Home Left

ବଜାରରେ ରେନଲ୍ଟ କାଇଗର, ଟ୍ରାଇବରର ନୂଆ ଭର୍ସନ

ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ରେନଲ୍ଟ ଇଣ୍ଡିଆ ପକ୍ଷରୁ କାଇଗର ଓ ଟ୍ରାଇବରର ନୂଆ ଭର୍ସନ ଉନ୍ମୋଚନ ହୋଇଯାଇଛି। ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହ ପ୍ରସ୍ତୁତ ରେନଲ୍ଟ କାଇଗର ଓ ଟ୍ରାଇବର ଏମ୍‌ଓ୍ବାଇ ୨୫ ଊନ୍ମୋଚନ ଅବସରରେ ରେନଲ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ…

କାମ ଦେଲାନି ମୋଦିଙ୍କ ଆଲୋଚନା: ଟ୍ରମ୍ପ ନେଲେ କଠୋର ନିଷ୍ପତ୍ତି, ବଡ଼ କ୍ଷତି ସହିବ ଭାରତ

ଓ୍‌ବାଶିଂଟନ୍‌.୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଭାରତର ଚିନ୍ତା ବୃଦ୍ଧି କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ସେ ଟ୍ରମ୍ପଙ୍କୁ ନିଜର…

ଝାନ୍ସୀରେ ‘ବର୍ଡର ୨’ର ଶୁଟିଂ

ଝାନ୍ସି: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ‘ବର୍ଡର ୨’ ଫିଲ୍ମକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ତେବେ ସନ୍ନି ଏହି ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ମଙ୍ଗଳବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ଶୁଟିଂ ଶେଟ୍‌ର ଏକ…

ଯୌତୁକରେ ମିଳିଥିବା ୫.୫୧ ଲକ୍ଷ ଫେରାଇଲେ

ଜୈସଲ୍‌ମେର: ପଶ୍ଚିମ ରାଜସ୍ଥାନର ଜୈସଲମେର ଜିଲା ଲାଠି ଅଞ୍ଚଳସ୍ଥିତ କେରାଲିଆ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବରେ ଜଣେ ବର ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ରାଜସ୍ଥାନର ପାଲି ଜିଲା କଣ୍ଟାଲିଆ…

ବାଣିଜି୍ୟକ କାରବାର ବଢ଼ାଇବେ ଭାରତ, କାତାର

ନୂଆଦିଲ୍ଲୀ, ୧୯।୨: ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତାରର ଅମିର ଶେଖ୍‌ ତମିମ ବିନ୍‌ ହମଦ୍‌ ଅଲ୍‌-ଥାନୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ଶକ୍ତି,…

ଅବସର ନେଲେ ସିଇସି ରାଜୀବ କୁମାର

ନୂଆଦିଲ୍ଲୀ,୧୯।୨: ୨୦୨୪ ଲୋକ ସଭା ନିର୍ବାଚନ ସମେତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରିଚାଳନାର ନେତୃତ୍ୱ ନେଇଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ସେ ୨୦୨୦ ସେପ୍ଟେମ୍ବର ୧ରେ ନିର୍ବାଚନ କମିଶନର ଭାବେ…

ସପ୍ତାହେ ଯାଏ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୮ା୨ (ଅନୁରାଧା ମହାରଣା) – ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ବୁଧବାରଠାରୁ ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର…

Mahashivratri ୨୦୨୫: ମହାଶିବରାତ୍ରିରେ ଦାନ କରନ୍ତୁ ଏସବୁ ଜିନିଷ, ଜୀବନରେ ରହିବ ନାହିଁ ଧନଧାନ୍ୟର ଅଭାବ !

ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ପ୍ରତିବର୍ଷ ଫାଲ୍‌ଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ମହା ଆଡମ୍ବରରେ ପାଳିତ ହୁଏ। ଏହି ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ। ତାଙ୍କ ଉଦ୍ଦେଶ୍ୟରେ ଉପବାସ ରଖାଯାଏ। ଏହି…

Campa  ପିଇବେ ଦୁବାଇବାସୀ! UAEରେ କୋଲ୍ଡ ଡ୍ରିଙ୍କ୍‌ ବ୍ରାଣ୍ଡ ଲଞ୍ଚ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୮।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଏକ ୟୁନିଟ୍‌ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଏହାର ଥଣ୍ଡା ପାନୀୟ ବ୍ରାଣ୍ଡ କାମ୍ପା କୋଲା ଲଞ୍ଚ କରିଛି। ବିଶ୍ୱର ଅଗ୍ରଣୀ ଖାଦ୍ୟ ଏବଂ ପାନୀୟ (F&B)…

KIIT student death case: ତାତିଲେ ପିଲା, କିଟ୍‌ରେ ଭଙ୍ଗାରୁଜା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ ଦେଶକୁ ନିନ୍ଦିତ ହେବାକୁ ପଡିଛି। ଘଟଣାକୁ ନେଇ ପ୍ରତିବାଦ କରିବା ସମୟରେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ…

ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଶୋଭାଯାତ୍ରା ଗାଡି ଚାଳକଙ୍କ ଭୁଜାଲି ମାଡରେ , ଯୁବକ ଗୁରୁତର

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କଥାକୁ କେନ୍ଦ୍ର କରି ଶୋଭାଯାତ୍ରାରେ ଥିବା ଏକ ଗାଡିର ଚାଳକ ଓ ମାଲିକ ମିଶି ବରଘରର…

୧୩ ଛକା, ୨୫ ଚୌକା, କରିଛନ୍ତି ୩୧୭ ରନ୍‌…କାହିଁକି ହିଟ୍‌ମ୍ୟାନ୍‌ଙ୍କୁ କୁହାଯାଉଛି ଦୁବାଇର ‘ଡନ୍‌’

ନୂଆଦିଲ୍ଲୀ,୧୮।୨: ରୋହିତ ଶର୍ମା କ୍ରିକେଟ ଜଗତରେ ହିଟ୍‌ମ୍ୟାନ୍‌ ଭାବରେ ଜଣାଶୁଣା। ସେ ଯେକୌଣସି ମଇଦାନ ନଚେତ ବୋଲର୍‌ଙ୍କ ବଲ୍‌ରେ ଛକା ମାରୁଥିବାରୁ ତାଙ୍କୁ ଏଭଳି ନାମ ମିଳିଛି। ଏବେ ରୋହିତ ଚାମ୍ପିଅନ୍ସ ଟ୍ରଫିରେ ନଜର ଆସିବେ। ହେଲେ ସେ ହିଟମ୍ୟାନ୍‌ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?