ପ୍ରକୃତ ଖଳନାୟକ AI ନୁହେଁ, ସାମ୍ନାକୁ ଆସିଲା ଛଟେଇର ପ୍ରମୁଖ କାରଣ…
କୃତ୍ରିମ ବୁଦ୍ଧିମତ୍ତା (AI)ର ଏହି ପରିବର୍ତ୍ତିତ ଯୁଗରେ ଛଟେଇ ଖବର ସାମ୍ନାକୁ ଆସୁଛି। ହଜାର ହଜାର ଲୋକଙ୍କୁ ଛଟେଇ କରାଯାଉଛି। ଅନେକ କମ୍ପାନୀ ଆହୁରି ଅଧିକ ଛଟେଇ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। କାରଣ ଯାହା ହେଉନା କାହିଁକି ଚାକିରି...
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୨୦ରେ ଦୀପାବଳି ଛୁଟି
ଭୁବନେଶ୍ୱର,୧୮।୧୦: ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣ କରିଛନ୍ତି ରାଜ୍ୟସରକାର। ନୂଆପଡ଼ା ଜିଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ନେଇ ଘୋଷଣା ହୋଇଛି। ପୂର୍ବରୁ ଘୋଷିତ ୨୧ ତାରିଖ...
ବାଣଫୁଟାକୁ ନେଇ ଆସିଲା ଗାଇଡ୍ଲାଇନ୍: ରାତି ୯ଟା ପରେ ବାଣ ଫୁଟାଇଲେ…
ଭୁବନେଶ୍ୱର,୧୮ା୧୦: ଦୀପାବଳିରେ ବାଣଫୁଟାକୁ ନେଇ ଆସିଲା ଗାଇଡ୍ଲାଇନ୍। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଉଚ୍ଚ ଶଦ୍ଦ ସମ୍ପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁଜ ବାଣ ଫୁଟାଇବା ପାଇଁ ପୋଲିସ...
ଚର୍ଚ୍ଚାରେ ରିଅଲ୍ ରାଞ୍ଚୋ: ଚଳନ୍ତା ଟ୍ରେନ୍ରେ ମହିଳାଙ୍କ ପ୍ରସବ କରାଇଲେ ଭିଡିଓ କ୍ୟାମେରାମ୍ୟାନ୍
୨୦୦୯ର ସୁପରହିଟ୍ ‘୩ ଇଡିୟଟ୍ସ’ ଫିଲ୍ମରେ ଅଭିନେତା ଆମୀର ଖାନ୍ଙ୍କ ରାଞ୍ଚୋ ଚରିତ୍ର ଭିଡିଓ କଲ୍ କରି ଡାକ୍ତର ଚରିତ୍ର ନିର୍ବାହ କରୁଥିବା କରୀନା କପୁର ଖାନ୍ଙ୍କ ପରାମର୍ଶରେ କରୀନାଙ୍କ ବଡ଼ ଭଉଣୀଙ୍କ ପ୍ରସବ କରାଇଥିଲେ। ଠିକ୍ ଏହିପରି ଏକ...
ମା’ଙ୍କ ଆଶୀର୍ବାଦ ସହ ବାପାଙ୍କ ଫଟୋକୁ ସାଙ୍ଗରେ ନେଇ ବାହାରିଲେ ଜୟ
ଭୁବନେଶ୍ୱର,୧୮।୧୦: ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ ପଟୁଆରରେ ବାହାରିଲେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ମା’ଙ୍କ ଆଶୀର୍ବାଦ ନେଇ ଜୟ ଘରୁ ଗୋଡ଼ କାଢିଥିବା ବେଳେ ଗାଡ଼ି ଆଗରେ ଦେଖିବାକୁ ମିଳିଛି ବାପାଙ୍କ ଫଟୋଚିତ୍ର। ଖରିଆର ରୋଡରୁ ଉପଜିଲାପାଳଙ୍କ ଅଫିସ...
ସବୁ ଗୁମର ଖୋଲିଦେଲେ ବିରାଟ କୋହଲିଙ୍କ ଭାଇ: ରାଗିଯାଇ କହିଲେ…
ନୂଆଦିଲ୍ଳୀ,୧୮।୧୦: ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଏକଦିବସୀୟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦିନିକିଆ ଗସ୍ତରେ ଅଛନ୍ତି। ଭାରତୀୟ କ୍ରିକେଟ ଦଳ ଦିଲ୍ଲୀରୁ ଅଷ୍ଟ୍ରେଲିଆ ଯାତ୍ରା କରିଛି। IPL 2025 ଠାରୁ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ପିଲାମାନଙ୍କ...
ନୂଆ ରୂପରେ ସଜେଇ ହେଉଛି କଫି ବଗିଚା: ପର୍ଯ୍ୟଟକଙ୍କ ପାଇଁ ତତ୍ପର ବିଡିଓ
ଦାରିଙ୍ଗବାଡି, ୧୮।୧୦ (ଅରୁଣ ସାହୁ): ଧୀରେ ଧୀରେ ଶୀତ ପଡିବା ଆରମ୍ଭ ହୋଇଛି। ଏବେ ପର୍ଯ୍ୟଟନ ଋତୁ ଆସିଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହେଲାଣି। ଏଥିପାଇଁ ଦାରିଙ୍ଗବାଡି...
ଟ୍ରକକୁ ପଛପଟୁ ଧକ୍କା ଦେଲା ରୋଗୀଙ୍କୁ ନେଇ ଯାଉଥିବା ବୋଲେରୋ, ଘଟଣାସ୍ଥଳରେ…
ବଲାଙ୍ଗୀର,୧୮।୧୦ (ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ସମ୍ବଲପୁର ଏନ. ଏଚ ୨୬ ରାସ୍ତା ଜାମସର ନିକଟରେ ଶନିବାର ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଅଛନ୍ତି । ଏନଏଚ ୨୬ ବଲାଙ୍ଗୀର ସମ୍ବଲପୁର...
ସ୍ତ୍ରୀଙ୍କୁ ମନ୍ତ୍ରୀ ହେବାର ଦେଖି ଏମିତି କଥା କହିଦେଲେ ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଆଉ କେବଳ ଜଣେ ବିଧାୟକ ନୁହଁନ୍ତି। ଜାଡେଜାଙ୍କୁ ଗୁଜୁରାଟ ସରକାରରେ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି, ଯାହା ପାଇଁ ଭାରତୀୟ ଅଲରାଉଣ୍ଡର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜାଡେଜାଙ୍କୁ ପ୍ରାଥମିକ,...
କାର୍ତ୍ତିକରେ ରୋଷେଇ ଘରେ ଝଡ ସୃଷ୍ଟି କରିଛି ଦରଦାମ: ଜୀବନ ଜୀବିକା ପ୍ରଭାବିତ
କେନ୍ଦ୍ରାପଡ଼ା, ୧୮ା୧୦ (ଜଗନ୍ନାଥ ଧଳ): କାର୍ତ୍ତିକ ମାସରେ ବଜାର ଦର ରୋଷେଇ ଘରେ ଝଡ ସୃଷ୍ଟି କରିଛି। ସବୁ ଜିନିଷର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ମାସକ ମଧ୍ୟରେ ପରିବା ଦର ୨୫ ପ୍ରତିଶତରୁ ଅଧିକ ହୋଇଛି। ଖାଇବା...
ବ୍ୟାରେଜ ଉପରେ କାର୍ ରଖି ଯୁବକ ନିଖୋଜ, କାର୍ ଭିତରୁ ମିଳିଲା…
ପାଟଣା,୧୮।୧୦(ବୀର କିଶୋର ଦାଶ): ବ୍ୟାରେଜ ଉପରେ କାର୍ ରଖି ଯୁବକ ନିଖୋଜ । ଯୁବକ ଜଣକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ (୩୮)ବୋଲି ସୂଚନା ମିଳିଛି। ତାଙ୍କର ପ୍ରକୃତ ଘର କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ...
ଚାଲିଛି ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା: ଶୌଚାଳୟ ବ୍ୟବସ୍ଥା ଠିକ୍ ନଥିବାରୁ ତୀବ୍ର ଅସନ୍ତୋଷ
ଗଞ୍ଜାମ,୧୮।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକରେ ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ଚାଲିଛି। ଜିଲାର ୨୨ ବ୍ଲକର ୯୫ରୁ ଉର୍ଦ୍ଧ୍ୱ ସ୍କୁଲର ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ସହ...
Archives


