Home Left

ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇ ଧମକ ଦେବା ପଡ଼ିଲା ମହଙ୍ଗା, ଶେଷରେ ମାମଲା ପହଞ୍ଚିଲା…

ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମର ସୁଶାନ୍ତ ଗୌଡ଼ ଓରଫ ମହାଙ୍କୁଡ଼ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଶାନ୍ତ ତାଙ୍କ ଗାଁର କୌଣସି ୩ ବ୍ୟକ୍ତିଙ୍କୁ ହତ୍ୟା ଧମକ...

ଟ୍ରେଞ୍ଚ ଖୋଳିବା ପରେ ଧାରଣା ପ୍ରତ୍ୟାହୃତ, ନିୟମିତ ଚଢ଼ାଉ ସହ ଚୋରା ଚାଲାଣକୁ…

ହାଟଡିହୀ,୧୮l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲି ଘାଟରୁ ବେଆଇନ ବାଲି ପରିବହନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ବାସିନ୍ଦା ଦୁଇ ଦିନ ହେବ ଆନନ୍ଦପୁର ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ...

ବେଆଇନ ଚାଲୁଥିଲା ଫିଜିଓଥେରାପି ସେଣ୍ଟର, ବନ୍ଦ କଲେ ଜିଲା ମଙ୍ଗଳ ଅଧିକାରୀ

ଭୋଗରାଇ,୧୮ା୧୦(ପ୍ରଦୀପ ଦାସ): ଦିବ୍ୟାଙ୍ଗ ପାଇଁ ସକ୍ଷମ ଫିଜିଓଥେରାପି ସେଣ୍ଟର ଖୋଲିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା ଏକ ପଞ୍ଚାୟତରେ। ହେଲେ ସେଠାରେ ଉକ୍ତ ସେଣ୍ଟର ନ ହୋଇ ଅନ୍ୟ ପଞ୍ଚାୟତରେ ସେଣ୍ଟର ଖୋଲାଯାଇ ସରକାରଙ୍କଠାରୁ ଆସୁଥିବା ଲକ୍ଷାଧିକ ଟଙ୍କାର...

କାମ ସରୁନି କି ଲୋକଙ୍କୁ ସେବା ମିଳୁନି:  କାମ ସରିବାର ନାଁ ଧରୁନି

ଦାରିଙ୍ଗବାଡି, ୧୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଦୀର୍ଘ ଦିନ ହେଲା ଏକ ବଦ୍ୟୁତ୍‌ ସବଷ୍ଟେଶନ କାର୍ଯ୍ୟ ଚାଲିଛି। ପ୍ରାୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିସାରିଥିବା ବେଳେ ବିଭାଗ ତାକୁ ଚାର୍ଜ କରିବାରେ...

ଧନ୍‌ତେରସ୍‌ରେ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୮।୧୦: ଦୀପାବଳି ପୂର୍ବରୁ ଶନିବାର ଧନ୍‌ତେରସ୍‌ ଅବସରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ରାଜଧାନୀ ଭୁବନେଶ୍ୱର ରାସ୍ତା ପ୍ରଶସ୍ତିକରଣ ହେବା ସହ ରାଜ୍ୟରେ ୭ ଶହ କି.ମି. ରାସ୍ତା ମରାମତି ଏବଂ ନୀବିକରଣ ହେବ...

ଦୀପାବଳିରେ ଗହଣା କିଣି ନ ଦେବାରୁ ଏମିତି କଲେ ସ୍ତ୍ରୀ, ସ୍ବାମୀ ହତବାକ

ସିରସା,୧୮।୧୦: ସିରସା କଲାର ପୋଲିସ ଷ୍ଟେଶନ ଅଧୀନରେ ଥିବା କରହିଆ ଗ୍ରାମରେ, ଶୁକ୍ରବାର ବିଳମ୍ବିତ ସାରେ, ପତ୍ନୀ ଉତ୍ସବ ପାଇଁ ତାଙ୍କ ପସନ୍ଦର ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ କିଣିବାକୁ ଜିଦ ଧରିଥିଲେ। ଯୁକ୍ତିତର୍କ ଏତେ ବଢ଼ିଗଲା ଯେ ପତ୍ନୀ...

ଟ୍ରାଇ-ସିରିଜ ବାତିଲ ହେଲେ ପାକିସ୍ତାନ ସହିବ କୋଟି କୋଟି ଟଙ୍କାର କ୍ଷତି, କିନ୍ତୁ କାହିଁକି? ଜାଣନ୍ତୁ ଏହା ପଛର…

ନୂଆଦିଲ୍ଲୀ,୧୮।୧୦: ଟ୍ରାଇ-ସିରିଜରେ ଖେଳିବାକୁ ଆଫଗାନିସ୍ତାନ ମନା କରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଭିତରେ ଅଶାନ୍ତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ହେଉଛି ଆୟୋଜକ ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଟ୍ରାଇ-ସିରିଜରେ ତୃତୀୟ ଦଳ। ଯଦି ଏହି ସିରିଜ ବାତିଲ ହୁଏ,...

ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ, ୧୯୮୪ ଶିଖ ଦଙ୍ଗାରେ ପୀଡ଼ିତ ୧୨୧ ପରିବାରଙ୍କୁ ମିଳିବ ସରକାରୀ ଚାକିରି

ଚଣ୍ଡିଗଡ଼,୧୮।୧୦: ୧୯୮୪ ମସିହାରେ ହରିୟାଣାରେ ହୋଇଥିବା ଶିଖ ଦଙ୍ଗାରେ ମୃତ୍ୟୁବରଣ କରିଥିବା ୧୨୧ ଜଣଙ୍କ ପରିବାରକୁ ଦେବ ଦୀପାବଳି, ନଭେମ୍ବର ୫ ତାରିଖରେ ସରକାରୀ ଚାକିରିର ନିଯୁକ୍ତି ପତ୍ର ମିଳିବ। ସାରା ରାଜ୍ୟରେ ଗୁରୁ ତେଗ ବାହାଦୂରଙ୍କ ୩୫୦ତମ ଶହୀଦ...

ନୂଆପଡ଼ାରେ ବାଜିମାରିବେ କି ଘାସିରାମ, ଭରିଲେ ନାମାଙ୍କ

ନୂଆପଡ଼ା,୧୮।୧୦(ମକାରୁ ବେମାଲ): ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଛନ୍ତି। ପାର୍ଥୀପତ୍ର ଦାଖଲ ବେଳେ ଦଳର ହେଭିଓ୍ବେଟ୍‌ ଉପସ୍ଥିତ ଥିଲେ। ଜୟଙ୍କ ସହ ଘାସିରାମ ମଧ୍ୟ ପାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷେ,...

ଫସିଗଲା ବାଂଲାଦେଶ! ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲାଗିଲା ଭୟଙ୍କର ନିଆଁ

ଢାକା,୧୮।୧୦: ବାଂଲାଦେଶର ରାଜଧାନୀ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ପରେ ସେଠାରୁ ସମସ୍ତ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୨ଟା୧୫...

ପାକିସ୍ତାନର Airstrikeରେ ଆଫଗାନିସ୍ତାନର ୩ କ୍ରିକେଟରଙ୍କ ମୃତ୍ୟୁ, ରାଗିଲେ ରଶିଦ

ଇସଲାମାବାଦ,୧୮।୧୦: ପାକିସ୍ତାନର ବିମାନ ଆକ୍ରମଣରେ ତିନି ଜଣ ଆଫଗାନିସ୍ତାନ କ୍ରିକେଟରଙ୍କ ସମେତ ଆଠ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପକଟିକା ପ୍ରଦେଶର ଉରଗୁନ ଅଞ୍ଚଳରେ ଘଟିଛି, ଯେଉଁଠାରେ କ୍ରିକେଟର କବୀର,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri