ଗୁଡ଼ି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗିଥିଲେ, ୬ ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା,୨୪।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା)- ବକ୍ସାଇଟ ପାଇଁ ବିଶ୍ୱ ପ୍ରସିଦ୍ଧ ରାୟଗଡ଼ା ଜିଲାର କାଶୀପୁର ବ୍ଲକ । ହେଲେ ଆଜିବି ସେଠାକାର ବାସିନ୍ଦା ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସରେ ପଡ଼ି ହତ୍ୟା କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ଘଟଣାକ୍ରମରେ…
T20 World Cup 2026: ସ୍କଟଲାଣ୍ଡର ଏଣ୍ଟ୍ରି ପରେ ବଦଳିଗଲା ସେଡ୍ୟୁଲ, ଜାଣନ୍ତୁ କେବେ ଭାରତକୁ ଭେଟିବ ପାକସ୍ତାନ
ନୂଆଦିଲ୍ଲୀ,୨୪।୧: ବାଂଲାଦେଶ ଏବେ ୨୦୨୬ ଟି୨୦ ବିଶ୍ୱକପରୁ ବାଦ ପଡ଼ିଛି। ସ୍କଟଲାଣ୍ଡ ଏହାର ସ୍ଥାନ ନେଇଛି। ଯଦି ବାଂଲାଦେଶୀ ଖେଳାଳିମାନେ ଭାରତ ଯାତ୍ରା କରନ୍ତି ତେବେ ICC BCB ଅଧିକାରୀମାନଙ୍କୁ ସେମାନଙ୍କର ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଦଳ ସେମାନଙ୍କ ମ୍ୟାଚ…
ଭାରତର ଖୁବ୍ ପ୍ରଶଂସା କଲେ ପାକିସ୍ତାନୀ ମୌଲବି
ଇସଲାମାବାଦ,୨୪।୧: ପାକିସ୍ତାନର ମୌଲାନା ମହମ୍ମଦ ଅଲି ମିର୍ଜା ଆଜିକାଲି ପାକିସ୍ତାନ ସରକାରଙ୍କ ବିରୋଧରେ କହୁଛନ୍ତି। କିନ୍ତୁ ଏଥର, ସେ ପାକିସ୍ତାନକୁ କଟାକ୍ଷ କରି ଯାହା କହିଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଶୁଣିବା ଉଚିତ। ମୌଲାନା ମହମ୍ମଦ ଅଲି ମିର୍ଜା ଭାରତର…
ଟଲିବ୍ୟାଗରେ ଦିଲ୍ଲୀକୁ ହେଉଥିଲା ଗଞ୍ଜେଇ ଚାଲାଣ
କୋରାପୁଟ,୨୪।୧(ଅମିତାଭ ବେହେରା ): କୋରାପୁଟରୁ ଦିଲ୍ଲୀକୁ ଗଞ୍ଜେଇ ଚାଲଣ କରୁଥିବା ଯୁବକଙ୍କୁ ରେଲଓ୍ବାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଦିଲ୍ଲୀର ପୁନିତ କୁମାର ନାମକ ଯୁବକ…
ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ: ମନମୋହନ କହିଲେ…
ଭୁବନେଶ୍ୱର,୨୪।୧: ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ…
ଯେ କୌଣସି ମୁହୂର୍ତ୍ତରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା, ବିମାନ ବାତିଲ କଲେ ୬ ଏୟାରଲାଇନ୍ସ
ଓ୍ବାଶିଂଟନ,୨୪।୧: ଇରାନ ଏବଂ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ପୁଣି ଥରେ ଏକ ବିପଜ୍ଜନକ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଏକ ବିଶାଳ ଆମେରିକୀୟ ନୌସେନା ଇରାନ ଆଡକୁ…
ଗାଁ ମୁହାଁ ଭାଲୁ, ଲୋକେ ଆତଙ୍କିତ
କୋରାପୁଟ,୨୪ା୧(ଅମିତାଭ ବେହେରା): କୋରାପୁଟର ବୋରିଗୁମ୍ମା ବ୍ଲକ ପୋଡ଼ାପଦର ଗାଁରେ ତିନୋଟି ଭାଲୁ ବେଫିକର ଚଲାବୁଲା କରିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୋଡ଼ାପଦର ମୁଖ୍ୟ ରାସ୍ତା ଉପରେ ନିର୍ଭୟରେ ୩ଟି ଭାଲୁ ବୁଲୁଛନ୍ତି। ଦିନରେ…
ବିନା ନୋଟିସରେ ବିଦ୍ୟାଳୟ ଛୁଟି: ଶିକ୍ଷାଦାନ, ମଧ୍ୟାହ୍ନଭୋଜନରୁ ବଞ୍ଚିତ ଛାତ୍ରୀଛାତ୍ର
ଦାରିଙ୍ଗବାଡି,୨୪।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ନେଇ ଚିନ୍ତା ବଢିଛି ।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନା…
ଆମେରିକାରେ ତାଣ୍ଡବ ରଚିଲା ‘ମନଷ୍ଟର ୱିଣ୍ଟର ଷ୍ଟର୍ମ’, ଅନେକ ବିମାନ ବାତିଲ
ଓ୍ବାଶିଂଟନ,୨୪।୧: ଆମେରିକାର ପୂର୍ବ ତଟକୁ ଆସୁଥିବା ପ୍ରବଳ ଶୀତକାଳୀନ ଝଡ଼କୁ ଦୃଷ୍ଟିରେ ରଖି, ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛି। ପ୍ରବଳ ତୁଷାରପାତ ଏବଂ ଖରାପ ପାଗର ସତର୍କତା ମଧ୍ୟରେ ସୁରକ୍ଷା ଚିନ୍ତା ଯୋଗୁ ନ୍ୟୁୟର୍କ…
ଏହି ମହିଳାଙ୍କୁ ଖୁବ ଭଲପାଆନ୍ତି ପୁଟିନ, ଯିଏ ଚାହିଁଲେ ବନ୍ଦ ହୋଇଯିବ ରୁଷିଆ-ୟୁକ୍ରେନ ଯୁଦ୍ଧ! ଜାଣନ୍ତୁ କିଏ ସେହି ମହିଳା
ମସ୍କୋ,୨୪।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର କଠୋର ଆଚରଣ ପାଇଁ ଜଣାଶୁଣା। ୟୁରୋପ ଏବଂ ଆମେରିକାରେ ଅନେକ ତାଙ୍କୁ ଭୟ କରନ୍ତି। ତଥାପି, ତାଙ୍କର ନରମ ପକ୍ଷ ପ୍ରାୟତଃ ବିଶ୍ୱକୁ ଆଶ୍ଚର୍ଯ୍ୟ କରେ। ଏପରି ଏକ ଘଟଣା ଘଟିଥିଲା ଯେତେବେଳେ…
ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ
ଗଞ୍ଜାମ,୨୪।୧(ବିଦ୍ୟାଧର ସାହୁ): ଗଞ୍ଜାମ ତହସିଲ ଅନ୍ତର୍ଗତ ସ୍ଥାନୀୟ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏନେଇ ଜିଲାପାଳଙ୍କୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଲିଖିତ ଅବଗତ କରାଯାଇଛି। ଆରଆଇ, ଅମିନ, ସୁପରଭାଇଜର ଓ ଅନ୍ୟାନ୍ୟ କର୍ମଚାରୀ ରହିଥିବା ବେଳେ…
ନିଜ ଦେଶର କ୍ରିକେଟ ବୋର୍ଡକୁ ପରାମର୍ଶ ଦେଲେ ବାଂଲାଦେଶ ଅଧିନାୟକ, BCBକୁ ନେଇ କହିଲେ…
ଢାକା,୨୪।୧: ବାଂଲାଦେଶ ଟେଷ୍ଟ ଅଧିନାୟକ ନାଜମୁଲ ହୋସେନ ଶାଣ୍ଟୋ ବାଂଲାଦେଶ କ୍ରିକେଟ ବୋର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ବାଂଲାଦେଶ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ଘୋଷଣା କରିବା ପରେ ଏହି ବିବୃତ୍ତି ଆସିଛି। ଶାଣ୍ଟୋ କହିଛନ୍ତି ଯେ ଗତ…
Archives


