Home Left

ରୋହିତ ଶର୍ମାଙ୍କୁ ‘ମୋଟା’ କହିବା ଉପରେ ପ୍ରବଳ ହଙ୍ଗାମା: ଭାଜପା କହିଲା ରାହୁଲ ଗାନ୍ଧୀ ଅନ୍‌ଫିଟ୍‌

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଜି ସକାଳ ଠାରୁ ଖବରର ଶିରୋନାମାରେ ଅଛନ୍ତି। ରବିବାର ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିର ଶେଷ ଲିଗ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଖରାପ ଭାବରେ ପରାସ୍ତ କରିବା ପରେ ଏବେ ସେମିଫାଇନାଲରେ ଅଷ୍ଟ୍ରେଲିଆ…

ପାକିସ୍ତାନ ଉପରୁ ହଟିଲା ବାସନ୍ଦ

ଲାହୋର,୩ା୩: ପାକିସ୍ତାନ ଫୁଟବଲ ଫେଡେରେଶନ (ପିଏଫଏଫ) ତା’ର ସମ୍ବିଧାନରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ପରେ ଏହା ଉପରୁ ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ବାସନ୍ଦ ହଟାଇଛି। ଫେଡେରେଶନ ପରିଚାଳନାରେ ସ୍ବଚ୍ଛତା ଲାଗି ସମ୍ବିଧାନରେ ଆବଶ୍ୟକ ଥିବା ପରିବର୍ତ୍ତନ ନ କରିବାରୁ…

ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଅଭିଯୋଗ କଲେ ସାନଯୋଡ଼ାବାସୀ

କେନ୍ଦୁଝର,୩। ୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କୁଟୁଗାଁ ପଞ୍ଚାୟତ ଅଧିନସ୍ତ ସାନ ଯୋଡ଼ା ଗ୍ରାମକୁ ସ୍ବାୀନତାର ୭୮ବର୍ଷ ବିତି ଯାଇଥିଲେ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇନାହିଁ। ଫଳରେ ଗ୍ରାମ ବାସୀ ଜମିଜମା…

ଘରକୁ ଫେରୁଛନ୍ତି ନିର୍ଯାତନା ଶିକାର ହେଉଥିବା ୫ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା,୩ା୩ (ମକାରୁ ବେମାଲ): ହାଇଦ୍ରାବାଦ ଯାଇ ନିର୍ଯାତନା ଶିକାର ହେଉଥିବା ନୂଆପଡ଼ା ଜିଲାର ୫ ଦାଦନ ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟ ହସ୍ତକ୍ଷେପରେ ଉଦ୍ଧାର ହୋଇ ଘରକୁ ଫେରୁଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଖଡିଆଳ ଥାନା ଲାଞ୍ଜି ପଞ୍ଚାୟତ ମନ୍ତ୍ରୀତରାଇ ଗାଁର…

ଗାଁରେ ବୁଲିଲା ଗୋଠଛଡ଼ା ଦନ୍ତା

ଆନନ୍ଦପୁର,୩ା୩(ସୁଶାନ୍ତ କୁମାର ସାହୁ/ ଉମେଶ ଚନ୍ଦ୍ର ପାଢ଼ୀ): ଢେଙ୍କାନାଳ ଜିଲା କପିଳାସ ଜଙ୍ଗଲରୁ ଆସିଥିବା ଏକ ଗୋଠଛଡ଼ା ଦନ୍ତା ଆନନ୍ଦପୁର ଉପଖଣ୍ତରେ ଉତ୍ପାତ ମଚାଇଛି। ରବିବାର ରାତିରେ ବେଲବାହାଳି ଓ ହରିଡ଼ାପାଳ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମକୁ ଗୋଠ ଛଡ଼ା ଦନ୍ତା…

ଘାଟିଶୁଳା,ଚକରା ଘାଟିକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡାଯିବ: ପ୍ରଦ୍ୟୁମ୍ନ

ଭଞ୍ଜନଗର,୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହେବା ପରଠାରୁ ନିଜ ନିର୍ବାଚନ ମଣ୍ଡଳୀର ଅଧିକ ବିକାଶ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ପର୍ଯ୍ୟଟନ କ୍ଷେତ୍ରର କିପରି ବିକାଶ ହୋଇ ଭଞ୍ଜନଗର ପର୍ଯ୍ୟଟକଙ୍କ ମନ ଜିଣିବ…

ସନମ ତେରୀ କସମ-୨ ରେ ନଜର ଆସିବେ ପୁରୁଣା ଯୋଡ଼ି, ବଡ଼ ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ୨୦୧୬ରେ ମୁକ୍ତିଲାଭ କରିଥିବା ସନମ୍ ତେରୀ କସମ୍ ପୁନର୍ବାର ମୁକ୍ତିଲାଭ କରିବା ପରେ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକାନ୍ ଏବଂ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ଭୂମିକାରେ ଅଛନ୍ତି। ଦ୍ୱିତୀୟଥର ମୁକ୍ତିଲାଭ ପରେ ଏହି…

ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ: ଗଛତଳେ ପାଠ ପଢିଲେ ଛାତ୍ରୀଛାତ୍ର

ବୌଦ୍ଧ,୩।୫:(ଅଜିତ କୁମାର ବାରିକ ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତୁକୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚି ପ୍ରଧାନ ଦୁଇଜଣ ଛାତ୍ରୀଙ୍କୁ ଦଣ୍ଡ ଦେଇଥିବାକୁ ନେଇ ଗ୍ରାମବାସୀ ବୌଦ୍ଧ ଜିଲା ଶିକ୍ଷାଅଧିକାରୀ ଓ ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ…

ରାମଗିରିକୁ ବ୍ଲକ କରିବାକୁ ଦାବି କଲେ ୧୧ ପଞ୍ଚାୟତର ଲୋକେ

ପାରଳାଖେମୁଣ୍ଡି,୩ା୩(ଗିରିଧାରୀ ପରିଛା): ଜୋର ଧରୁଛି ବ୍ଲକ ପୁନର୍ଗଠନ ଦାବି। ଉଭୟ ନୁଆଗଡ ଓ ଉଦୟଗିରି ବ୍ଲକ ଅଞ୍ଚଳର ୧୧ ପଞ୍ଚାୟତର ଜନ ପ୍ରତିନିଧି ଓ ଶତାଧିକ ସ୍ଥାନୀୟ ବାସିନ୍ଦା ସୋମବାର ଜିଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ଦେଇଛନ୍ତି।…

ନିଜେ ମରି ୨ଜଣଙ୍କ ଜୀବନ ବଞ୍ଚାଇଲେ ୧ବର୍ଷର ଶିଶୁ

ଭୁବନେଶ୍ୱର,୩।୩: ସାନ ସିନା, ଦାନ ତା ମହାନ। ନିଜେ ଏ ଦୁନିଆରୁ ବିଦାୟ ନେଲେ ସତ ମାତ୍ର ପ୍ରତିବଦଳରେ ଦେଇଗଲେ ଅନ୍ୟକୁ ଜୀବନ। ରାଉରକେଲାର ଜନ୍ମେଶ ଏବେ ସମସ୍ତଙ୍କ ମୁହଁରେ, ଆଉ ତାଙ୍କ ପରିବାରର ନିଷ୍ପତ୍ତିକୁ ମିଳୁଛି ବାହାବା। ବର୍ଷକର ଶିଶୁ…

ବିଦେଶିନୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁକୁ ନେଇ ବିବାଦ; ଦୁଇ ଗିରଫ

ଭୁବନେଶ୍ୱର, ୩।୩: ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଆପତ୍ତିଜନକ ଟାଟୁ ଘଟଣାରେ ସୋମବାର କମିଶନରେଟ୍ ପୋଲିସ ଭୁବନେଶ୍ୱରରେ ‘ରକି ଟାଟୁଜ୍’ ଟାଟୁ ଦୋକାନର ମାଲିକ ରକି ରଞ୍ଜନ ବିଶୋୟୀଙ୍କୁ ଗିରଫ କରିଛି। ହିନ୍ଦୁ ସେନା ସଂଗଠନ ଦ୍ୱାରା ଦାଖଲ ଅଭିଯୋଗ…

ଅନାଥ ଶିଶୁଙ୍କୁ ମିଳିବ ମାଗଣା ଶିକ୍ଷା: ଜାଣନ୍ତୁ କେବେଠୁ…

ଝାରସୁଗୁଡ଼ା,୩।୩: ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟରେ ପୌଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟକୁ କହିଛନ୍ତି। ଏପ୍ରିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?