ ବଢ଼ିଲା
ନୂଆଦିଲ୍ଲୀ,୨୬ା୫:ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଜୁଲାଇ ୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିବାର ୨ ଦିନ ପରେ ଶାସକ କଞ୍ଜରଭେଟିଭ୍ ପାର୍ଟିର ୭୮ ଏମ୍ପି ସମୂହ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର…
ମୋଦି କେବଳ ୨୦-୨୫ ଲୋକଙ୍କ ପାଇଁ, ହିମାଚଳ ପ୍ରଦେଶ ସଭାରେ ଭାଜପାକୁ ଟାର୍ଗେଟ କଲେ ରାହୁଲ
ନୂଆଦିଲ୍ଲୀ,୨୬।୫:ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର ନାହାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପା ଉପରେ ଖୁବ ବର୍ଷିଥିଲେ। ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶକୁ ସାହାଯ୍ୟ…
ଲିଗ୍ ଷ୍ଟେଜ୍ରେ ହିରୋ, ନକ୍ଆଉଟ୍ରେ ଜିରୋ: ହାଇଦ୍ରାବାଦ୍କୁ ଧୋକା ଦେଲେ ଏହି ଖେଳାଳି
ଚେନ୍ନାଇ,୨୬।୫: ଆଇପିଏଲ୍ ୨୦୨୪ର ଫାଇନାଲରେ ଟ୍ରାଭିସ ହେଡ ଏକ ଗୋଲଡେନ୍ ଡକ (ପ୍ରଥମ ବଲରେ ଆଉଟ)ରେ ଆଉଟ ହୋଇଥିଲେ। ଫାଇନାଲ ମ୍ୟାଚ୍ରେ ହାଇଦ୍ରାବାଦର ଷ୍ଟାର ଓପନର୍ କୋଲକାତାର ଦ୍ରୁତ ବୋଲର ବୈଭବ ଆରୋରାଙ୍କ ଶିକାର ହୋଇଥିଲେ। ଲିଗ ପର୍ଯ୍ୟାୟରେ ଚମତ୍କାର ବ୍ୟାଟିଂ…
ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍: ଗ୍ରାହକ ସାଜି ମାଡ଼ି ବସିଲା ବନବିଭାଗ
ଖଡ଼ିଆଳ,୨୬।୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ଏକ କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ରବିବାର…
ଜନ୍ମଦିନରେ IPL Final ଖେଳିବେ ଦୁଇ ଆଗଧାଡିର ବ୍ୟାଟ୍ସମ୍ୟାନ, ଜଣେ ଜିତିବେ ଟ୍ରଫି, ଅନ୍ୟଜଣେ ନିଶ୍ଚିତ ହାରିବେ
ନୂଆଦିଲ୍ଲୀ,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ସବୁବେଳେ ରୋମାଞ୍ଚକର ହୋଇଥାଏ। ହେଲେ ଏଥର ଏହି ମ୍ୟାଚ ଦୁଇ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି । ୨୬ ମେ’ ରବିବାର ଦିନ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ…
ଅଖିଳେଶଙ୍କ ସୁରକ୍ଷାରେ ତ୍ରୁଟି, ମଞ୍ଚ ଉପରକୁ ଚଢିଗଲେ ଯୁବକ
ବଲିଆ,୨୬।୫: ଦେଶରେ ୬ ଟି ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଗତକାଲି ଅର୍ଥାତ୍ ୨୫ମେ’ରେ, ଉତ୍ତର ପ୍ରଦେଶର ୧୪ ଟି ଆସନରେ ଷଷ୍ଠ ପର୍ଯ୍ୟାୟ ଭୋଟ ସମାପ୍ତ ହୋଇଥିଲା । ବର୍ତ୍ତମାନ ଦଳଗୁଡିକ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ…
୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ
ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ତେବେ ସଂକୀର୍ଣ୍ଣ ଗଳି ଏବଂ ପାଖରେ କୌଣସି…
ଟର୍ବୁଲେନ୍ସରେ କାତାର ବିମାନ: ୧୨ ଯାତ୍ରୀ ଆହତ
ଦୋହା,୨୬ା୫:ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଟର୍ବୁଲେନ୍ସର ସମ୍ମୁଖୀନ ହେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଥିଲେ। ଏହାର ୫ ଦିନ ପରେ କାତାର ଏୟାରଓ୍ବେଜ୍ର ଏକ ବିମାନ ଟର୍ବୁଲେନ୍ସର ସମ୍ମୁଖୀନ ହେବାରୁ ଏହାର…
ରାହୁଲ ହେବେ ପ୍ରଧାନମନ୍ତ୍ରୀ? ଚୁପ ରହିଲେ ଖାର୍ଗେ
ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କେବଳ ଗୋଟିଏ ପର୍ଯ୍ୟାୟ ବାକି ଅଛି। ଗଣତନ୍ତ୍ରର ଏହି ମହାନ ପର୍ବର ଶେଷ ପର୍ଯ୍ୟାୟ ୧୯ଏପ୍ରିଲରୁ ଆରମ୍ଭ ହୋଇ ୧ଜୁନ ରେ ଶେଷ ହେବ ଏବଂ ଫଳାଫଳ ସମସ୍ତଙ୍କ ପାଇଁ ୪…
୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା
ଛତ୍ରପୁର୨୬।୫(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମା ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ଏକ ପିକ୍ଅପ ଭ୍ୟାନ ଓ ବାଇକ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୩ଜଣ ଗୁରୁତର…
Archives


