Home Left

ହାତରେ ଏଭଳି ରେଖା ଅଛି କି? ବିବାହରେ ବିଳମ୍ବ ନଚେତ ଥାଇପାରେ ଦୁଇଟି ବିବାହ ଯୋଗ; ଜାଣନ୍ତୁ…

ହସ୍ତରେଖା ଶାସ୍ତ୍ର ଅନୁରେ ହାତର ରେଖା ଆମର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ପ୍ରାକ୍‌ ସୂଚନା ଦେଇଥାଏ। ହାତରେ ଭାଗ୍ୟ ରେଖା, ଜୀବନ ରେଖା, ହୃଦୟ ରେଖା ସହ ଆଉ ଏକ ବିବାହ ରେଖା ମଧ୍ୟ ଥାଏ। ଏହା କୌଣସି…

ରାଜ୍ୟରେ ପାରଦ ଉପର ମୁହାଁ: ୩୫ ଟପିଲା ଭୁବନେଶ୍ବର

ଭୁବନେଶ୍ୱର,୨ା୩: ରାଜ୍ୟରେ ଦିନକୁ ଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି। ରବିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରୀରେ ପହଞ୍ଚିଛି। ମାର୍ଚ୍ଚ ଆରମ୍ଭରୁ ତାତି ବଢିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷେ…

‘ମୋହନ ଭାଗବତ କାହିଁକି କୁମ୍ଭ ଗଲେ ନାହିଁ ଆଗ ପଚାର’

ନୂଆଦିଲ୍ଲୀ,୨।୩: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ଉଦ୍‌ଯାପନ ଫେବୃଆରୀ ୨୬ରୁ ହୋଇସାରିଛି। ହେଲେ ଏହାକୁ ନେଇ ଏବେ ବି ରାଜନୈତିକ ବୟାନବାଜି ଜାରି ରହିଛି। କିଛି ଦିନ ତଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ…

ଦିନିକିଆ ଛତ୍ରପୁର ଗସ୍ତରେ ଉପମୁଖ୍ୟମନ୍ତ୍ରୀ

ଛତ୍ରପୁର,୨ା୩ (ଦିଲ୍ଲୀପ ସାମଲ): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ରବିବାର ଗଞ୍ଜାମ ଜିଲାକୁ ଦିନିକିଆ ଗସ୍ତରେ ଆସିଥିବାବେଳେ ଛତ୍ରପୁର ସ୍ଥିତ ସର୍କିଟ ହାଉସ୍‌ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି…

ବିବାହ ଶୋଭାଯାତ୍ରାରେ ପହଞ୍ଚିଗଲେ କନ୍ୟାଙ୍କ ପ୍ରେମିକ, ବରଙ୍କ କଲାର ଧରି ନିର୍ଧୂମ ଛେଚିଲେ; Video ଦେଖିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ସେଥିରୁ କିଚି ଚକିତ ମଧ୍ୟ କରେ। ଏହି କ୍ରମରେ ଏବେ ଏକ ବିବାହ ସମୟର ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ବର ବେଶରେ ସଜେଇ ହୋଇ ଜଣେ ଯୁବକ ବଧୂଙ୍କ…

୨ ବାଇକ୍‌ ସହ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କଲା ପୋଲିସ, ୩ ଗିରଫ

ବ୍ରହ୍ମପୁର,୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ରବିବାର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ବ୍ରହ୍ମପୁର ରେଳଷ୍ଟେଶନ ନିକଟ ନେହେରୁ ପାର୍କ କଡ଼ରୁ ୩ ଯୁବକଙ୍କୁ ଅଟକାଇ ସେମାନଙ୍କ ନିକଟରେ ଥିବା ଏୟାର ବ୍ୟାଗଗୁଡ଼ିକ ଯାଞ୍ଚ ବେଳେ ସେଥିରୁ ୧୧୦କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ…

ଚମକି ପଡ଼ିଲେ ଅନୁଷ୍କା, ମୁଣ୍ଡରେ ଦେଲେ ହାତ; NZ ବିପକ୍ଷ ମ୍ୟାଚ୍‌ରେ…

ଦୁବାଇ,୨।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ଆଉଟ୍‌ ହେବା ମାତ୍ରେ ଚମକି ପଡ଼ିଥିଲେ ପତ୍ନୀ ଅନୁଷ୍କା ଶର୍ମା। ଦୁବାଇ ମଇଦାନରେ ନିଜର ୩୦୦ତମ ଦିିନିକିଆରେ କିଛି ସ୍ବତନ୍ତ୍ର କରିପାରନ୍ତି ବୋଲି କୋହଲିଙ୍କ ପ୍ରଶଂସକ ଆଶା କରିଥିଲେ। ହେଲେ ନ୍ୟୁଜିଲାଣ୍ଡ ଫିଲ୍ଡର ଗ୍ଲେନ୍‌…

IPL ବିରୋଧରେ ସାରା ବିଶ୍ୱର ଖେଳାଳିଙ୍କୁ ଉକୁସାଇଲା ପାକିସ୍ତାନ, ଟାର୍ଗେଟ କରି ଇଞ୍ଜାମାମ୍‌ କହିଲେ… 

ଇସଲାମାବାଦ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ ଟିମ୍‌ କରୁଥିଲେ ହେଁ ବିନା କୌଣସି ମ୍ୟାଚ୍‌ ଜିତି ପ୍ରଥମ ରାଉଣ୍ଡରୁ ବାଦ୍‌ ପଡ଼ିଛି। ଏଭଳି ଲଜ୍ଜାଜନକ ପ୍ରଦର୍ଶନକୁ ନେଇ ଦଳକୁ ସମାଲୋଚିତ ହେବାକୁ ପଡ଼ୁଛି। ଅପରପକ୍ଷେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି।…

ପୁରୁଷଙ୍କଠୁ ଅଧିକ ବର୍ଷ ବୟସ ପର୍ଯ୍ୟନ୍ତ ଜିଅନ୍ତି ମହିଳା

କୁହାଯାଏ ନାରୀଙ୍କଠୁ ପୁରୁଷ ବେଶ୍‌ ବଳଶାଳୀ। ଅଧିକ କଠିନ କାମ କରିପାରନ୍ତି, ଅଧିକ ବେଗରେ ଦୌଡ଼ିପାରନ୍ତି ଓ ଅଧିକ ଓଜନ ଉଠାଇପାରନ୍ତି ମଧ୍ୟ। ହେଲେ ଜାଣନ୍ତି କି ରୋଗ ଓ ଆୟୁଷ କଥା କହିଲେ ନାରୀ ପୁରୁଷଙ୍କଠାରୁ କମ୍‌ ରୋଗରେ ପଡ଼ନ୍ତି…

ବିଦର୍ଭ ହେଲା Ranji Trophy ଚାମ୍ପିଅନ୍‌, ବିଜୟର ହିରୋ ସାଜିଲେ କରୁଣ ନାୟର

ନାଗପୁର,୨।୩: ତୃତୀୟ ଥର ପାଇଁ ବିଦର୍ଭ ଟିମ୍‌ ରଣଜୀ ଟ୍ରଫି ୨୦୨୫ ଟାଇଟଲ ଜିତିଛି। କେରଳ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ ଲିଡ ଆଧାରରେ ସେମାନେ ଟ୍ରଫି ଜିତିଯାଇଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ଏହି ଟାଇଟଲ ଜିତିଛି। ଏହି ସଫଳତାରେ…

ନିଜ ଆଡୁ ଫେରାନ୍ତୁ ରାଶନ କାର୍ଡ, ଯୋଗାଣ ମନ୍ତ୍ରୀ କହିଲେ ସରକାର ଏବେ…

ଭୁବନେଶ୍ୱର,୨ା୩: ନିଜ ଆଡୁ ରାଶନ କାର୍ଡ ଫେରାଇବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିବେଦନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାଇ ଦିଅନ୍ତୁ। ସେହିପରି…

କିଙ୍ଗ୍‌ କୋହଲିଙ୍କ ବଡ଼ ଉପଲବ୍ଧି, ସଚିନ-ଦ୍ରାବିଡ଼-ଗାଙ୍ଗୁଲିଙ୍କ ପରି…

ନୂଆଦିଲ୍ଲୀ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ୍‌ ଷ୍ଟେଜ୍‌ ମୁକାବିଲାରେ ମଇଦାନକୁ ଓହ୍ଲାଇ ଇତିହାସ ରଚିଛନ୍ତି ବିରାଟ କୋହଲି। ସେ ଦିନିକିଆରେ ୩୦୦ ମ୍ୟାଚ୍‌ ଖେଳିଥିବା ଖେଳାଳି ପାଲଟିଛନ୍ତି। ଏହି ମାମଲାରେ ସେ ୭ମ ଭାରତୀୟ। ତାଙ୍କ ପୂର୍ବରୁ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?