Home Left

୪ ବିଧାୟକଙ୍କୁ ହାଇକୋର୍ଟ ନୋଟିସ

କଟକ,୬ା୮ (କାର୍ତ୍ତିକ ସାହୁ):୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ କେତେକ ମାମଲା ଦାଏର ହୋଇଛି। ହାଇକୋର୍ଟ ପର୍ଯ୍ୟାୟକ୍ରମେ ମାମଲାଗୁଡ଼ିକର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରୁଛନ୍ତି। ସେଥିମଧ୍ୟରୁ ୪ଟି ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ…

ରାଗିଗଲେ ଅଙ୍କିତା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅଙ୍କିତା ଲୋଖଣ୍ଡେ ଅନ୍ୟତମ। ଟିଭି ଇଣ୍ଡଷ୍ଟ୍ରିରେ ସେ ବହୁ ସଫଳତା ହାସଲ କରିଛନ୍ତି। ୨୦୨୧ ଡିସେମ୍ବରରେ ଅଙ୍କିତା ଉଦ୍ୟୋଗୀ ଭିକି ଜୈନଙ୍କୁ ବିବାହ କରିଥିଲେ। ଭିକି ଏବଂ ଅଙ୍କିତାଙ୍କ ଯୋଡ଼ିକୁ ଟିଭି ଇଣ୍ଡଷ୍ଟ୍ରିରେ…

ପରମାଣୁ ଯୁଦ୍ଧର ଭୟାବହତାକୁ ସ୍ମରଣ କରାଏ

ପ୍ରତିବର୍ଷ ଅଗଷ୍ଟ ୬ରେ ପାଳନ କରାଯାଇଥାଏ ହିରୋସିମା ଡେ’। ୧୯୪୫ମସିହାରେ ଆମେରିକା ଯେତେବେଳେ ଜାପାନର ହିରୋସିମା ସହର ଉପରେ ପରମାଣୁ ବୋମା ପକାଇଥିଲା ସେତେବେଳେ ଏହା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଏହି ଦୁଃଖଦ ଦିନକୁ ସ୍ମରଣ କରିବା ପାଇଁ ହିରୋସିମା ଦିବସ…

ଡେଥ୍‌ ଚ୍ୟାମ୍ବର ପାଲଟିଛି କୋଚିଂ ସେଣ୍ଟର

ନୂଆଦିଲ୍ଲୀ, ୬।୮: ଦିଲ୍ଲୀର ଓଲ୍‌ଡ ରାଜେନ୍ଦ୍ର ନଗର ଅଞ୍ଚଳରେ କୋଚିଂ ସେଣ୍ଟର ବେସ୍‌ମେଣ୍ଟରେ ପାଣି ପଶିଯିବାରୁ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାମଲାରେ ସର୍ବୋଚ୍ଚ…

ବିଜେଡି ନେତାଙ୍କ ଭିତରେ ରହୁନି ତାଳମେଳ

ବାରିପଦା,୬ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବିଜେଡି ସଂଗଠନରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ଆଗଧାଡ଼ିର ନେତାଙ୍କ ମଧ୍ୟରେ ତାଳମେଳ ରହୁ ନ ଥିବା ବେଳେ କର୍ମୀ ହତାଶ ହେବାରେ ଲାଗିଛନ୍ତି। କେହି ଦଳ ଛାଡ଼ି ଭାଜପା ଶିବିରକୁ ଲମ୍ଫ ଦେଇଥିବା ବେଳେ…

ରୋଜଭ୍ୟାଲି ଜମାକାରୀଙ୍କୁ ୧୨ କୋଟି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ

କୋଲକାତା,୬ା୮: ରୋଜଭ୍ୟାଲି ଗ୍ରୁପ୍‌ ଦ୍ୱାରା ଚିଟ୍‌ଫଣ୍ଡ ଠକେଇର ସମ୍ମୁଖୀନ ହୋଇଥିବା ଜମାକାରୀମାନଙ୍କୁ ୧୨ କୋଟି ଟଙ୍କାର ସମ୍ପତ୍ତି ଫେରାଇବା ପାଇଁ କୋଲକାତାର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରୋଜଭ୍ୟାଲିରେ ୧୪ଟି ସ୍ଥାୟୀ ଜମାରେ ଜମାକାରୀମାନେ ୧୧,୯୯,୩୫,୩୮୫.୬୦ କୋଟି ଟଙ୍କା ରଖିଥିଲେ। ଉକ୍ତ…

ଆଜି କିଶୋରଙ୍କ ଅଲିମ୍ପିକ୍ସ ପଦାର୍ପଣ

ଭୁବନେଶ୍ୱର,୬ା୮(ତପନ ସ୍ବାଇଁ):ଓଡ଼ିଶାର ଜାଭେଲିନ୍‌ ଥ୍ରୋ ପ୍ରତିଭା କିଶୋର ଜେନା ମଙ୍ଗଳବାର ଅଲିମ୍ପିକ୍ସରେ ପଦାର୍ପଣ କରିବେ। ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସେ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ଏଥର କିଶୋରଙ୍କ ସମେତ ହକି ଖେଳାଳି ଅମିତ ରୋହିଦାସ ଅଲିମ୍ପିକ୍ସରେ ଅଂଶଗ୍ରହଣ…

ସେପ୍ଟେମ୍ବରରେ କଶ୍ମୀର ନିର୍ବାଚନ

ଜମ୍ମୁ, ୬।୮: ଆସନ୍ତା ସେପ୍ଟେମ୍ବରରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ କହିଛନ୍ତି। ସୋମବାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁସ୍ଥିତ ବାନା ସିଂ ଷ୍ଟାଡିୟମରେ…

ଦିନକରେ ନିବେଶକ ହରାଇଲେ ୧୫ଲକ୍ଷ କୋଟି

ମୁମ୍ବାଇ,୬ା୮:ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ଏବଂ ଦରବୃଦ୍ଧି ଯୋଗୁ ଭାରତୀୟ ଷ୍ଟକ୍‌ ମାକେର୍ଟରେ ସୋମବାର ଏକ ବଡ଼ଧରଣର ହ୍ରାସ ଘଟିଛି। ଏପରିକି ଘରୋଇ ଶେୟାର ବଜାର କାରବାରର ପ୍ରଥମ ଦିନ ବା ଦିନକରେ ନିବେଶକ ୧୫ ଲକ୍ଷ କୋଟିରୁ ଅଧିକ…

ଭାରତ-ବାଂଲାଦେଶ ଟ୍ରେନ୍‌ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୬ା୮:ଭାରତରୁ ବାଂଲାଦେଶକୁ ଯାଉଥିବା ସମସ୍ତ ଟ୍ରେନ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ପଡ଼ୋଶୀ ଦେଶରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶକୁ ଦୃଷ୍ଟିରେ ରଖି ସୋମବାର ଏହି ନିଷ୍ପତ୍ତି ନିଆଯାଇଥିବା ରେଲଓ୍ବେ ଅଧିକାରୀମାନେ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟରୁ…

କଥା ଗୋଟିଏ, କାମ ଆଉ ଗୋଟିଏ: ଭାଇରାଲ ହେଉଛି ଅସ୍ମିତା ପ୍ରସଙ୍ଗ

ଭୁବନେଶ୍ୱର,୬ା୮(ଅନିଲ ଦାସ):ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାରେ ଆଶାନୁରୂପ ପରିବର୍ତ୍ତନ ଘଟୁନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ପୋଷ୍ଟ ଭାଇରାଲ ହେଉଥିବା ଲକ୍ଷ୍ୟ କରାଯାଉଛି। ଅସ୍ମିତା ଶବ୍ଦ ବ୍ୟବହାର କରି ନିର୍ବାଚନରେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସେହି ଅସ୍ମିତାକୁ ଜଳାଞ୍ଜଳି…

୫ ହଜାରରୁ ଅଧିକ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ଭରସା ଖୁସିରେ ଫେରିଲେ ଲୋକ

ଭୁବନେଶ୍ୱର,୫।୮: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କୁ ଶୁଣିବାର ଧାରା ଜାରି ରଖିଛନ୍ତି।ସୋମବାର ମୁଖ୍ୟମନ୍ତ୍ରୀ ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ଲୋକଙ୍କୁ ଆଶ୍ୱାସନା ଦେବା ଓ ସମସ୍ୟା ସମାଧାନ ହେବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri