ଅକ୍ଟୋବର ୧ରୁ ଫିଜିକ୍ସ ୱାଲାର ସ୍କଲାରଶିପ ପରୀକ୍ଷା
ଭୁବନେଶ୍ୱର,୪।୮: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ (କୋଚିଂ ସେଣ୍ଟର) ଫିଜିକ୍ସ ୱାଲାର ସର୍ବବୃହତ୍ ସ୍କଲାରଶିପ ପରୀକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୧ରୁ ଫିଜିକ୍ସ ୱାଲା ନ୍ୟାଶନାଲ ସ୍କଲାରଶିପ୍ କମ (କମନ) ଆଡମିସନ୍ ଟେଷ୍ଟ-୨୦୨୪ର ୩ୟ…
ଭୁବନେଶ୍ୱରରେ ବିଆଇଏସ୍ର ଦିନିକିଆ କର୍ମଶାଳା
ଭୁବନେଶ୍ୱର,୪।୮: ଭାରତୀୟ ମାନକ ବ୍ୟୁରୋ (ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଟାର୍ଡ ବା ବିଆଇଏସ୍)ର ଓଡ଼ିଶା ଶାଖା ପକ୍ଷରୁ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଓୟୁଟିଆର୍) ଠାରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଲେବର ଆଣ୍ଡ…
ବିଏସ୍ଏନ୍ଏଲର ବଡ଼ ଘୋଷଣା, ଆରମ୍ଭ କରିବ ୪ଜି ସେବା
ଭୁବନେଶ୍ୱର,୪।୮(ଅନୁରାଧା ମହାରଣା): ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ ଆଇଡିଆର ଶୁଳ୍କ ବୃଦ୍ଧି ପରେ ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍)ର ଗ୍ରାହକ ସଂଖ୍ୟା ବୃଦ୍ଧିପାଉଛି। ଅନ୍ୟପଟେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ବିଏସ୍ଏନ୍ଏଲ୍ କମ୍ପାନୀର ଘରୋଇ ୪ଜି…
ସରକାରଙ୍କୁ ଏନ୍ଏଚ୍ଆର୍ସି ନୋଟିସ
ନୂଆଦିଲ୍ଲୀ,୪ା୮: ଦିଲ୍ଲୀ ସରକାରଙ୍କ ପରିଚାଳିତ ଶେଲ୍ଟର ହୋମ୍ ଆଶା କିରନରେ ମାସକ ମଧ୍ୟରେ ୧୩ ପିଲାଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ଉଦ୍ବେଗ ପ୍ରକାଶ କରିଛନ୍ତି। କମିଶନ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ପରେ…
କଙ୍ଗନାଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ଶଙ୍କରାଚାର୍ଯ୍ୟ, କହିଲେ ମୁହଁ ଦେଖିଲେ ପାପ ଲାଗିବ…
ନୂଆଦିଲ୍ଲୀ,୪।୮: ଶଙ୍କରାଚାର୍ଯ୍ୟ ତାଙ୍କର ଏକ ବିବୃତ୍ତିରେ ଭାଜପା ଏମପି କଙ୍ଗନା ରଣାୱତଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ତାଙ୍କ ମୁହଁକୁ ଦେଖିବା ପାପ। କହିରଖୁଛୁ କି, ଶଙ୍କରଚାର୍ଯ୍ୟ କିଛି ବର୍ଷ ପୂର୍ବରୁ କଙ୍ଗନାଙ୍କ ଏକ ଟିପ୍ପଣୀ ଉପରେ ନୀରବତା…
କେବେଠୁ, କାହିଁକି ଆରମ୍ଭ ହୋଇଥିଲା ଟ୍ରାଫିକ୍ ଲାଇଟ୍ ବ୍ୟବସ୍ଥା, ଜାଣନ୍ତୁ ପୁୂରା ଘଟଣା
ଟ୍ରାଫିକ୍ ଲାଇଟ୍ପ୍ରତ୍ୟେକ ଟ୍ରାଫିକ୍ ପୋଷ୍ଟରେ ତିନୋଟି ରଙ୍ଗରଲାଇଟ୍ ବ୍ୟବସ୍ଥା ରହିଥାଏ। ଏହାର କାର୍ଯ୍ୟ କ’ଣ ମଧ୍ୟ ସମସ୍ତେ ଜାଣନ୍ତି। ଏମିତିକି ପୃଥିବୀର ଅନେକ ଦେଶରେ ଡିଜିଟାଲ୍ ଟ୍ରାଫିକ୍ ଲାଇଟ୍ କଣ୍ଟ୍ରୋଲ୍ ବ୍ୟବସ୍ଥା ବି କାର୍ଯ୍ୟକାରୀ ହେଉଛି। ହେଲେ ଜାଣନ୍ତୁ ଏହା କେବେଠାରୁ…
ଏୟାରଷ୍ଟ୍ରାଇକ୍ରେ କମାଣ୍ଡରଙ୍କ ସମେତ ୯ ମୃତ
ରାମାଲ୍ଲା/କାଇରୋ,୪ା୮: ଓ୍ବେଷ୍ଟ ବ୍ୟାଙ୍କରେ ଶନିବାର ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ରେ ହମାସ୍ କମାଣ୍ଡରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଇସ୍ଲାମିକ ଜିହାଦ ଯୋଦ୍ଧା ରହିଛନ୍ତି। ସେହିପରି ଅନ୍ୟ ଏକ ଆକ୍ରମଣରେ ୪ ଜଣ ବନ୍ଧୁକଧାରୀ ନିହତ ହୋଇଥିବା ଇସ୍ରାଏଲ୍ ସେନା…
ଜାଣନ୍ତୁ ବର୍ଷାରେ କେମିତି ରହିବେ ଫିଟ୍
ବର୍ତ୍ତମାନ କିଛିଦିନ ହେବ ଲାଗି ବର୍ଷା ରହୁଛି। ତେବେ ଭିଜିବାର କାରଣ ଯାହାହେଉ ନା କାହିଁକି, ଏହା ଯୋଗୁ ପରବର୍ତ୍ତୀ ସମୟରେ ଫ୍ଲୁ ସମସ୍ୟା ଦେଖାଦେଉଛି ଏବଂ ଏଥିପାଇଁ ଔଷଧ ଖାଇବାକୁ ପଡ଼ୁଛି । ହେଲେ ଆପଣ ଚାହିଁଲେ ଔଷଧ ପରିବର୍ତ୍ତେ…
ବନ୍ଧୁତା ଲୋଡ଼େନି ବୟସ: ସମବୟସ୍କଙ୍କ ସହ ନୁହେଁ ବରଂ ଅସହାୟ ବୃଦ୍ଧାବୃଦ୍ଧ ଏବଂ କୁନି ପିଲାଙ୍କ ସହ…
ବନ୍ଧୁତ୍ୱ ଏମିତି ଏକ ସମ୍ପର୍କ, ଯାହାକୁ ଭାଷାରେ ପ୍ରକାଶ କରିବାକୁ ଶବ୍ଦ ଅଣ୍ଟେନି କି ନିବିଡ଼ତା ମାପିହୁଏନି। ନା ଏଥିପାଇଁ ଆବଶ୍ୟକ ସହପାଠୀ, ସମବୟସ୍କ ବା କେହି ପରିଚିତ। ଏହି ମଧୁର ସମ୍ପର୍କ କେବେ କାହା ସହ ଯୋଡ଼ି ହୋଇଯାଏ, ଯେଉଁଥିପାଇଁ…
ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
ବାରିପଦା,୪।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଚାଷୀଙ୍କୁ କୁଇଣ୍ଟାଲ ପିଛା ଧାନର ଏମ୍ଏସ୍ପି ୩୧ଶହ…
ଅଗଷ୍ଟ ୯ରୁ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ’
ଭୁବନେଶ୍ୱର୪।୮(ଅନିଲ ଦାସ): ଭାଜପା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ଚାଷୀ ସମାବେଶ କରି ‘ଧନ୍ୟବାଦ ପ୍ରଧାନମନ୍ତ୍ରୀ ଓ ଧନ୍ୟବାଦ ମୁଖ୍ୟମନ୍ତ୍ରୀ’ କାର୍ଯ୍ୟକ୍ରମ କରିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ଉପରେ ଚାଷୀମାନଙ୍କୁ ଅବଗତ କରାଯିବ। ଆସନ୍ତା…
୨୦୪୦ ଯାଏ ବଢ଼ିବ ଭାରତର କର୍ମଜୀବୀ ଜନସଂଖ୍ୟା, ପ୍ରକାଶ ପାଇଲା ରିପୋର୍ଟ
ମାନିଲା, ୪।୮: ଆସନ୍ତା ୨୦୪୦ ଯାଏ ଭାରତର କର୍ମଜୀବୀ ଜନସଂଖ୍ୟାରେ ବୃଦ୍ଧି ଘଟିବ। ସେହିପରି ୨୦୫୦ ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଜୀବୀ ଜନସଂଖ୍ୟା ରହିଥିବ ବୋଲି ସଦ୍ୟ ପ୍ରକାଶିତ ଏସିଆନ୍ ଡେଭଲପ୍ମେଣ୍ଟାଲ ବ୍ୟାଙ୍କ(ଏଡିବି) ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୧ ଜନଗଣନା…
Archives


