ବିଶ୍ୱ ଉପରେ ପୁଣି ମାଡିଆସିଲା ବିପଦ! ଏକକାଳୀନ ସତର୍କତା ଜାରି କଲେ ୫୭ଟି ଦେଶ
ନୂଆଦିଲ୍ଲୀ,୨୬ା୨: ମଣିଷ ପୃଥିବୀରେ ଯେତେ ଅଗ୍ରଗତି କଲେ ମଧ୍ୟ, ପ୍ରତ୍ୟେକ ଥର ରୋଗ ଏକ ନୂତନ ବିପଦ ଭାବରେ ଉଭା ହୁଏ। ଏଥର ଏକ ବିପଦଜନକ ଭାଇରସ ବିଶ୍ୱର ୫୭ଟି ଦେଶକୁ ଗ୍ରାସ କରିଛି, ଯାହା ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସଫେଇ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ବୋନସ ସହ ଅନେକ ସୁବିଧା
ପ୍ରୟାଗରାଜ,୨୭।୨:ମହାକୁମ୍ଭ ସମାପ୍ତ ହେବା ପରେ ପ୍ରୟାଗରାଜରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ମହାକୁମ୍ଭରେ ନିୟୋଜିତ ଉତ୍ତର ପ୍ରଦେଶର ସଫେଇ କର୍ମଚାରୀମାନଙ୍କୁ ଅତିରିକ୍ତ ୧୦,୦୦୦ ଟଙ୍କାର ବୋନସ ମିଳିବ। ଏହା ବ୍ୟତୀତ ପ୍ରତି ମାସରେ ସର୍ବନିମ୍ନ ୧୬,୦୦୦…
Bangladesh Politics: ହାସିନାଙ୍କୁ କ୍ଷମତାରୁ ବାହାର କରିଥିବା ବାଂଲାଦେଶୀ ଛାତ୍ରଙ୍କ ବଡ଼ ଘୋଷଣା, କହିଲେ ମହମ୍ମଦ ୟୁନୁସ୍…
ଢାକା,୨୭।୨: ବାଂଲାଦେଶରେ ଶେଖ ହାସିନାଙ୍କୁ କ୍ଷମତାରୁ ବିତାଡ଼ିତ କରିଥିବା ଛାତ୍ର ଗୋଷ୍ଠୀ ଏକ ନୂତନ ରାଜନୈତିକ ଦଳ ଗଠନ ଘୋଷଣା କରିଛି। ଗତବର୍ଷ ଶେଖ ହାସିନାଙ୍କ ବିରୋଧରେ ଆନ୍ଦୋଳନର ପ୍ରମୁଖ ଚେହେରା ଥିବା ନାହିଦ ଇସଲାମ ନୂତନ ଦଳର ନେତୃତ୍ୱ ନେବେ।…
Sonakshi Sinha: ‘ଭାରତରେ ପହଁରିବାକୁ ମୁଁ ଡରୁଛି, ନଚେତ୍ କେହି ଚୋରି କରିନେବ…’, ସୋନାକ୍ଷୀ ଦେଲେ ବଡ଼ ବୟାନ
ମୁମ୍ବାଇ, ୨୬ା୨: ନିକଟରେ, ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନ ସହିତ ଜଡିତ କିଛି ଘଟଣା ଶେୟାର କରିଛନ୍ତି। ସେହି ଆଲୋଚନା ସମୟରେ, ସେ କହିଥିଲେ ଯେ ସେ ଜଣେ ପ୍ରଶିକ୍ଷିତ ପହଁରାଳୀ, ଯିଏ ପ୍ରାୟତଃ ବିଦେଶରେ ପହଁରିବାର ରୋମାଞ୍ଚ…
ଭାରତର ମୁଣ୍ଡବିନ୍ଧା ବଢାଇଲେ ରୋହିତ ଶର୍ମା: ସେମିଫାଇନାଲ୍ ପୂର୍ବରୁ…
ଦୁବାଇ,୨୭।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପୂର୍ବରୁ ଭାରତର ମୁଣ୍ଡବିନ୍ଧା ବଢିଛି। ଦଳର ଅଦତ୍ନାୟକ ରୋହିତ ଶର୍ମା ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଏବେ ସୁସ୍ଥ ହୋଇନାହାନ୍ତି। ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ମାଂସପେଶୀରେ ଆଘାତ…
ଇଡ୍ଲି ଖାଉଥିଲେ ସାବଧାନ! ହୋଇପାରେ କ୍ୟାନ୍ସର, କଡ଼ା ଚେତାବନୀ ଦେଲେ ବିଶେଷଜ୍ଞ
ବିଶେଷକରି ଇଡ୍ଲିର ମଜା ନେବାକୁ ହୋଟେଲ ଯାଉଥିବା ଗ୍ରାହକମାନଙ୍କୁ ଏବେ ବହୁତ ସତର୍କ ରହିବାକୁ ପଡ଼ିବ। ଏହା ପଛର କାରଣ ହେଉଛି ଖାଦ୍ୟ ବିଭାଗ ଦ୍ୱାରା କରାଯାଇଥିବା ପରୀକ୍ଷାରେ ମିଳିଥିବା ଭୟଙ୍କର ତଥ୍ୟ। ଖାଦ୍ୟ ବିଭାଗର କଡ଼ାକଡ଼ି ଯାଞ୍ଚରୁ ନିଶ୍ଚିତ ହୋଇଛି…
ପୃଥ୍ବୀ ଶ’ ହେଲେ ଅଧିନାୟକ, ଫିଟ୍ ହେଉ ହେଉ ମାରିଲେ ୨୭ ଚୌକା
ନୂଆଦିଲ୍ଲୀ,୨୭।୨: ପୁଣି ଥରେ ଫର୍ମକୁ ଫେରିଛନ୍ତି ପୃଥ୍ବୀ ଶ’। ଏହି ବିସ୍ଫୋରକ ଡାହାଣହାତୀ ବ୍ୟାଟ୍ସମ୍ୟାନ ତାଙ୍କର ଖରାପ ଫିଟନେସ ଯୋଗୁ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରୁ ବାହାର ହୋଇଯାଇଥିଲେ। କିନ୍ତୁ ଏବେ ଏହି ଖେଳାଳି ଫେରି ନିଜ ବ୍ୟାଟିଂର…
ମହାରାଷ୍ଟ୍ର-ଦିଲ୍ଲୀରେ ଭାଜପା ଜିତିବା ନେଇ ମମତା ଆଣିଲେ ବଡ଼ ଅଭିଯୋଗ, କହିଲେ ନିର୍ବାଚନ କମିଶନ ନିରପେକ୍ଷ…
କୋଲକାତା,୨୭ା୨: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସକ୍ରିୟ ହୋଇ ଉଠିଛନ୍ତି। ସେ ଗୁରୁବାର କୋଲକାତାର ନେତାଜୀ ଷ୍ଟାଡିୟମରେ ସମସ୍ତ ଏମ୍ପି ଏବଂ ବିଧାୟକଙ୍କ ସହିତ…
Changes From 1st March: ମାର୍ଚ୍ଚ ପହିଲାରୁ ବଦଳିଯିବ ଏସବୁ ନିୟମ, ଖାଲି କରିବ ଆପଣଙ୍କ ପକେଟ!ଜାଣନ୍ତୁ…
ନୂଆଦିଲ୍ଲୀ,୨୭।୨: ଫେବୃଆରୀ ମାସ ଶେଷ ହେବାକୁ ଯାଉଛି। ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ନୂତନ ମାସ ଆରମ୍ଭରୁ ଅନେକ ନିୟମ ପରିବର୍ତ୍ତନ ହୁଏ। ଏମିତିରେ ୨୦୨୫ ମାର୍ଚ୍ଚ ପହିଲାରୁ ଅନେକ ବଡ଼ ନିୟମ…
ଖୋର୍ଦ୍ଧାରେ ଭୟଙ୍କର ବିସ୍ଫୋରଣ: ୨ ଶିଶୁ ଗୁରୁତର
ଖୋର୍ଦ୍ଧା,୨୭।୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଶିଳ୍ପାଞ୍ଚଳ କୁମାରବସ୍ତ ଗ୍ରାମରେ ଭୟଙ୍କର ବିସ୍ଫୋରଣ। ଜାଗର ପାଇଁ ଠାକୁର ଘରେ ଥିବା ବାଣ ବିସ୍ପୋରଣ ୨ ଶିଶୁ ଗୁରୁତର ଜଣେ ସାମାନ୍ଯ ଆହତ ହୋଇଛନ୍ତି। ଏଥିରେ ୧୦ବର୍ଷ ଓ ୧୨ବର୍ଷ ର ନାବାଳକ ଓ ନାବାଳିକା…
ମାଟ୍ରିକ ପରୀକ୍ଷାରେ ଅବହେଳା: ସୁପରିଟେଣ୍ଡେଣ୍ଟଙ୍କ ସହିତ ୫ ନିଲମ୍ବିତ
ବଲାଙ୍ଗୀର,୨୭।୨: ରାଜ୍ୟରେ ବର୍ତମାନ ଦଶମ ପରୀକ୍ଷା ଚାଲିଥିବା ବେଳେ ଅବ୍ୟବସ୍ଥା ଅଭିଯୋଗରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସହିତ ୫ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲରେ ଦଶମ ପରୀକ୍ଷାରେ କପି ସହ ଅବ୍ୟବସ୍ଥା ଅଭିଯୋଗ ହୋଇଥିଲା। ଘଟଣାରେ ଉପଜିଲାପାଳ ପରୀକ୍ଷାରେ…
ପୁଣି ମା’ ହେଲେ ଆଉ ଜଣେ ଦଶମ ଶ୍ରେଣୀ ଛାତ୍ରୀ, ଶିଶୁକନ୍ୟାଙ୍କୁ ଦେଲେ ଜନ୍ମ
ବରୀ,୨୭।୨(ମହେନ୍ଦ୍ର କୁମାର ସ୍ବାଇଁ): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା…

