Home Left

ସୁଟ୍‌କେଶ୍‌ କାର୍‌

ବାହାରକୁ ବୁଲିବାକୁ ଗଲାବେଳେ ବସ୍‌, ଟ୍ରେନ ଅବା ଫ୍ଲାଇଟ୍‌ରେ ଯାଇଥାଉ। ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପରେ ସେଠାରେ କ୍ୟାବ କରି ବିଭିନ୍ନ ସ୍ଥାନ ବୁଲିବାକୁ ହୁଏ। ଯେଉଁଥିପାଇଁ ମୋଟା ଅଙ୍କର ଖର୍ଚ୍ଚ ବି କରିବାକୁ ହୁଏ। ହେଲେ ଏବେ ଆଉ ଏମିତି କରିବାକୁ…

ପ୍ରଥମ ରୋଜଗାର: ବାପାଙ୍କ ପୁରୁଣା ସାଇକେଲକୁ ମରାମତି କରିଥିଲି

ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡ଼ିଆ ଗାଁରେ ମୋ ଜନ୍ମ। ଆର୍ଥିକ ଦୁରବସ୍ଥା ଯୋଗୁ ମୋ ବାପା ଗୋପୀନାଥ ଜେନା ଉଚ୍ଚଶିକ୍ଷା ଲାଭ କରିପାରି ନ ଥିଲେ। ଯେତିକି ପଢିଥିଲେ ସେଥିରେ ଟ୍ୟୁଶନ କରି ମୋତେ ଆଉ ମୋ ସାନଭାଇକୁ…

ଖାଲି ପେଟରେ ତୁଳସୀ ପତ୍ର ଖାଉଥିଲେ

ଆୟୁର୍ବେଦରେ ତୁଳସୀ ପତ୍ରକୁ ଜଡ଼ି-ବୁଟିର ରାଣୀ ବୋଲି କୁହାଯାଇଥାଏ। ପୁରାତନ କାଳରୁ ହିଁ ଏହାକୁ ଘରୋଇ ମହୌଷଧି ଭାବେ ଆମେ ବ୍ୟବହାର କରିଆସୁଛେ। କାଶ ହେଉ କି ଛିଙ୍କ ତୁଳସୀ ପତ୍ରକୁ ବାଟି ତା’ର ରସ ପିଇଲେ ଅଥବା ଏହି ପତ୍ରରୁ…

ପରିଶ୍ରମ ସଫଳତାର ଚାବିକାଠି: ଗନମୁଣ୍ଡା ପ୍ରାଥମିକ ସ୍କୁଲ ବାର୍ଷିକ ଉତ୍ସବ

କୁଚିଣ୍ଡା,୨।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଳକ ବାଉରୀଗୋଡା ପଞ୍ଚାୟତ ଗନମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ କୁବେର ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ବାଉରୀଗୋଡା ସମିତି ସଭ୍ୟ ପରେଶ ପଟେଲ…

Naba Das Murder: ସିଧା କହିଦେଲେ ପ୍ରଦୀପ ପୁରୋହିତ, ଦୀପାଳିଙ୍କ ଉପରେ ଚାପ ପକାଉଛନ୍ତି ବିଜେଡିର ଏହି ୨ ବଡ଼ମୁଣ୍ଡ

ଭୁବନେଶ୍ୱର,୨।୩: ନବ ଦାସଙ୍କୁ ନେଇ ସାଂଘାତିକ କଥା କହିଲେ ବରଗଡ ଏମପି ପ୍ରଦୀପ ପୁରୋହିତ। Naba Das Murder ଗଣମାଧ୍ୟମରେ ଏମପି କହିଛନ୍ତି, ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି। CBI ତଦନ୍ତ ପାଇଁ ପରିବାର ଲେଖିଲେ ବିଜେଡିର ୨…

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ଦେଲେ ସହାୟତା ରାଶି

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ)୨।୩: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ କେନ୍ଦୁଝରରେ ପହଞ୍ଚିଛନ୍ତି। ମୟୂରଭଞ୍ଜରୁ ହେଲିକପ୍ଟରରେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ଓହ୍ଲାଇ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି।…

ସଡ଼କ ଦୁର୍ଘଟଣା: ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ନୂଆପଡ଼ା,୨।୩ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତ ମାଉଳିଭଟା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଉଳିଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସରସି ଯୋଶୀ (୪୯)। ସୂଚନା ମୁତାବକ…

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟକୁ ବିରୋଧ ଦାବିରେ ମେଳି ବାନ୍ଧିଲେ ଚାଷୀ

ପାଟଣା,୨ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନାପଶି ହାଟ ପଡ଼ିଆଠାରେ ‘ଜିନ୍ଦଲ ହଟାଅ ଭିଟାମାଟି ବଞ୍ଚାଅ’ ଏକ ଜିନ୍ଦଲ ବିରୋଧୀ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଯମୁନାପଶି, କୋଡ଼ଖମଣ, ପଦ୍ମକେଶରପୁର, ନୂଆଖମଣ, କିର୍ମିଦାପୋଷି, ଧରୁଆପଡ଼ା, ରାଇକଳା, ନୂଆଗାଁ,…

ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟରୁ କ୍ଷୀର ଚୋରି, ୪ ଗିରଫ

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form] ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଗୁରୁଦ୍ୱାରା ଛକ-ରେଲ ଷ୍ଟେଶନ ରୋଡ୍‌ ପାର୍ଶ୍ୱରେ ରହିଥିବା ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟରୁ ଦୁଗ୍ଧ (କ୍ଷୀର)…

ଟ୍ରେନ୍‌ରେ କଟିଗଲେ ବ୍ୟକ୍ତି, ଟ୍ରାକ୍‌ରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତଦେହ

ପାରଳାଖେମୁଣ୍ଡି,୨ା୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଟ୍ରାକ୍‌ରେ କଟି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରେଳଷ୍ଟେଶନ ନିକଟରେ ପଡ଼ି ରହିଛି ମୃତଦେହ, ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ। ବିଶାଖାପାଟଣା ଗୁଣୁପୁର ପାସେଞ୍ଜର ଟ୍ରେନ୍‌ରେ ଘଟଣା ଘଟିଥିବା ଜଣାପଡ଼ିଛି।…

ଖାଲି ପେଟରେ ଚାଲୁଛନ୍ତି କି? ଶରୀର ପାଇଁ ହୋଇପାରେ କ୍ଷତି

ନିକଟ ଅତୀତରେ, ଲୋକଙ୍କ ମଧ୍ୟରେ ଫିଟନେସ ପ୍ରତି ସଚେତନତା ବୃଦ୍ଧି ପାଇଛି। ଅନେକ ଲୋକ ନିଜ ସୱାସ୍ଥ୍ୟର ଯତ୍ନ ନେବା ପାଇଁ ନିୟମିତ ଚାଲନ୍ତି। ଚାଲିବା ସୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଦୈନିକ ୨୦୦୦ ପାଦ ଚାଲିବା ଦ୍ୱାରା ମଧୁମେହ ଏବଂ…

ରାତିଅଧରେ ମାଡ଼ି ବସିଲା ଜିଲା ପ୍ରଶାସନ: ୧୯ ବାଲିଗାଡ଼ି ଜବତ

ସୋର,୨।୩(ଜନ୍ମେଜୟ ମିଶ୍ର): ଭଦ୍ରକ ଜିଲା ପ୍ରଶାସନ, ଏକ କାଳୀନ ୧୯ଟି ବେଆଇନ ବାଲି ଗାଡି ଜବତ କରିଛି। ଉପ ଜିଲାପାଳଙ୍କ ନିର୍ଦ୍ଦେଶରେ ଖଣି ଅଧିକାରୀ ଓ ସୋର ଅତିରିକ୍ତ ତହସିଲଦାର ସୋର ପୋଲିସ ରାତିଅଧିଆ ଚଢ଼ାଉ କରିଛି। ସୋର ଥାନା ୧୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?