ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା ସହ ସୁନା ଗହଣା
ଝାରସୁଗୁଡ଼ା,୨୩।୧୦: ଝାରସୁଗୁଡ଼ା ଜିଲା ଲଇକେରା ଥାନା କୁଅଁରମାଲ ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଘର ଲୋକଙ୍କୁ ବାନ୍ଧି ବନ୍ଧୁକ ଏବଂ ଭୁଜାଲି ଦେଖାଇ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ୪ଜଣ ମୁଖାପିନ୍ଧା...
ରାଜଧାନୀରେ ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ନିହତ
ନୂଆଦିଲ୍ଲୀ,୨୩।୧୦: ଦିଲ୍ଲୀରେ ଏକ ବଡ଼ ଏନ୍କାଉଣ୍ଟର ହୋଇଛି। ଏନ୍କାଉଣ୍ଟରରେ ବିହାରର ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟରକ ତଥା ସିଗମା ଗ୍ୟାଙ୍ଗର ୪ଜଣ ଅପରାଧୀ ନିହତ ହୋଇଛନ୍ତି। ଅଭିଯୁକ୍ତମାନେ ପୋଲିସ ଉପରକୁ ଫାୟାରିଂ ବେଳେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ପୋଲିସ...
ମହାପ୍ରଭୁଙ୍କ ଆରମ୍ଭ ନାହିଁ କି ଶେଷ ନାହିଁ, ସେ ଆମ ସମସ୍ତଙ୍କ ସୃଷ୍ଟିକର୍ତ୍ତା: ତଥାଗତ
ପୁରୀ, ୨୩ା୧୦(ଅଜିତ୍ କୁମାର ମହାନ୍ତି): ପୁରୀରେ ମହାପ୍ରଭୁ ଅବସ୍ଥାନ କରନ୍ତି। ତାଙ୍କର ଧର୍ମ ନାହିଁ କି ଅନ୍ତ ନାହିଁ। ସେ ଗୋଟିଏ ଠାକୁର, ଯାହାର ଆରମ୍ଭ ନାହିଁ କି ଶେଷ ନାହିଁ। ସେ ଆମ ସମସ୍ତଙ୍କ ମା’ ଏବଂ ବାପା,...
ମଳଦ୍ୱାରରେ ଭାକ୍ୟୁମ୍ କ୍ଲିନର ମେଶିନ ଲାଗି ଯୁବକଙ୍କ ମୃତ୍ୟୁ
ଯାଜପୁର,୨୩ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଲିଖୁଣ୍ଟା ନିକଟରେ ଥିବା ହ୍ୟୁଣ୍ଡାଇ କାର ଶୋ’ରୁମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋ’ ରୁମ୍ର କାର୍ ଓ୍ବାଶିଂ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ...
୧୯ ଜିଲାକୁ ମିଳିବ ଅତିରିକ୍ତ ପୋଷଣଯୁକ୍ତ ଚାଉଳ
ଭୁବନେଶ୍ୱର,୨୩ା୧୦(ରବିନାରାୟଣ ଜେନା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍ଏଫ୍ଏସ୍ଏସ୍)ରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ୩ ମାସର ପୋଷଣଯୁକ୍ତ ଚାଉଳ(ଫର୍ଟିଫାଏଡ୍ ରାଇସ୍) ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବରରୁ ନଭେମ୍ବର ତିନିମାସ ପାଇଁ...
ୟୁନିଟ-୧ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୨୬ ଦୋକାନ, ୫ ଗୋଦାମ ଜଳିଗଲା
ଭୁବନେଶ୍ୱର,୨୩ା୧୦(ସତ୍ୟଜିତ ରାଉତ): ଭୁବନଶ୍ୱର ୟୁନିଟ-୧ ପରିବା ମାର୍କେଟରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୨୬ ଦୋକାନ ଓ ପ୍ରାୟ ୫ଟି ପରିବା ଗୋଦାମ ଜଳିଯାଇଛି। ଆଉ କିଛି ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ କ୍ଷୟକ୍ଷତି ଆକଳନ କରାଯାଇ...
ବିବାହର ପ୍ରତିଶ୍ରୁତି ଦେଇ ମହିଳା ଏସ୍ଆଇଙ୍କୁ ବଳାତ୍କାର, ସୁବେଦାର ଗିରଫ
ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍ ରାଉତ): ଜଣେ ମହିଳା ସବ୍-ଇନ୍ସପେକ୍ଟର (ଏସ୍ଆଇ)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ବୁଧବାର ଜଣେ ସୁବେଦାରଙ୍କୁ ଗିରଫ କରିଛି। ସେ ହେଲେ ତୋଷବନ୍ତ ଆଚାର୍ଯ୍ୟ। ତାଙ୍କ ଘର କନ୍ଧମାଳ ଜିଲାରେ...
ଘରକୁ ଫେରିବା ବାଟରେ ଆକ୍ରମଣ କଲା ମହୁମାଛି, ଜୀବନ ବଞ୍ଚାଇବା ପାଇଁ ବୃଦ୍ଧ ପାଣିକୁ ଡେଇଁବାରୁ ଘଟିଲା…
ଝରିଗାଁ,୨୨ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଲି ଗ୍ରାମର ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ବାରବାକୁଲି ଗ୍ରାମର ପଦୁ ସାନ୍ତା(୫୫) କୌଣସି ଏକ କାମରେ ଫୁଫୁଗାଁ ଯାଇଥିଲେ।...
ମାତ୍ର ୬ ମିନିଟ୍ରେ ୭୭୦୦ ଟଙ୍କା ଶସ୍ତା ହେଲା ସୁନା, ବର୍ଷର ସବୁଠୁ ବଡ଼ ହ୍ରାସ ପରେ…
ନୂଆଦିଲ୍ଲୀ,୨୨।୧୦: ହଠାତ ହ୍ରାସ ପାଇଲା ସୁନା ଦର। ଜିଓ ପଲିଟିକାଲ୍ ଏବଂ ବାଣିଜ୍ୟ ଉତ୍ତେଜନା ହ୍ରାସ, ପର୍ବପର୍ବାଣୀରେ ଚାହିଦା ହ୍ରାସ ଏବଂ ନିବେଶକଙ୍କ ଦ୍ୱାରା ଲାଭ ବୁକିଂ ଯୋଗୁ ସୁନା ମୂଲ୍ୟରେ ଆଖିଦୃଶିଆ ହ୍ରାସ ଘଟିଛି। ବୁଧବାର ସା ୫ଟାରେ...
ବଢୁଛି ବିଧାୟକଙ୍କ ଲୋକପ୍ରିୟତା: ଭାଜପାରେ ମିଶିଲେ ୫ ବିଜେଡି ସରପଞ୍ଚ
ଭଞ୍ଜନଗର,୨୨ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ବୁଧବାର ବିରୋଧୀ ଦଳର ବହୁ କର୍ମୀଙ୍କ ସମେତ ବିଜେଡି ସମର୍ଥିତ ୫ ଜଣ ସରପଞ୍ଚ ଓ ସମିତିସଭ୍ୟ ଦଳ ଛାଡ଼ି...
ନୀରଜ ଚୋପ୍ରାଙ୍କୁ ଧୋନୀଙ୍କ ଭଳି ସମ୍ମାନ: ଭାରତୀୟ ସେନାରେ ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ
ନୂଆଦିଲ୍ଲୀ,୨୨।୧୦: ଭାରତର ଗୋଲ୍ଡେନ୍ ବୟ ଭାବରେ ଜଣାଶୁଣା ଜାଭେଲିନ ଥ୍ରୋ ତାରକା ନୀରଜ ଚୋପ୍ରାଙ୍କୁ ଏକ ବଡ଼ ସମ୍ମାନ ମିଳିଛି। ଦେଶ ପ୍ରତି ତାଙ୍କର ଅବଦାନ ପାଇଁ, ତାଙ୍କୁ ଟେରିଟୋରିଆଲ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରାଯାଇଛି।...
ବଟେଶ୍ୱର ପୀଠକୁ ୪୦ ଫୁଟର ନୂଆ ରାସ୍ତା, ଏଣିକି ରହିବନି…
ଗଞ୍ଜାମ,୨୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ଜିଲା ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ପୀଠକୁ ପର୍ଯ୍ୟଟକଙ୍କ ଭିଡ଼ ପ୍ରବଳ ହୋଇଥାଏ। ବିଶେଷକରି କାର୍ତ୍ତିକ ମାସ ସୋମବାର ଓ କାର୍ତ୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ଯାତ୍ରା ପାଇଁ...
Archives


