କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୧୨୫ ଘର
କୋରାପୁଟ,୨୭/୭(ଅମିତାଭ ବେହେରା ): କୋରାପୁଟ ଜିଲାରେ ଶନିବାର ୯୪୯.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲାର ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୬୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଜିଲାର ଜୟପୁର ବ୍ଲକରେ ୧୨୯.୬ ମିମି,…
ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆକ୍ରାନ୍ତ
ରାୟଗଡ଼ା,୨୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକକୁ ବିଭିନ୍ନ ରୋଗ ପିଛା ଛାଡୁନି। ତେବେ ଖଣି କ୍ଷେତ୍ରରେ ବିଶ୍ୱରେ ପରିଚୟ ସୃଷ୍ଟି କରିଥିବା ଏହି ବ୍ଲକରେ ଆଜି ବି ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମିଳିଥିବା ସୂଚନାନୁସାରେ, କାଶୀପୁର ବ୍ଲକ ଅନ୍ତର୍ଗତ…
Paris Olympics 2024: ଫାଇନାଲରେ ସୁଟର ମନୁ ଭାକର
ନୂଆଦିଲ୍ଲୀ,୨୭।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି। ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ କ୍ୱାଲିଫାଇଂ ରାଉଣ୍ଡରେ ୫୮୦ ପଏଣ୍ଟ ସହ ତୃତୀୟ…
ରାଜ୍ୟ ସରକାରଙ୍କ ଉପରେ ରାଗିଗଲେ ପ୍ରମିଳା: କହିଲେ କିଛି ଜାଣି ନାହାନ୍ତି…
ଭୁବନେଶ୍ୱର,୨୭।୭: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ରାଜ୍ୟ ସରକାର କୌଣସି ବିଷୟ ଜାଣି ନାହାନ୍ତି କି ଜାଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବିଧାନସଭା ଚାଲିବା ସମୟରେ ବାହାର ନିୟମକୁ…
ଇଲେକ୍ଟ୍ରିକ ଗାଡ଼ି କିଣିଲେ ମିଳିବ ସବସିଡି; ସମୟସୀମା ବୃଦ୍ଧି କଲେ ସରକାର
ନୂଆଦିଲ୍ଲୀ,୨୭।୭: କେନ୍ଦ୍ର ସରକାର ‘ଇଲେକ୍ଟ୍ରିକ୍ ମୋବିଲିଟି ପ୍ରୋମୋସନ୍ ସ୍କିମ୍ ୨୦୨୪’ କୁ ଦୁଇମାସ ଅର୍ଥାତ୍ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ଭାରୀ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଦେଇଛି। ଶୁକ୍ରବାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି…
ଠିକାଦାର ଓ ଯନ୍ତ୍ରୀ ମଧୁଚଦ୍ରିକା: ବେଲଘର ଠାରେ ପୂର୍ତ୍ତ ବିଭାଗର ନିମ୍ନ ମାନର ଗାର୍ଡୱାଲ ନିର୍ମାଣ
ବାଲିଗୁଡ଼ା,୨୭ା୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ମାତୃଗାଁ ଠାରୁ ବେଲଘର ୨୭ କିଲୋମିଟର ଓ ବେଲଘର ଠାରୁ ଝିରିପାଣି ୧୧ କିଲୋମିଟର ରାସ୍ତା ବାଲିଗୁଡ଼ା ପୂର୍ତ୍ତ ବିଭାଗ ବିଭାଜନ ଅଧୀନରେ ରହିଛି। ଏହି…
ଟେନ୍ସନ୍ ବଢ଼ାଉଛି ଆଳୁ, ଗ୍ରାହକ ହଟହଟା
ଝରିଗାଁ,୨୭ା୭(କିଶୋର ଚନ୍ଦ୍ର ମଣ୍ଡଳ): ଧନୀ ହେଉକି ଗରିବ। ଘରର ନିତ୍ୟ ବ୍ୟବହାର୍ଯ୍ୟ ଆଳୁର ଦର ବୃଦ୍ଧି ଗ୍ରାହକଙ୍କୁ ଟେନ୍ସନ୍ ଦେଉଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଗତ କିଛି ସପ୍ତାହରେ ଆଳୁ ବସ୍ତା ପିଛା ଦର ୭୦୦ ଟଙ୍କା ଥିବା ବେଳେ…
୨ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗୋମାଂସ ଜବତ, ୩ ଅଭିଯୁକ୍ତ ଫେରାର
କୁଆଁରମୁଣ୍ଡା,୨୭।୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ତେତ୍ରାବାହାଲ ଗ୍ରାମର ଜଣଙ୍କ ଘର ପଛପଟେ ଶନିବାର ସକାଳେ ଏକ ବଳଦ କଟାଯିବା ସ୍ଥାନୀୟ ବଜରଙ୍ଗ ଦଳର ସଦସ୍ୟମାନେ ଖବର ପାଇଥିଲେ। ଏହାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିବା…
‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ କ’ଣ? ଯେଉଁଥିରେ ବିନା ବନ୍ଧକରେ ମିଳିଥାଏ ୨୦ ଲକ୍ଷର ଋଣ, ଜାଣନ୍ତୁ କିଏ ପାଇପାରିବେ ଲାଭ…
ନୂଆଦିଲ୍ଲୀ,୨୭।୭: ଦେଶର ଯୁବବର୍ଗଙ୍କୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ମୋଦି ସରକାର ୨୦୧୫ରେ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ ଆରମ୍ଭ କରିଥିଲେ। ଏହି ଯୋଜନା ଅଧିନରେ ନିଜର କାରୋବାର ଆରମ୍ଭ କରିବା ଅଥବା ବ୍ୟବସାୟ ବଢ଼ାଇବାକୁ ଇଚ୍ଛା ରଖିଥିବା ଯୁବକମାନଙ୍କୁ ବନ୍ଧକ ବିନା ୧୦…
‘ମୁଖ୍ୟମନ୍ତ୍ରୀ ବସ୍’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ
ତୁମୁଡ଼ିବନ୍ଧ,୨୭ା୭(ଦୀପକ କୁମାର ପରସେଠ): ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ୍(ପୂର୍ବରୁ ଲକ୍ଷ୍ମୀ ବସ୍) ଯୋଜନା ଆରମ୍ଭ କରିଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳର ସବୁକିଛି ବିକାଶ ହୋଇପାରିବ। ହେଲେ ଏହି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରୁ ଦୁଇ ପଞ୍ଚାୟତବାସୀ…
ଶ୍ରୀଲଙ୍କାରେ ଏ କ’ଣ ହେଲା? ସିରିଜ ଆରମ୍ଭ ପୂର୍ବରୁ ସର୍ବସମ୍ମୁଖରେ ଭାବବିହ୍ବଳ ହେଲେ ଗମ୍ଭୀର,Video
ନୂଆଦିଲ୍ଲୀ,୨୭।୭: ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତର ଆରମ୍ଭ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ମୁକାବିଲାରୁ ହେବାକୁ ଯାଉଛି। ଗମ୍ଭୀର ଏହି ସିରିଜ ସହ ହେଡ୍ କୋଚ୍ ଭାବେ ଇନିଂସ ଆରମ୍ଭ କରିବେ। ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଗତ ମାସରେ…
ନିର୍ବାଚନକୁ ଓହ୍ଲାଇବେ ପୂର୍ବତନ ଡିଜିପି, ଜଣାପଡ଼ିଲା ନୂଆ ପାର୍ଟିର ନାଁ
ମୁମ଼୍ବାଇ, ୨୭।୦୭: ମହାରାଷ୍ଟ୍ରର ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ଆଗାମୀ ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯଆଉଛନ୍ତି। ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ମୁମ୍ବାଇର ଭର୍ସୋଭା ଆସନରୁ ବିଧାନସଭା ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାପୂର୍ବରୁ ସେ ତାଙ୍କର…
Archives


