ବାଂଲାଦେଶରେ ହଇଚଇ: ୟୁନୁସ୍ଙ୍କୁ ଅଲ୍ଟିମେଟମ୍ ଦେଲେ ଆନ୍ଦୋଳନକାରୀ, ଯଦି ଏପରି ନ ହୁଏ…
ଢାକା,୧୭।୨: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପୁଣି ଥରେ ବୃଦ୍ଧି ପାଇଛି। ଶେଖ ହାସିନାଙ୍କୁ କ୍ଷମତାରୁ ବାହାର କରିଥିବା ଛାତ୍ର ପ୍ରତିବାଦକାରୀମାନେ ପୁଣିଥରେ ହିଂସାତ୍ମକ ହେବାର ସଙ୍କେତ ଦେଖାଉଛନ୍ତି। ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଉପରେ ବିଏନପି ଏବଂ ଛାତ୍ର ଆନ୍ଦୋଳନ…
ଅତିଥି ଭବନରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ: ୨ ସହଯୋଗୀ ଅଟକ
ପାରାଦୀପ,୧୭।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ସନ୍ତୋଷୀ ପ୍ଲାଜା ନାମକ ଏକ ଘରୋଇ ଅତିଥି ଭବନରେ ସୋମବାର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ସୁମନ କନ୍ନର। ଏହି ଘଟଣାରେ ପାରାଦୀପ ଆଦର୍ଶ ଥାନା ପୋଲିସ ୨ଜଣକୁ…
ମେଗା ପାନୀୟ ଜଳ ପ୍ରକଳ୍ପ ସୁରକ୍ଷା କର୍ମୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଆନନ୍ଦପୁର,୧୭l୨(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ପୌରପରିଷଦ ୨ ନମ୍ବର ୱାର୍ଡ ପଦ୍ମପୁର ଗାଁର ଶୁକଦେବ ସାହୁ ସ୍ଥାନୀୟ ମେଗା ପାନୀୟ ଜଳପ୍ରକଳ୍ପ ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିଲେ। ତେବେ ଗତ ରବିବାର ସନ୍ଧ୍ୟାରୁ…
ବୋଷ-ଆଇନଷ୍ଟାଇନ ଘନୀଭବନ ତତ୍ତ୍ୱ
ଏହି ଅବସ୍ଥାକୁ ‘ବୋଷ-ଆଇନଷ୍ଟାଇନ ଘନୀ ଭବନ’ କୁହାଯାଏ। ଏହା ବିଭିନ୍ନ ତରଳ କିମ୍ବା ଗ୍ୟାସୀୟ ଅବସ୍ଥା ନୁହେଁ। ଏହା ହେଉଛି ପଦାର୍ଥର ଗୋଟିଏ ନୂତନ ଅବସ୍ଥା। ବୋଷ-ଆଇନଷ୍ଟାଇନ୍ ଘନୀଭବନ ହେଉଛି ପଦାର୍ଥ ବିଜ୍ଞାନର ଏକ ଉଲ୍ଲେଖନୀୟ ସିଦ୍ଧାନ୍ତ। ଏଥିପାଇଁ ପଦାର୍ଥ ବିଜ୍ଞାନରେ…
ଅର୍ଥ ଆଦାୟ, ଧର୍ମାନ୍ତରୀକରଣ ଷଡଯନ୍ତ୍ର ଅଭିଯୋଗ, ଭାଜପା ନେତାଙ୍କୁ ବିରୋଧ
ବଣାଇଁ, ୧୭।୨(ପ୍ରଦୀପ ତ୍ରିପାଠୀ): ବଣାଇଁ ଉପଖଣ୍ଡ କିଷାନ ସମାଜ ପକ୍ଷରୁ ତାଙ୍କ ଜାତିକୁ ଆଳ କରି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏକ ଜାତି ଭିତ୍ତିକ ସଂଗଠନ କରି ଅର୍ଥ ଆଦାୟ କରିବା ନେଇ ଆଜି ବିରୋଧ ପ୍ରଦର୍ଶନ କରାଯିବା ସହ ବଣାଇଁ…
ଅଶାନ୍ତ ହେବାରେ ଲାଗିଛି ତୋଟାପଡ଼ା: ଗୋଷ୍ଠୀ ସଂଘର୍ଷରୁ ୩ ଆହତ
ଘଣ୍ଟେଶ୍ୱର,୧୭ା୨(ବିପିନ ଦାଶ): ଅଶାନ୍ତ ହୋଇ ପଡ଼ିଛି ଭଦ୍ରକ ଜିଲା ଚାନ୍ଦବାଲି ବାଁଶ ଥାନା ତୋଟାପଡ଼ା ଅଞ୍ଚଳ। ଦୁଇ ଦିନ ପୂର୍ବରୁ ଛୁରାମାଡ଼ ଘଟଣା ଲିଭି ନଥିବା ବେଳେ ପୁଣି ରବିବାର ଏକ ଲୋମହର୍ଷକ ଘଟଣା ଘଟିଛି। ତୋଟାପଡ଼ା ଛକରେ ଗୋଷ୍ଠୀ ସଂଘଷ…
ଏହିଦିନ ଶପଥ ନେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନୂଆ ଚେହେରାକୁ ନେଇ…
ନୂଆଦିଲ୍ଲୀ,୧୭।୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତେ ଜାଣନ୍ତି। ଶାସକ ଆମ ଆଦମୀ ପାର୍ଟିକୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି ନିର୍ବାଚନରେ ବିଜୟୀ ହୋଇଛି। ନିର୍ବାଚନ ଫଳାଫଳ ଫେବୃଆରୀ ୮ତାରିଖରେ ପ୍ରକାଶ ପାଇଥିଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା…
ଦିଲ୍ଲୀ-ଏନସିଆରରେ ଭୂକମ୍ପ ପରେ ଆସିପାରେ ‘ଆଫ୍ଟରଶକ୍’, କେନ୍ଦ୍ର ଜାରି କଲା ଚେତାବନୀ
ନୂଆଦିଲ୍ଲୀ,୧୭।୨: ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହା ପରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଏହି ସମୟରେ, କେନ୍ଦ୍ର ସରକାର ପୁଣିଥରେ ଦିଲ୍ଲୀରେ ‘ଆଫ୍ଟରଶକ’ ଅର୍ଥାତ ଭୂକମ୍ପର ମୃଦୁ କମ୍ପନ ବିଷୟରେ ଚେତାବନୀ ଦେଇଛନ୍ତି। ଏଥିପାଇଁ ଲୋକମାନଙ୍କୁ ଶାନ୍ତ…
୩୨ ଜିଲା ମୁଖ୍ୟ ହସ୍ପିଟାଲରୁ ୧୨ଟିରେ ନାହିଁ ICU ବ୍ୟବସ୍ଥା: ମନ୍ତ୍ରୀ
ଭୁବନେଶ୍ୱର,୧୭।୨: ଆର୍ଥିକ ବର୍ଷ ୨୦୨୫-୨୬ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ବଜେଟ ପୂର୍ବରୁ ବିଧାନସଭାରେ ଅନୁଷ୍ଠିତ ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଲିଖିତ ଉତ୍ତର ରଖିଛନ୍ତି। ଉତ୍ତରରେ ରାଜ୍ୟର…
ଛାତ୍ରୀଙ୍କ ଆତ୍ମହତ୍ୟା ପରେ KIIT ଛାଡ଼ିଲେ ନେପାଳୀ ଛାତ୍ରୀଛାତ୍ର
ଭୁବନେଶ୍ୱର,୧୭ା୨: କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ନେପାଳୀ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଯାଇଛି। କୁହାଯାଉଛି, ଏହି ଛାତ୍ରୀଛାତ୍ରଙ୍କୁ ଜୋର୍ ଜବରଦସ୍ତ କଟକ ରେଲଓ୍ବେ ଷ୍ଟେଶନରେ ଛଡ଼ାଯାଇଛି। ସୁରକ୍ଷାକର୍ମୀମାନେ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆତ୍ମହତ୍ୟା ପରେ କ୍ୟାମ୍ପସ୍ରେ ଉତ୍ତେଜନା…
ଚାଇନା ଆମର ଶତ୍ରୁ ନୁହେଁ! ପୁଣି ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା
ନୂଆଦିଲ୍ଲୀ,୧୭।୨: କଂଗ୍ରେସ ବିଦେଶୀ ୟୁନିଟ ମୁଖ୍ୟ ସାମ ପିଟ୍ରୋଡା ଏକ ଦାବି କରି ନୂତନ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଚାଇନାଠାରୁ ଆସୁଥିବା ବିପଦ ପ୍ରାୟତଃ ଅତିରଞ୍ଜିତ କରି କୁହାଯାଇଥାଏ। ସେ ପରାମର୍ଶ ଦେଇଥିଲେ ଯେ ଭାରତ ଚାଇନାକୁ…
ରାମଚଣ୍ଡୀ ମହୋତ୍ସବର ଶୁଭାରମ୍ଭ କଲେ ମନ୍ତ୍ରୀ: ମୁଖ୍ୟ ଆକର୍ଷଣ ହେଲେ ବର୍ଣ୍ଣାଳୀ ହୋତା
ଛତ୍ରପୁର,୧୭।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ମା’ ରାମଚଣ୍ଡୀ ମନ୍ଦିର ପକ୍ଷରୁ ଆୟୋଜିତ ରାମଚଣ୍ଡୀ ମହୋତ୍ସବ-2025 ଉଦ୍ଘାଟିତ ହୋଇଯାଇଛି। ମହୋତ୍ସବର ଉଦ୍ଘାଟନୀ ସାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଓ ନୃତ୍ୟ ଶିଳ୍ପୀଙ୍କ ଲୋକନୃତ୍ୟ ସଙ୍ଗୀତରେ ପୀଠ ପରିସର ମୁଖରିତ ହୋଇ ଉଠିଥିଲା। ଉଉତ୍ସବକୁ…

