Home Left

ପିଲାଙ୍କୁ ଡାଏବେଟିସ୍‌ରୁ କେମିତି କରିବେ ରକ୍ଷା: ଏହି ୫ ଜିନିଷ ଉପରେ ଦିଅନ୍ତୁ ଧ୍ୟାନ

ଡାଏବେଟିସ୍‌ ଏବେ କେବଳ ବୟସ୍କଙ୍କୁ ନୁହେଁ, ଛୋଟ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ଭାରତରେ ପିଲାମାନଙ୍କ ମଧ୍ୟରେ ଏହି ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଚିନ୍ତାର ବିଷୟ। ଏତେ କମ ବୟସରେ ଡାଏବେଟିସ ହେବା ଦାରା ଓଜନ ବୃଦ୍ଧି,…

ମଙ୍ଗଳବାର ଦେଇଥାନ୍ତେ ପରୀକ୍ଷା ସୋମବାର ରାତିରେ ବାପାଙ୍କୁ ଶେଷ ଚିଠିଲେଖି ନେଲେ ଏମିତି ଚରମ ନିଷ୍ପତ୍ତି

ଭୁବନେଶ୍ୱର,୧୮।୨: ବୁଧବାର ପରୀକ୍ଷା ଦେଇଥାନ୍ତେ । ମଙ୍ଗଳବାର ମିଳିଲା ଝୁଲନ୍ତା ମୃତଦେହ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ପରିତ୍ୟକ୍ତ ସି-ସୋର୍‌ କୋଠାରୁ ମିଳିଛି ଛାତ୍ରଙ୍କ ମୃତଦେହ । ମୃତ ଛାତ୍ର ହେଲେ ସୁମନ ବିଶ୍ବାଳ । ଏକ ଘରୋଇ…

Kumbh Mela ପରେ ଗଙ୍ଗାପାଣିରେ ମିଳିଲା କ୍ଷତିକାରକ ବ୍ୟାକ୍ଟେରିଆ, ସ୍ନାନ କରିଥିଲେ ହୋଇପାରେ…ଚମକାଇଦେବ ରିପୋର୍ଟ

ନୂଆଦିଲ୍ଲୀ,୧୮।୨: ନିକଟରେ କୁମ୍ଭମେଳା ସରିଥିବାବେଳେ ଗଙ୍ଗା-ଯମୁନାରେ ପ୍ରଦୂଷଣ ବୃଦ୍ଧି ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ ଏହାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ମହାକୁମ୍ଭ ସମୟରେ ପ୍ରୟାଗରାଜରେ ମଳ କୋଲିଫର୍ମ…

ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ରୁଜୁ ହେବ ମାମଲା, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮।୨: ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ମୁସ୍କିଲ ବଢ଼ିଯାଇଛି। ଏବେ ତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହାକୁ ଅନୁମୋଦନ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଗତ ଶୁକ୍ରବାର…

ସଇତାନ ସାଜିଲେ ପୁଅ: ଲୁହାରଡ଼ରେ ବାପାଙ୍କୁ ପିଟି ମାରିଲେ

ପଦ୍ମପୁର,୧୮।୨: ପୁଅଙ୍କ ଲୁହାରଡ଼ ମାଡ଼ରେ ବାପା ମୃତ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କଷିଆ ସାମୁଦ୍ରିକ ଥାନା ଅଧୀନ ଗୋପବନ୍ଧୁ ନଗର ପଞ୍ଚାୟତ ବୁଢୀଛକଠାରେ । ମୃତ ବ୍ୟକ୍ତି ହେଲେ ଦୁଃଖିରାମ ମଣ୍ଡଳ…

ବୁମ୍‌ରାଙ୍କ ଅନୁପସ୍ଥିତିରେ ଶାମି ହିଁ ଭରସା

ବେଙ୍ଗାଲୁରୁ, ୧୮ା୨ : ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତ ମହମ୍ମଦ ଶାମିଙ୍କ ରିଷ୍ଟ ମ୍ୟାଜିକ୍‌ ବୋଲିଂ ଉପରେ ଭରସା ରଖିଛି। ଶାମି ଯଦି ତାଙ୍କ ବୋଲିଂରେ ଚମତ୍କାରିତା ଦେଖାନ୍ତି ତେବେ ଭାରତ ୧୨ବର୍ଷ ପରେ…

Video:ପ୍ରଥମଥର ବିମାନରେ ବସିଲେ ମୋନାଲିସା: ଷ୍ଟାଇଲିସ୍‌ ଲୁକ୍‌ ଦେଖି ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୨: ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାଙ୍କ ଭାଗ୍ୟ ଫିଟିଛି। ସେ ଖୁବଶୀଘ୍ର ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି। ପ୍ରତିଦିନ ମୋନାଲିସାଙ୍କ ନୂଆ ନୂଆ ଭିଡିଓ ସୋସିଆଲ ମିଡିଆରେ ଆସୁଛି। ଏବେ ତାଙ୍କର ଆଉ ଏକ ଭିଡିଓ ଚର୍ଚ୍ଚାରେ ଅଛି। ଏହି…

Gautam Adani: ୨୦୦୦ କୋଟି ଟଙ୍କା ଦାନ କରିବାକୁ ଘୋଷଣା କଲେ ଗୌତମ ଆଦାନୀ, ଜାଣନ୍ତୁ କାହିିଁକି…

ନୂଆଦିଲ୍ଲୀ,୧୮।୨: ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ ଏବେ ସାରା ଦେଶରେ ଅତି କମ୍‌ରେ ୨୦ଟି ସ୍କୁଲ ନିର୍ମାଣ ପାଇଁ ୨୦୦୦ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛି। କିଛି ଦିନ ପୂର୍ବରୁ ତାଙ୍କ ସାନ ପୁଅ ଜିତ ଆଦାନୀ…

ସହରାଞ୍ଚଳ ଡିଜିଟାଲ ସର୍ଭେ ‘ନକ୍ସା’ର ଶୁଭାରମ୍ଭ କଲେ ମନ୍ତ୍ରୀ

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଙ୍ଗଳବାର ସହରାଞ୍ଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ‘ନକ୍ସା’ର ଶୁଭାରମ୍ଭ ହୋଇଯାଇଛି। ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ…

‘ମାଂସ ଦୋକାନ ସମ୍ମୁଖରେ କପଡ଼ା ଟଙ୍ଗାଯାଉ’

ଚୌଦ୍ୱାର,୧୮ା୨(ଆଶୁତୋଷ ଦାସ): ଚୌଦ୍ୱାର ସହରାଞ୍ଚଳର ରାସ୍ତାପାର୍ଶ୍ୱ ଦୋକାନରେ କଟା ମାଂସ ବିକ୍ରି କରାଯାଉଛି। ଏଭଳି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା କୋମଳମତି ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଏଥିସହ ରାସ୍ତାରେ ଉଡୁଥିବା ଧୂଳି ଉକ୍ତ ମାଂସରେ ମିଶୁଛି। ତେଣୁ ବ୍ୟବସାୟୀମାନେ…

Indian Politics: ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ରାହୁଲ ଖପ୍ପା, କହିଲେ, ‘ମଧ୍ୟରାତ୍ରିରେ ନିଷ୍ପତ୍ତି ନେବା…’

ନୂଆଦିଲ୍ଲୀ,୧୮।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସରକାର ନିର୍ବାଚନ କମିଶନରଙ୍କ ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ କମିଶନର ଏବଂ ମୁଖ୍ୟ…

ୟୁଟ୍ୟୁବରେ ବ୍ୟାପୁଥିବା ଅଶ୍ଳୀଳତାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: କେନ୍ଦ୍ର ସରକାରଙ୍କୁ କଲେ ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୧୮।୨: ଏକ ୟୁଟ୍ୟୁବ ଶୋ’ରେ ରଣବୀର ଆଲ୍ଲାହାବାଦିଆ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ୟୁଟ୍ୟୁବ ପ୍ଲାଟଫର୍ମରେ ପ୍ରସାରିତ ଅଶ୍ଳୀଳତା ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୁଣାଣି ସମୟରେ, ସୁପ୍ରିମକୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?