Home Left

ଏମିତି କାମ କରୁଥିଲେ ବରିଷ୍ଠ ସହାୟକ, ଅଚାନକ ପହଞ୍ଚିଗଲେ ଜିଲାପାଳ, ଆଉ ତା’ପରେ…

ସୋନପୁର,୧୬।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ମୃତ୍ତିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ତଥା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ କାଲୁ ମିର୍ଦ୍ଧାଙ୍କୁ ଜିଲାପାଳ ଡ. ନୃପରାଜ ସାହୁ ଗୁରୁବାର ନିଲମ୍ବନ କରିଛନ୍ତି। ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ...

ସୁରକ୍ଷା ବ୍ୟାରିକେଡ୍‌ ଡେଇଁ ବାବରଙ୍କ ଡ୍ରେସିଂ ରୁମ୍‌ରେ ପଶିଲେ ଯୁବକ: ଆଉ ତା’ପରେ…

ଲାହୋର,୧୬ା୧୦: ବାବର ଆଜମଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ଗଦ୍ଦାଫି ଷ୍ଟାଡିୟମରେ ସୁରକ୍ଷା ବ୍ୟାରିକେଡ୍‌ ଡେଇଁ ପାକିସ୍ତାନ ଡ୍ରେସିଂ ରୁମ୍‌ରେ ପଶିବାକୁ ଚେଷ୍ଟା କରିଥିଲେ। ଉକ୍ତ ପ୍ରଶଂସକଙ୍କୁ ରିମାଣ୍ଡରେ ନିଆଯିବା ପରେ ପୋଲିସ ଛାଡ଼ି ଦେଇଛି। ଉକ୍ତ ଯୁବକଙ୍କ ନାମ...

୬୨ ବର୍ଷ ବୟସରେ ‘ଦ୍ୱିତୀୟ ବିବାହ’ କରିବେ ଏହି ଅଭିନେତା, ୧୦ ବର୍ଷ ସାନ ଅଭିନେତ୍ରୀଙ୍କୁ… 

ମୁମ୍ବାଇ: ବୟସ ହେଲାଣି ୬୨। ହେଲେ ବିବାହ କରିବାକୁ ମନ ବଳାଇଛନ୍ତି ଭେଟେରାନ ଅଭିନେତା ସଞ୍ଜୟ ମିଶ୍ରା। କେବଳ ସେତିକି ନୁହେଁ ନିଜଠାରୁ ୧୦ ବର୍ଷ ସାନ ଅଭିନେତ୍ରୀଙ୍କ ସେ ହାତ ଧରିବେ। ଏନେଇ ଜଣାପଡ଼ିବା ପରେ ପ୍ରଶଂସକ ଚକିତ...

ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଆରମ୍ଭ: ପ୍ରଥମଥର ପାଇଁ ହେଲା ଏମିତି…

ଗଞ୍ଜାମ,୧୬।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ସ୍ତରୀୟ ଖୋ ଖୋ ଚାମ୍ପିୟନସିପ ୨୦୨୫ ପ୍ରତିଯୋଗିତା ଗୁରୁବାର ଅପରାହ୍ନରେ ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିବ । ଜିଲାର ୨୨ ବ୍ଲକର ବିଭିନ୍ନ ସ୍କୁଲର...

ନବୀନ ପଟ୍ଟନାୟକଙ୍କ ପାଇଁ ପୂଜାପାଠ କଲା ବିଜେଡି

ହିଞ୍ଜିଳିକାଟୁ ୧୬!୧୦( ଦ୍ବିତୀକୃଷ୍ଣ ପଣ୍ଡା): ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଜୟନ୍ତୀ ହିଞ୍ଜିଳିକାଟୁ ବିଜେଡି ପକ୍ଷରୁ ଗୁରୁବାର ପାଳିତ ହୋଇଯାଇଛି। କାଟୁ ରାଜବାଟି ଲକ୍ଷ୍ମୀ ନୃସିଂହ ମନ୍ଦିରରେ ବିଜେଡି ପକ୍ଷରୁ...

ଶୁଣାଣି ସମୟରେ ମହିଳାଙ୍କ ସହ ମସ୍ତି କରୁଥିଲେ ବିଚାରପତି! ଆଖିକୁ ବିଶ୍ୱାସ ହେଉନି, ହେଲେ ଭିଡିଓ ହେଉଛି ଭାଇରାଲ କ’ଣ ରହିଛି ସତ୍ୟତା ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୦: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ କ୍ଲିପରେ, ଜଣେ ବିଚାରପତି ଜଣେ ମହିଳାଙ୍କ ସହିତ ମଜା କରୁଥିବାର ଦେଖିବାକୁ ମିଳୁଛି। କୁହାଯାଉଛି ଯେ ଏହି ଭିଡିଓଟି...

ପର୍ଥରେ କୋହଲି, ରୋହିତଙ୍କ ଝାଳବୁହା ପ୍ରାକ୍ଟିସ

ପର୍ଥ,୧୬ା୧୦: ଆସନ୍ତା ୧୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ଲାଗି ଭାରତୀୟ ଦଳର ଦୁଇ ବ୍ୟାଚ୍‌ରେ ପର୍ଥରେ ପହଞ୍ଚିଛି। ସିନିୟର ବ୍ୟାଟର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଭାରତୀୟ ଦଳର ଅନ୍ୟ...

ପରିବାର ଆଗରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ଶ୍ୱଶୁର ଘରୁ ଫେରୁଥିବାବେଳେ…

ବଲାଙ୍ଗୀର,୧୬।୧୦ ( ସୁନିଲ ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା କୁଥୁର୍ଲା ଠାରେ ଏକ ଦୁର୍ଘଟଣାରେ ଭୂତିଆର ବାହାଲ ମଦନ ବାରିକଙ୍କ (୩୫ ) ମୃତ୍ୟୁ ଘଟିଛି । ମଦନ ମଟର ସାଇକେଲରେ ତାଙ୍କ ଶ୍ୱଶୁର ଘର ଶିକୁଆରୁ ସମସ୍ତ ପରିବାର...

ଧାନ ଗଛରେ ବଢୁଛି ରୋଗପୋକ: ଫସଲ ବୀମା ପ୍ରଦାନ କରିବାକୁ ଦାବି କଲେ ଚାଷୀ

ଭଞ୍ଜନଗର,୧୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକରେ ଚଳିତ ଖରିଫ ଋତୁରେ ୭ ହଜାରରୁ ଉଦ୍ଧର୍‌ବ ହେକ୍ଟର ଜମିରେ ଧାନଚାଷ ହୋଇଛି । କିନ୍ତୁ ଲଗାଣ ବର୍ଷା, ଜମିରେ ଉପଯୁକ୍ତ ଜଳ ପରିଚାଳନା ଅଭାବ, ଆବଶ୍ୟକତା ଠାରୁ ଅଧିକ ସାର...

କମେଡିଆନ କପିଲ ଶର୍ମାଙ୍କ କାଫେ ଉପରେ ପୁଣି ଗୁଳିମାଡ଼, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୬।୧୦: କାନାଡାରେ ଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରେ ପୁଣି ଥରେ ଗୁଳିମାଡ଼। ରିପୋର୍ଟ ମୁତାବକ, କାଫେରେ ତିନୋଟି ଗୁଳି ଚାଳନା କରାଯାଇଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି।...

ନୋମିନି ନାହିଁ, ଆକାଉଣ୍ଟଧାରୀଙ୍କ ମୃତ୍ୟୁ ପରେ କିଭଳି ମିଳିବ ବ୍ୟାଙ୍କ ଆକାଉଣ୍ଟରେ ଜମା ଟଙ୍କା? ଜାଣିରଖନ୍ତୁ… 

ନୂଆଦିଲ୍ଲୀ,୧୬।୧୦: ଯେତେବେଳେ ଆମେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥାଉ, ଆମେ ସାଧାରଣତଃ ଜଣେ ନୋମିନି ପ୍ରଦାନ କରୁ। ଏହାର ଅର୍ଥ ହେଉଛି ଯଦି ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହୁଏ, ତେବେ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ସିଧାସଳଖ ନୋମିନିଙ୍କ ପାଖକୁ ଯାଏ।...

ୟୁନୁସଙ୍କୁ ବଡ଼ ଚେତାବନୀ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଢାକା,୧୬।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ସାମରିକ ବାହିନୀ ସହିତ କୌଣସି ସଂଘର୍ଷ ଏଡାଇବାକୁ ପରାମର୍ଶ ଦେଇଛି। ଜିଆ ୟୁନୁସଙ୍କୁ ଚେତାବନୀ ଦେଇଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri