ଶେୟାର ବଜାର କାରବାରରେ ଉତ୍ସାହ
ନୂଆଦିଲ୍ଲୀ,୧୬।୭ (ଅଭୟ ଦାଶ): କ୍ରମାଗତ ଭାବେ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନ (କାର୍ଯ୍ୟ ଦିବସ)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ବିଶେଷ…
କୁଶଳୀ କାରିଗରଙ୍କୁ ଡିଏସ୍ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ
ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍)ର ବହୁ ପ୍ରତୀକ୍ଷିତ ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କୁଶଳୀ ରଥ ଶିଳ୍ପକାରମାନଙ୍କୁ ‘ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର’ ସମ୍ମାନ…
ଭାରତ ଫେରୁଛନ୍ତି ଦିବ୍ୟାଙ୍କା
ରୋମ୍: ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଦହିୟା ଓ ତାଙ୍କ ସ୍ବାମୀ ବିବେକ ଦହିୟା ଟିଭି ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଦମ୍ପତି ଭାବେ ଜଣାଶୁଣା। ଦୁହେଁ କିଛି ଦିନ ପୂର୍ବେ ଛୁଟି କଟାଇବାକୁ ଇଟାଲି ଯାଇଥିଲେ। ତେବେ ଗତ ସପ୍ତାହରେ ସେମାନଙ୍କ ପାସପୋର୍ଟ…
ମ୍ୟାଚ୍ ମଝିରେ ମେସି ଆହତ
ମିୟାମି ଗାର୍ଡେନ୍ସ, ୧୬ା୭: ରକ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯାଇଥିବା କୋପା ଆମେରିକା ଫାଇନାଲ ମ୍ୟାଚ୍ରେ ଆହତ ହୋଇଛନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ଫାଇନାଲ ମ୍ୟାଚ୍ ପୂର୍ବରୁ ଘାସରେ ଅଧିକ ପାଣି ଦିଆଯାଇଥିଲା। ଫଳରେ ମ୍ୟାଚ୍ ସମୟରେ ଦୌଡିବାକୁ ଖେଳାଳିଙ୍କୁ ଅସୁବିଧାର ସମ୍ମୁଖୀନ…
ଆଲମିରା ଭିତରେ ଶୌଚାଳୟ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବା ମାତ୍ରେ ଅନେକେ କହୁଛନ୍ତି, ଏହା କିପରି ସମ୍ଭବ। ଏହି ଭିଡିଓରେ ପ୍ରଥମେ ଗୋଟିଏ କୋଠରିରେ ଏକ ଆଲମିରା ରଖାଯାଇଥିବା ଦେଖିବାକୁ ମିଳୁଛି। ସାଧାରଣତଃ ଆଲମିରାରେ ପୋଷାକ,…
ବୁଲା କୁକୁରଙ୍କୁ ଗଣିବ ମାଇକ୍ରୋଚିପ୍
ଚଣ୍ଡିଗଡ଼: ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଖୁବ୍ଶୀଘ୍ର ସହରର ସମସ୍ତ ବୁଲା କୁକୁରଙ୍କ ଶରୀରରେ ମାଇକ୍ରୋଚିପ୍ ଲଗାଇବ। ଏହି ମାଇକ୍ରୋଚିପ୍ ସାହାଯ୍ୟରେ କୁକୁରଙ୍କ ଗଣନା କରାଯିବ। ଏହାବ୍ୟତୀତ ଉକ୍ତ ଚିପ୍ ମାଧ୍ୟମରେ କୁକୁରଟିକୁ ବାକରଣ କରାଯାଇଛି କି ନାହିଁ ତାହା ମଧ୍ୟ ଜାଣିବା…
ଯୁକ୍ତ୩ ନାମଲେଖା: ଆଜି ତୃତୀୟ ମେଧା ତାଲିକା
ଭୁବନେଶ୍ୱର,୧୬ା୭(ଅସମାପିକା ସାହୁ):୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ର ଛୁଟିଦିନ ବ୍ୟତୀତ ୧୮ ତାରିଖ ସକାଳ ୯ଟାରୁ ୨୨ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ।…
ଟାଇଟଲ ବିଜୟରେ ଆର୍ଜେଣ୍ଟିନାର ରେକର୍ଡ
ମିୟାମି ଗାର୍ଡେନ୍ସ, ୧୬ା୭: ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ସୋମବାର କଲମ୍ବିଆକୁ ୧-୦ ଗୋଲରେ ପରାସ୍ତ କରି କୋପା ଆମେରିକା ଫୁଟବଲ ୨୦୨୪ ବିଜୟୀ ହୋଇଛି। ଏହା ସହିତ ରେକର୍ଡ ୧୬ ଥର ପାଇଁ ଆର୍ଜେଣ୍ଟିନା ଏହି ସମ୍ମାନଜନକ ଟାଇଟଲ ଜିତିଛି। ପୂର୍ବରୁ…
ରାଜ୍ୟ ସଭାରେ ଭାଜପା ସଦସ୍ୟ ସଂଖ୍ୟା ୮୬
ନୂଆଦିଲ୍ଲୀ,୧୬ା୭(ପି.ଟି.): ରାଜ୍ୟ ସଭାକୁ ମନୋନୀତ ୪ ସଦସ୍ୟ ରାକେଶ ସିହ୍ନା, ରାମ ଶକଲ, ସୋନାଲ ମାନସିଂ ଏବଂ ମହେଶ ଜେଠ୍ମାଲାନିଙ୍କ କାର୍ଯ୍ୟକାଳ ଶେଷ ହେବା ଫଳରେ ଉଚ୍ଚ ସଦନରେ ଭାଜପାର ସଦସ୍ୟ ସଂଖ୍ୟା ୮୬କୁ ହ୍ରାସ ପାଇଛି। ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟ…
୩୨ ସପ୍ତାହର ଗର୍ଭ ନଷ୍ଟ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି
ନୂଆଦିଲ୍ଲୀ, ୧୬।୭: ୩୨ ସପ୍ତାହର ଗର୍ଭ ନଷ୍ଟ କରିବାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଜଣେ ୩୧ ବର୍ଷୀୟା ମହିଳାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଅସ୍ବାଭାବିକ ଭ୍ରୂଣ ଯୋଗୁ ନିଜ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପ୍ରତି ବିପଦ ଥିବା ଦର୍ଶାଇ ପୂର୍ବରୁ…
ବିଦ୍ୟାଳୟରେ ବିବାହ ଉତ୍ସବ ପାଇଁ ଅନୁମତି ଦେଇ ଅଡ଼ୁଆରେ ପ୍ରଧାନ ଶିକ୍ଷକ
ଭଣ୍ଡାରିପୋଖରୀ,୧୬ା୭(ରାଜେନ୍ଦ୍ର ଶତପଥୀ):ବିଦ୍ୟାଳୟ ପରିସରରେ ଏକ ବିବାହ ଉତ୍ସବକୁ ଅନୁମତି ଦେଇ ଅଡ଼ୁଆରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ। ଏନେଇ ଅଭିଯୋଗ ପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତର ବଳିପୁର…
ଏନ୍ଇଇଟି-ୟୁଜି: ଏନ୍ଟିଏ ଆବେଦନର ଶୁଣାଣି ୧୮ରେ
ନୂଆଦିଲ୍ଲୀ,୧୬ା୭(ପି.ଟି.): ଶୁଣାଣିରେ ସୁବିଧା ପାଇଁ ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ଥିବା ଏନ୍ଇଇଟି-ୟୁଜି ବିବାଦ ମାମଲାଗୁଡ଼ିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ନିମନ୍ତେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଆବେଦନ କରିଥିଲା। ଏନେଇ ସର୍ବୋଚ୍ଚ ଅଦାଲତ ସୋମବାର ଘରୋଇ ପକ୍ଷଗୁଡ଼ିକୁ ନୋଟିସ ଜାରି କରିଛନ୍ତି। ଜୁନ୍…
Archives


