Home Left

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ରାଜନୀତି ସରଗରମ: ଅଚ୍ୟୁତଙ୍କ ଗିରଫ ଦାବି କଲେ ବାବୁ

ଭୁବନେଶ୍ୱର,୧୮।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତଘଟଣା ପରେ ଉତ୍ତେଜନା ଲାଗିରହିଛି । ଏହି ଘଟଣାକୁ ନେଇ ଭାଜପା ବିଧାୟକ ବାବୁ ସିଂ କିଟ୍‌ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ଗିରଫ ଦାବି କରିଛନ୍ତି। କିଟ ପରି ଗଛକୁ କିଏ ହୃଷ୍ଟ ପୃଷ୍ଟ…

ମହାରାଷ୍ଟ୍ରରେ ଟଣାଭିଡା! ଶିନ୍ଦେ କରୁଛନ୍ତି ଅଲଗା ବୈଠକ, ସେପଟେ ଫଡନଭିସ ନେଲେଣି ୨୦ ବିଧାୟକଙ୍କୁ ନେଇ…

ମୁମ୍ବାଇ,୧୮।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ। ଫଡନଭିସ ସରକାରଙ୍କ ସାମ୍ପ୍ରତିକ ନିଷ୍ପତ୍ତିରୁ ଏହା ଅନୁମାନ କରାଯାଇପାରିବ। ସୋମବାର ଫଡନଭିସ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀର ୨୦ ଜଣ ଶିବସେନା ବିଧାୟକଙ୍କ ସୁରକ୍ଷାକୁ…

ଧମକ ଦେଲେ ଶେଖ ହସିନା: କହିଲେ, ସବୁର ପ୍ରତିଶୋଧ ନେବି

ଢାକା,୧୮।୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୟୁନୁସ ସରକାରଙ୍କୁ ଧମକ ଦେଇଛନ୍ତି। ସେ ପ୍ରଦର୍ଶନକାରୀଙ୍କ ଆକ୍ରମଣରେ ପ୍ରାଣ ପୋଲିସ କର୍ମଚାରୀଙ୍କ ସ୍ତ୍ରୀମାନଙ୍କ ସହିତ ଏକ ଭର୍ଚୁଆଲ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ବାଂଲାଦେଶରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ…

ଆଇଏସ-ସିବିଆଇ ଅଧିକାରୀଙ୍କ ଭିତରେ କଥା କଟାକଟି:  ଚିହିଁକି ଉଠିଲେ ବିଷ୍ଣୁପଦ, କହିଲେ ଡାକିକି  ମୋତେ ପଚାରୁଛନ୍ତି …

ଭୁବନେଶ୍ୱର,୧୮।୨: IAS ବିଷ୍ଣୁପଦ ସେଠୀଙ୍କ ଘରେ ମଙ୍ଗଳବାର ସକାଳୁ ସକାଳୁ ସିବିଆଇ ରେଡ ହୋଇଥିବା ସୂଚନା ମିଳିଛି । ସିବିଆଇର ୮ ଜଣିଆ ଟିମ ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ରେଡ କରିଛନ୍ତି। ତେବେ ସିବିଆଇ ରେଡ ବେଳେ ଆଇଏସ…

ଅସ୍ଥି କଳସ ନେଇ ବଜେଟ ଅଧିବେଶନରେ ପ୍ରବେଶ କଲେ ବିଧାୟକ

ଲକ୍ଷ୍ନୌ,୧୮।୨: ମଙ୍ଗଳବାରଠାରୁ ଉତ୍ତର ପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହା ଚଳିତ ବର୍ଷର ପ୍ରଥମ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ହଟ୍ଟଗୋଳ କରିବା ଆରମ୍ଭ କରିଦେଲେ। ଜଣେ ଏସପି ନେତା ଅସ୍ଥି କଳସ ସହିତ…

ଗଣଶିକ୍ଷା ବିଭାଗର ବିଚିତ୍ର ନୀତି: ଗୋଟିଏ ଚୌକିରେ ୨ ଅଧିକାରୀ

ପୁରୁଷୋତ୍ତମପୁର,୧୮।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ବିଭାଗୀୟ କାର୍ଯ୍ୟାଳୟରେ ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି। ଯାହାକି ଶିକ୍ଷା ଅଧିକାରୀ (ବିଇଓ) ପଦବୀ ଗୋଟିଏ ରହିଥିବା ବେଳେ ବର୍ତ୍ତମାନ ଏଠାରେ ଦୁଇଜଣ ଅଫିସର କିଶୋର କୁମାର ବେହେରା ଓ…

ସମ୍ବଲପୁର: ୪୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୦ ହଜାର ୭୨୨ ଛାତ୍ରୀଛାତ୍ର

ସମ୍ବଲପୁର,୧୮ା୨(ପ୍ରମୋଦ ବହିଦାର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ବାର୍ଷିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ସାଢ଼େ ୯ଟାରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ…

ବଲିଉଡରେ ଏଣ୍ଟ୍ରି କରିବେ ସାନିଆ ମିର୍ଜାଙ୍କ ପୁଅ! ଏହି ଫିଲ୍ମ ମେକର ଦେଲେ…

ମୁମ୍ବାଇ,୧୮।୨: ଫରାହ ଖାନ YouTubeରେ କୁକିଂ ବ୍‌ଲଗ ତିଆରି କରନ୍ତି। ନିକଟରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ତାଙ୍କ ଭିଡିଓରେ ଦେଖିବାକୁ ମିଳିଥିଲା। ସାନିଆଙ୍କୁ ତାଙ୍କ ପୁଅ ଇଜାନଙ୍କ ସହିତ ଦେଖିବାକୁ ମିଳିଥିଲା। ଏହି ବ୍ଲଗରେ ସାନିଆ ଏକ କାହାଣୀ ବର୍ଣ୍ଣନା…

ବରିଷ୍ଠ ନାଗରିକ ହଡ଼ା ବଳଦ ନୁହଁନ୍ତି, ସମାଜ ଗଠନର କର୍ଣ୍ଣଧାରକ:ଆଇପିଏସ ରାକେଶ

ହାଟଡିହୀ,୧୮l୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟକର୍ତ୍ତାଙ୍କୁ ନେଇ ମଙ୍ଗଳବାର ନନ୍ଦିପଦା ଥାନା ଆଇପିଏସ ଅଧିକାରୀ ରାକେଶ କୁମାର ସାହୁ ହାଟଡିହୀ ହାଇସ୍କୁଲ ଠାରେ ମଙ୍ଗଳବାର ଆୟୋଜିତ ବୈଠକରେ ସମ୍ପ୍ରତ୍ତି ସମାଜରେ ବିଭିନ୍ନ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ବାବଦରେ…

ଗୃହରେ ଉଠିଲା କିଟ୍‌ ଝଡ଼: ବିଜେଡିକୁ ଟାର୍ଗେଟ କଲା ଭାଜପା, ‘ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ’….

ଭୁବନେଶ୍ୱର,୧୮।୨: ଗୃହରେ ଉଠିଲା କିଟ୍‌ ଝଡ଼ । କିଟ୍‌ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ। ଭାଜପା ବିଧାୟକ କହିଛନ୍ତି, କିଟ୍‌ରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିଟ୍‌ ମାଲିକ କେଉଁ ଦଳର ଥିଲେ,…

ଋଷିକୁଲ୍ୟା ପରେ ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ଆରମ୍ଭ: ଅଣ୍ଡା ସଂଗ୍ରହ କଲା ବନ ବିଭାଗ

ରାଜନଗର, ୧୮ା୨( ଭାସ୍କର ରାଉତରାୟ ): ଅଲିଭ୍‌ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ରୂପେ ପରିଚିତ ଗହୀରମଥାରେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗହୀରମଥାର ନାସୀ-୨, ପେଣ୍ଠ, ଜଉଡିଆ, ହବାଳିଖଟି ଆଦି ସ୍ଥାନରେ ଅଲିଭ୍‌ ରିଡ୍‌ଲେ କଇଁଛ ବିକ୍ଷିପ୍ତ ଭାବେ…

ଭୁବନେଶ୍ୱରରେ ନେପାଳୀ ଛାତ୍ରୀଙ୍କ ପରିବାର ଲୋକେ: ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ…

ଭୁବନେଶ୍ୱର,୧୮।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତଘଟଣା ପରେ ଉତ୍ତେଜନା ଲାଗିରହିଛି । ମଙ୍ଗଳବାର ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ହେବ । ତେବେ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦକୁ ଅପେକ୍ଷା କରାଯାଇଛି। ଏ ନେଇ ଭୁବନେଶ୍ୱର ଏମ୍ସରେ ଛାତ୍ରୀଙ୍କ ପରିବାର ଲୋକ ପହଞ୍ଚଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?