କୂଅରେ ପଡ଼ିଗଲା ଭାଲୁ; ୬ ଘଣ୍ଟା ପରେ …
କାଲିମେଳା,୨୪।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତର ଏମ୍ପିଭି-୨୬ ଗାଁରେ କୂଅ ଭିତରେ ଗୋଟିଏ ଭାଲୁ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା ।ଖାଦ୍ୟ ଅନ୍ବେଷଣରେ ଆସି ଭାଲୁଟି ଗୁରୁବାର ରାତିରେ କୂଅରେ ପଡ଼ିଯାଇଥିବା ଅନୁମାନ କରାଯାଉଛି ।…
ବାଘ-ମଣିଷ ଖଣ୍ଡଯୁଦ୍ଧ: ଶେଷରେ ଜିତିଲା…
ନରସିଂହପୁର,୨୪।୧: ବାଘ-ମଣିଷ ଖଣ୍ଡଯୁଦ୍ଧ। ଶେଷରେ ବାଘ ହାରିଲା, ମଣିଷ ଜିତିଲା । ଏହି ଘଟଣା ଘଟିଛି ନରସିଂହପୁର ପଶ୍ଚିମବନାଞ୍ଚଳ ଅଂଚଳର ଅନନ୍ତ ପ୍ରସାଦ ଗାଁରେ । ୨୬ ବର୍ଷୀୟ ଶୁଭ୍ରାଂଶୁ ଶେଖର ଭୋଳ ଜୟପୁରସ୍ଥିତ ଫାର୍ମହାଉସ ରହୁଥିଲେ। ରାତି ପ୍ରାୟ ୧୨.୩୦…
ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଦୁର୍ବୃତ୍ତ
ପରଜଙ୍ଗ,୨୪ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁ ଶିବ ମନ୍ଦିରରୁ ଶୁକ୍ରବାର ରାତିରେ ଲକ୍ଷାଧିକ ଟଙ୍କାର ମନ୍ଦିର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମନ୍ଦିର କବାଟ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ପିତ୍ତଳ…
ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକଙ୍କୁ ପୋଲିସର ମାଡ଼, ଆଉ ତା’ ପରେ…
ପୁରୀ,୨୪ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ମାଡରେ ଜଣେ ନାବାଳକ ଆହତ ହୋଇଛନ୍ତ। ଘଟଣାଟି ଶ୍ରୀମନ୍ଦିର ବାହାର କାଠ ନିକଟରେ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଆହତ…
ଏଣିକି ‘ବନ୍ଦେ ମାତରମ’ ଗୀତ ବାଜିବାବେଳେ ଠିଆ ହେବାକୁ ପଡ଼ିବ: ଖୁବ୍ଶୀଘ୍ର ସରକାର ଆଣିବେ ନୂଆ ନିୟମ
ନୂଆଦିଲ୍ଲୀ,୨୪।୧: ମୋଦି ସରକାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ ଦେବା ପାଇଁ ଏକ ପ୍ରୋଟୋକଲ ଆଣିବାକୁ ଯୋଜନା କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଚଳିତ ମାସର ପ୍ରାରମ୍ଭରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ…
ଟି-୨୦ ବିଶ୍ୱକପରେ ସ୍ଥାନ ପରିବର୍ତ୍ତନକୁ ନେଇ ହାର୍ ମାନିନାହିଁ ବାଂଲାଦେଶ, ପୁଣି କଲା ଆବେଦନ
ନୂଆଦିଲ୍ଲୀ,୨୪।୧: ଆଇସିସି ଏବେ ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶକୁ ବାଦ୍ ଦେବାକୁ ଯୋଜନା କରୁଛି। ଭାରତରେ ଏହି ଆଇସିସି ଇଭେଣ୍ଟ ଖେଳିବ ନାହିଁ ବୋଲି ଘୋଷଣା କରିଥିବା ବାଂଲାଦେଶ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ସ୍ଥାନ ପରିବର୍ତ୍ତନକୁ ଏବେ ବି ହାର୍ ମାନିବାକୁ…
ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ଏହି ବିଭାଗର କର୍ମଚାରୀଙ୍କ ୩୦% ବଢିବ ପେନସନ-ଦରମା
ନୂଆଦିଲ୍ଲୀ,୨୪।୧: ଅଷ୍ଟମ ବେତନ କମିଶନ ଲାଗୁ ହେବା ପୂର୍ୱରୁ ମଧ୍ୟ କିଛି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଖୁସି ଖବର ପାଇଛନ୍ତି। କେନ୍ଦ୍ର ସରକାର ସାର୍ୱଜନୀନ କ୍ଷେତ୍ର ସାଧାରଣ ବୀମା କମ୍ପାନୀ (PSGIC), NABARD ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ…
ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ
କଟକ,୨୪ା୧: ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟ ହାଜିରା ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଦାଲତ ଅବମାନନା ମାମଲାରେ ଉଷାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ଖାଲି ଏତିକି ନୁହେଁ ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ…
ଇଣ୍ଡିଆନ ରେଲେଓ଼୍ବର ବଡ଼ ଅପଡେଟ୍: ଏସବୁ ଟ୍ରେନରେ ମିଳିବନି RAC ଟିକେଟ୍
ନୂଆଦିଲ୍ଲୀ,୨୪।୧: ଯଦି ଆପଣ ଇଣ୍ଡିଆନ ରେଲେଓ଼୍ବରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରେଳବାଇ କିଛି ଟ୍ରେନର ଟିକେଟିଂ ନିୟମରେ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନଗୁଡ଼ିକ ଏହାର ପ୍ରିମିୟମ ଟ୍ରେନଗୁଡ଼ିକ ମଧ୍ୟରୁ ଗୋଟିଏ ଅମୃତ ଭାରତ…
ବେଡ୍ରେ ଜଣେ ଯୁବତୀଙ୍କ ସହ ଧରାପଡ଼ିଲେ ପଲାଶ ମୁଛଲ: ଆସିଲା ଚାଞ୍ଚଲ୍ୟକର ଅଭିଯୋଗ
ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ସଂଗୀତକାର ପଲାଶ ମୁଛଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ଭାଙ୍ଗିବା ପରେ, ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଅଭିନେତା ବିଦ୍ୟାନ ମାନେ ପଲାଶଙ୍କ ଉପରେ…
ଗରିବଙ୍କ ପାଇଁ ନିୟମ କଡ଼ା, ଧନୀଙ୍କୁ ଦୟା: ଗାଡ଼ି ମାଲିକଙ୍କୁ କୋହଳ ଅଭିଯୋଗ
ଦାରିଙ୍ଗବାଡି,୨୪।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଜବରଦଖଲ ଉଚ୍ଛେଦ କରାଯିବା ଘଟଣାରେ ଏବେ ମଧ୍ୟ କିଛି ଅମାନିଆ ପ୍ରଭାଶାଳୀ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି। ପ୍ରକାଶ ଯେ, ବୁଧବାର ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଧିରଜ ପାତ୍ରଙ୍କ ଆବାହନ କ୍ରମେ…
ବୃଦ୍ଧି ପାଇବ ପିଏମ୍ କିଷାନ ଯୋଜନାର ପରିମାଣ! ଫେବୃଆରୀରେ ଆକାଉଣ୍ଟକୁ କେତେ ଆସିବ ଟଙ୍କା? ଜାଣନ୍ତୁ ବଡ଼ ଅପଡେଟ୍
ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନା ଅଧୀନରେ, ଚାଷୀମାନଙ୍କୁ ପ୍ରତି ତିନି ମାସରେ ୨,୦୦୦ ଆର୍ଥିକ ସହାୟତା ମିଳିଥାଏ। ଏହାର ଅର୍ଥ ହେଉଛି ପ୍ରତିବର୍ଷ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ୬,୦୦୦ ସ୍ଥାନାନ୍ତରିତ ହୁଏ। ତଥାପି, ଯୋଜନା ଆରମ୍ଭ ହେବା ପରଠାରୁ, ମୁଦ୍ରାସ୍ଫୀତି…
Archives


