Home Left

ଖୋଲି କହିଦେଲେ Naveen Patnaik, ମୁଖ୍ୟମନ୍ତ୍ରୀ ଛାତିରେ ହାତ ରଖି କୁହ…

ଭୁବନେଶ୍ୱର,୧୫।୨: ସରଗରମ ରହିଛି ଆଜିର Odisha Assembly। ଦୁଇ ଦୁଇ ଥର ଗୃହ ମୁଲତବୀ ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଛି। ଏହି ସମୟରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା Naveen Patnaik। ନବୀନ କହିଛନ୍ତି,…

Video: ଚିଡିଆଖାନାର ତାରବାଡ଼ ଭିତରୁ ଝାମ୍ପିଲା ବାଘ, ଡରିବା ବଦଳରେ ପିଲାଟି କହିଲା- ଶାର୍ଟ ଫାଟିଗଲେ ମାମା ମାରିବ… 

ସାଧାରଣତଃ ପିଲାମାନେ ମା’ଙ୍କୁ ବହୁତ ଡରିଥାନ୍ତି। ପିଲାଟିଦିନରୁ ମା’ ହିଁ ତାର ସନ୍ତାନର ପ୍ରଥମ ଗୁରୁ ପାଲଟିଥାଏ। ଏହି ସମ୍ପର୍କକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଭିଡିଓରେ ଚିଡିଆଖାନାକୁ…

ଆସୁଛି ବର୍ଷା, ୮ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର,୧୫।୨: ଆସୁଛି ବର୍ଷା। ଖରାରୁ ମିଳିବ ତ୍ରାହି। ଫେବୃଆରୀ ଆରମ୍ଭରୁ ରାଜ୍ୟକୁ ଖରା ଲେଉଟିଥିବାବେଳେ ଶୀତ ଏକରକମ ଗାଏବ ହୋଇଯାଇଛି। ରାଜ୍ୟରେ ଆସନ୍ତା ୪ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବା ପରେ ୧୯ରୁ ୨୨ ତାରିଖ ଯାଏ ବିଭିନ୍ନ ଜିଲାରେ…

ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଏନ୍‌ଏସି ଅଧ୍ୟକ୍ଷ

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଶନିବାର ଅଚାନକ ସ୍ଥାନୀୟ ଆହାର କେନ୍ଦ୍ର ବୁଲି ଦେଖିଥିଲେ। ସେଠାରେ କିଭଳି ଖାଦ୍ୟ ମିଳୁଛି ସେ ନେଇ ଲୋକଙ୍କୁ ପଚାରିଥିଲେ। ଏଥିସହ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଭଞ୍ଜନଗର ଆହାର କେନ୍ଦ୍ରରେ…

ଗାଲେରି ଅଞ୍ଚଳରେ କାଉ ମଡ଼କ

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରି ଅଞ୍ଚଳରେ କିଛି ଦିନ ହେବ କାଉ ମଡକ ଦେଖାଦେଇଛି। ଗତ ୩ରୁ ୪ ଦିନ ମଧ୍ୟରେ ଶତାଧିକ କାଉଙ୍କର ମୃତ୍ୟୁ ହେଲାଣି। ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାଉ ଗୁଡ଼ିକର…

Manipur: ରାଷ୍ଟ୍ରପତି ଶାସନ ଜାରି ରହିଲେ ବିଧାୟକଙ୍କର କ’ଣ ହୁଏ? ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୨: ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ President’s Rule ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ରବିବାର ସେ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ, ଯାହା ପରେ ଭାଜପା ମୁଖ୍ୟମନ୍ତ୍ରୀ ଭାବରେ…

ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ୨ ସମିତିସଭ୍ୟ

ନିଶ୍ଚିନ୍ତକୋଇଲି,୧୫।୨(ଅଶୋକ ମହାପାତ୍ର): ପୁଣି ବିଜେଡିକୁ ଝଟ୍‌କା। ଭାଜପାରେ ମିଶିଲେ ୨ ପଞ୍ଚାୟତର ସମିତିସଭ୍ୟ। କଟକ ଜିଲା ମାହାଙ୍ଗା ଦାଉଦପୁର, ଦାଉଦପୁରର ସମିତିସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି। ସୁକରପଡ଼ାର ଅନେକ ବିଜେଡି କର୍ମୀ ମଧ୍ୟ ସାମିଲ ହୋଇଛନ୍ତି। ଭାଜପା ସମର୍ଥିତ ସୱାଧୀନ ବିଧାୟକଙ୍କ…

କୀଟନାଶକ ପିଇ ତୋଟାରେ ଜୀବନ ହାରିଲେ ବ୍ୟକ୍ତି, ପାଖରୁ ପୋଲିସ ଜବତ କଲା…

ହିଞ୍ଜିଳିକାଟୁ,୧୫ା୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖାଜିପଲ୍ଲୀ-ମୋହନାପଲ୍ଲୀ ମଧ୍ୟବର୍ତ୍ତୀ ଏକ ତୋଟାରେ ଶନିବାର ବ୍ୟକ୍ତି କୀଟନାଶକ ସେବନ କରି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମର ଗୋବିନ୍ଦ ସେଠୀ (୪୦)। ଖବର…

କୁମ୍ଭମେଳା ଯାଇ ଆସିଲା ବେଳକୁ ଘରେ ଯାହା ଦେଖିଲେ…

ବ୍ରହ୍ମପୁର,୧୫ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାର ୭ମ ଲାଇନ୍‌ରେ ଜଣେ ଘର ମାଲିକ ଓ ଭଡାଟିଆଙ୍କ ଘରୁ ୯ଲକ୍ଷ ଟଙ୍କାର ଗହଣା ଏବଂ ଟଙ୍କା ଏକ ଲୁଟେରା ଗ୍ୟାଙ୍ଗ ଲୁଟି ନେଇଛନ୍ତି। ଏ ନେଇ…

୨୮ ବର୍ଷ ପରେ ମିଳିଲା ପାପର ସଜା! କରିଥିଲେ ଏମିତି ଅପରାଧ ଶୁଣିଲେ ଲୋମ ଟାଙ୍କୁରି ଉଠିବ

ଫ୍ଲୋରିଡା,୧୫।୨: ୧୯୯୭ ମସିହାରେ ଏକ ଦମ୍ପତିଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଫ୍ଲୋରିଡାର ଜଣେ ୬୪ ବର୍ଷୀୟ ବ୍ୟକ୍ତି ଜେମ୍ସ ଡେନିସ ଫୋର୍ଡଙ୍କୁ ଗୁରୁବାର ଦିନ ଫାଶୀ ଦିଆଯାଇଥିଲା। ଏହା ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଫାଶୀ…

ରୁଷିଆର ରିଓ୍ବର୍ଟ ବ୍ରାଣ୍ଡ ବିୟର କ୍ୟାନ୍‌ରେ ମହାତ୍ମା ଗାନ୍ଧୀଙ୍କ ଫଟୋ, Viral Photo ଦେଖି ତାତିଲେ ଭାରତୀୟ, କାର୍ଯ୍ୟାନୁଷ୍ଠାନ ଦାବି…

ନୂଆଦିଲ୍ଲୀ,୧୫।୨: ରୁଷିଆର ଏକ ବିୟର ବ୍ରାଣ୍ଡ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି। ଓଡ଼ିଶାର ସାମାଜିକ ତଥା ରାଜନେତା ସୁପର୍ଣ୍ଣୋ ଶତପଥୀ ଦ୍ୱାରା ମହାତ୍ମାଙ୍କ ଫଟୋ…

ତାରାଙ୍କୁ ଚ୍ୟାଲେଞ୍ଜ କଲେ କୃଷ୍ଣ ପାତ୍ର, କହିଲେ ଭୋକ ବିକଳରେ…

ଭୁବନେଶ୍ୱର,୧୫ା୨: ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ଏବଂ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। କୃଷ୍ଣପାତ୍ର କଲେକ୍ସନରେ ମାତିଥିବା ତାରା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ରାଜ୍ୟର ଯେତେ ମହିଳା ଥିଲେ, ସମସ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?