Home Left

ରାଶନ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା: ମାସେ ଭିତରେ…

ଭୁବନେଶ୍ୱର,୨୪।୭:ମାସେ ଭିତରେ ନୂଆ ହିତାଧିକାରୀ ରାଶନ କାର୍ଡ ପାଇବେ। ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାଶନ କାର୍ଡ ପାଇପାରନ୍ତି। ଏଥିସହ ଅଯୋଗ୍ୟ…

ବାହାଘରର ଦୁଇ ଦିନ ପୂର୍ବରୁ ଝିଅକୁ ହତ୍ୟା କଲା ଭାବି ସ଼୍ବାମୀ

ରାୟପୁର,୨୪।୦୭: ଛତିଶଗଡ଼ର ଦୁର୍ଗ ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବାହାଘରର ଦୁଇ ଦିନ ପୂର୍ବରୁ ପୁଅଟି ବିବାହ କରିବାକୁ ସ୍ଥିର କନ୍ୟାକୁ ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ପୁଅଟି ଏକ ପୋଖରୀ ପାଖରେ ଦେଖାକରିବାକୁ…

ଛୁଆଁ ଅଛୁଆଁ ଭେଦଦ୍ଭାବକୁ ନେଇ ପ୍ରାର୍ଥନା କ୍ଲାସରେ ଦଳିତ ଛାତ୍ରୀଛାତ୍ରଙ୍କୁ ମାଡ଼

ନୟାଗଡ଼,୨୪।୭(ଲୋକନାଥ ମିଶ୍ର): ଛୁଆଁ ଅଛୁଆଁ ଭେଦଦ୍ଭାବକୁ ନେଇ ପ୍ରାର୍ଥନା କ୍ଲାସରେ ଦଳିତ ଛାତ୍ରୀଛାତ୍ରଙ୍କୁ ମାଡ଼। ଏଥିରେ ନୟାଗଡ଼ ବ୍ଲକ ମାଛିପଡା ଚନ୍ଦ୍ରଶେଖର ସରକାରୀ ପ୍ରାଥମିକ ପ୍ରାଥମିକ ବିଦ୍ୟାଳୟ ଓ ଶ୍ୟାମ ବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୦ ଜଣ ଦଳିତ ଛାତ୍ର ଆହତ…

ଆସିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ଗର୍ଭବତୀ

ତୁମୁଡିବନ୍ଧ(ଦିପକ କୁମାର ପରାସେଠ): ଖଟରେ ୬ କିମି ବୁହାହେଲେ ଗର୍ଭବତୀ ମହିଳ। ଏଭଳିି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ପଞ୍ଚାୟତର ମାସ୍କା ଗୁଡ଼ା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଦେଖିବାକୁ ମିଳିଛି। ସ୍ବାମୀ ଓ ତିନିଜଣ ମହିଳା ଖଟରେ ବୋହି…

ଚମକାଇଲା ସର୍ଭେ, ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ପରାସ୍ତ କରିବେ ଭାରତବଂଶୀ କମଲା ହାରିସ

ଓ୍ବାଶିଂଟନ୍‌,୨୪।୭:ନଭେମ୍ବର ୨ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପକ୍ଷରୁ ଏବଂ କମଲା ହାରିସ ଡେମୋକ୍ରାଟିକ ପକ୍ଷରୁ ଲଢିବାକୁ ଯାଉଛନ୍ତି। ଯଦିଓ ଏହା ସ୍ପଷ୍ଟ ହୋଇନି, ନଭେମ୍ବରରେ ପୂର୍ବତନ ରିପବ୍ଲିକାନ ରାଷ୍ଟ୍ରପତି ଟ୍ରମ୍ପଙ୍କ…

ଉଡ଼ାଣ ବେଳେ ଜଳିଗଲା ବିମାନ, କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ଥିଲେ ୧୯ ଜଣ

ନୂଆଦିଲ୍ଲୀ,୨୪।୦୭: ନେପାଳରୁ ଏକ ଦୁର୍ଘଟଣାର ବଡ ଖବର ସାମ୍ନାକୁ ଆସିଛି । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବିମାନବନ୍ଦରରେ ବିମାନଟି ଉଡ଼ାଣ ଭରୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ…

ଅଖିଳେଶଙ୍କ ବଡ଼ ଘୋଷଣା: ଏହିମାନଙ୍କୁ ଦଳରୁ ବାହାର କରାଯିବ

ଲକ୍ଷ୍ନୌ, ୨୪।୭: ସମାଜବାଦୀ ଦଳକୁ ବିଦ୍ରୋହ ଏବଂ ବିଶ୍ୱାସଘାତକତା କରୁଥିବା ନେତାଙ୍କ ସମ୍ପର୍କରେ ଦଳର ସଭାପତି ଅଖିଳେଶ ଯାଦବଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ସମାଜବାଦୀ ପାର୍ଟି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ସେମାନେ ଆଉ…

ଭୁବନେଶ୍ୱରରେ ବି ଖସିଲା ସୁନା ଦର, ଏତିକି ଟଙ୍କାରେ କିଣିପାରିବେ ସୁନା

ଭୁବନେଶ୍ୱର,୨୪।୭: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର । ବଜେଟ ପର ଦିନ ଏତେ କମିଗଲା ସୁନା ଦର। କେନ୍ଦ୍ର ବଜେଟର ଉପସ୍ଥାପନା ପରେ ସାଧାରଣ ଜନତାଙ୍କୁ ବହୁତ ଆରାମ ମିଳିଛି। ୧୦ ଗ୍ରାମରେ ପ୍ରାୟ ୪ ହଜାର ଟଙ୍କା କମିଲା…

କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୪।୭: ବିଧାନସଭା ପ୍ରଶ୍ନକାଳରେ ଉଠିଲା କାଳିଆ ଯୋଜନା। ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷି ମନ୍ତ୍ରୀ କେଭି ସିଂ ଦେଓଙ୍କୁ କାଳିଆ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ…

ଓକିଲଙ୍କ ଉପରେ ରାଗିଗଲେ ମୁଖ୍ୟ ବିଚାରପତି, ସିକ୍ୟୁରିଟିକୁ ଡାକି…

ନୂଆଦିଲ୍ଲୀ,୨୪।୦୭: ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନୀୟମିତତାକୁ ନେଇ ଗତକାଲି ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଚାଲିଥିବା ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଜଣେ ଓକିଲଙ୍କ ଉପରେ ରାଗି ଯାଇଥିବା ଦେଖିବାକୁ ମିଳିଥିଲା ।…

କେବେ ଯିବ ମୁଖ୍ୟମନ୍ତ୍ରୀ ପଦ? ଦିଲ୍ଲୀରେ ମିଳିବ କେଉଁ ଦାୟିତ୍ୱ? ସିଏମ ଯୋଗୀଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ଏହି ନେତା

ନୂଆଦିଲ୍ଲୀ,୨୪।୭:ଲୋକସଭା ନିର୍ବାଚନ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୟୁପି ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଥିଲେ। ସେ ଦାବି କରିଥିଲେ ଯେ, ମଧ୍ୟପ୍ରଦେଶର ପୂର୍ବତନ ସିଏମ ଶିବରାଜ ସିଂ ଚୌହାନଙ୍କ ପରି ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଲୋକ ସଭା…

ଆଇପିଏଲ ୨୦୨୫କୁ ନେଇ ବଡ଼ ଖବର: ନିଜ ନିଜ ଦଳ ଛାଡିପାରନ୍ତି ଏହି ସବୁ ଖେଳାଳି, ମୁମ୍ବାଇ ହାତ ଛାଡିବେ…

ନୂଆଦିଲ୍ଲୀ,୨୪।୭: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ ବହୁତ ରୋମାଞ୍ଚକର ହେବାକୁ ଯାଉଛି । ଏଥର ଅନେକ ଖେଳାଳିଙ୍କ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବାସ୍ତବରେ, ଏଥର ଏକ ମେଗା ନିଲାମ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ସମସ୍ତ ଦଳକୁ କେବଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri