Home Left

ନଡ଼ିଆ ଗଛରୁ ପଡ଼ି ଚାଳିଗଲା ଛାତ୍ରଙ୍କ ଜୀବନ: ବିଭାଗୀୟ ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ତଳଗୋଲୁର ପଞ୍ଚାୟତ ସଦର ମହକୁମାରରେ ଅବସ୍ଥିତ ୟୁଜିଏଚ୍‌ଏସ୍‌ ବିଦ୍ୟାଳୟର ଜଣେ ଛାତ୍ର ନଡ଼ିଆ ଗଛରୁ ଖସିପଡି ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବିଦ୍ୟାଳୟର ହଷ୍ଟେଲରେ ରହି ସିଙ୍ଗାରଗୁଡି ଗ୍ରାମର…

New Rules From Feb 2025: ଆଜିଠାରୁ ବଦଳି ଯାଇଛି ଏହି ୫ ବଡ଼ ନିୟମ, ବ୍ୟାଙ୍କ-ଏଟିଏମ୍‌ଠାରୁ ଆରମ୍ଭ କରି UPI ବ୍ୟବହାରକାରୀମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୧।୨: ଫେବୃଆରୀ ୨୦୨୫ ଆରମ୍ଭ ହେବା ସହିତ, ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି। ATM ଟଙ୍କା ଉଠାଣ, UPI କାରବାର, ବ୍ୟାଙ୍କିଂ ନିୟମ, ଗ୍ୟାସ ସିଲିଣ୍ଡର ମୂଲ୍ୟ ଏବଂ କାର ମୂଲ୍ୟ ସହିତ ଜଡିତ ନୂତନ ନିୟମ ଫେବୃଆରୀ…

ଝାରସୁଗୁଡ଼ାରୁ ଲକ୍ଷ୍ନୌ ଉଡ଼ିଲା ବିମାନ

ଝାରସୁଗୁଡ଼ା,୧।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଶନିବାର ଷ୍ଟାର ଏୟାର ବିମାନ ସେବା ଆରମ୍ଭ ହୋଇଛି। ୭୬ଜଣ ଯାତ୍ରୀଙ୍କୁ ଧରି ଷ୍ଟାର ଏୟାରର ଏକ ଫ୍ଲାଇଟ ଝାରସୁଗୁଡାରୁ ଲକ୍ଷ୍ନୌ ଉଡାଣ ଭରିଛି। ଏହି ସେବା ଆସନ୍ତା ମାର୍ଚ୍ଚ…

ସରକାରୀ ଚାକିରିଆଙ୍କ ପାଇଁ ବଜେଟରେ ବଡ଼ ଘୋଷଣା, ପକେଟ ହେବ ଗରମ…

ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ର୍ନିମଳା ସୀତାରାମନ ଶନିବାର ସାଧାରଣ ବଜେଟ 2025-26 ରେ ଦେଶର ଅନେକ କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି। ଏହି ସମୟରେ ସେ ସରକାରୀ କର୍ମଚାରୀମାନଙ୍କର ପାଇଁ ବିଶେଷ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ସରକାରୀ କର୍ମଚାରୀଙ୍କ ପାଇଁ…

ଆକର୍ଷିତ କରୁଛି ଶତାୟୁ ବୃକ୍ଷ

କୋଟପାଡ଼,୧ା୨(କେ. ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସହର ମଧ୍ୟରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଏକ ବିରାଟ ଶତାୟୁ ତେନ୍ତୁଳି ବୃକ୍ଷ ଯୁବପିଢ଼ିଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି। ଏହି ବୃକ୍ଷର ଶାଖା ପ୍ରଶାଖା ପୂର୍ବରୁ ଯେଭଳି…

ରାଜ୍ୟ ପାଇଁ ହାତ ଖୋଲିଦେଲେ ଅର୍ଥମନ୍ତ୍ରୀ, ବାଣ୍ଟିଲେ ୧୪ଲକ୍ଷ ୨୨ହଜାର କୋଟି, ଓଡ଼ିଶାକୁ…

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କର ଅଷ୍ଟମ ବଜେଟରେ ସମସ୍ତଙ୍କୁ କିଛି ନା କିଛି ଉଫହାର ଦେଇଛନ୍ତି। କିନ୍ତୁ ବିଭିନ୍ନ ରାଜ୍ୟ ଉପରେ ଭଣ୍ଡାର ସମ୍ପୂର୍ଣ୍ଣ ଭାବରେ ଖୋଲି ଦେଇଛନ୍ତି। ଭାରତ ସରକାର ୨୦୨୫-୨୬ରେ ରାଜ୍ୟ ସରକାରଙ୍କୁ ୧୪ ଲକ୍ଷ ୨୨ହଜାର…

ହାଲ୍‌ ଠିକା ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସୁନାବେଡ଼ା,୧ା୨(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ହାଲ୍‌ କାରଖାନାରେ କାର୍ଯ୍ୟରତ ଠିକା ସୁରକ୍ଷା କର୍ମୀ ଶନିବାର କାର୍ଯ୍ୟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମସ୍ତ ସୁରକ୍ଷା କର୍ମୀ କାମ ବନ୍ଦ କରି ଟାଉନଶିପ୍‌ ସିକ୍ୟୁରିଟି ଅଫିସ ସାମ୍ନାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ,…

ଏମିତି କ’ଣ କହିଦେଲେ ନିର୍ମଳା ସୀତାରାମନ, ଟେବୁଲ ବାଡେଇବାକୁ ଲାଗିଲେ ମୋଦି, ଭିଡିଓ…

ନୂଆଦିଲ୍ଲୀ,୧।୨: ୨୦୨୫ ବଜେଟରେ ଅନେକ ବଡ଼ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ର୍ନିମଳା ସୀତାରାମନ କରଦାତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବଜେଟରେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ପାଇଁ ଟିକସ ଛାଡ଼ ପାଇଁ ବ୍ୟବସ୍ଥା କରାଯାଇଛି।…

ଏଭଳି ସ୍ତ୍ରୀ ସ୍ବାମୀଙ୍କ ପାଇଁ ବହୁତ୍‌….

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି। ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ ବିଷୟରେ କୁହାଯାଇଛି ଯାହାଙ୍କୁ ବିବାହ କଲେ ଯେକୌଣସି ପୁରୁଷର ଜୀବନ ଧନ୍ୟ…

ରାତିରେ କଦଳୀ ଖାଉଛନ୍ତି କି? ଜାଣନ୍ତୁ କ’ଣ ହୁଏ

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ।…

union budget 2025: ମଧ୍ୟବିତ୍ତଙ୍କ ପାଇଁ ଡ୍ରିମ୍‌ ବଜେଟ: ମୁଖ୍ୟମନ୍ତ୍ରୀ କହିଲେ…

ମୁମ୍ବାଇ,୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଜବରଦସ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ ମଧ୍ୟବିତ୍ତଙ୍କ ପାଇଁ ଡ୍ରିମ୍‌ ବଜେଟ କୁହାଯାଇପାରିବ। ସେଥିପାଇଁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପ୍ରକାଶ…

କମିବ ଆଳୁ-ପିଆଜ ଦର! ବଜେଟ୍‌ରେ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୧।୨: ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଆମର ଅର୍ଥନୀତି ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଗତ ୧୦ ବର୍ଷ ଧରି ଆମର ବିକାଶ ଟ୍ରାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?