Home Left

ମୋଦିଙ୍କ ନିକଟରେ ରହିଛି ଭାରତର ଭବିଷ୍ୟତ ପାଇଁ ସ୍ପଷ୍ଟ ଯୋଜନା: କ୍ୟାମେରନ

ନୂଆଦିଲ୍ଲୀ/ଲଣ୍ଡନ,୨୧।୧୦: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମେରନ ସୋମବାର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ଭବିଷ୍ୟତକୁ ନେଇ ମୋଦିଙ୍କର ଏକ ସ୍ପଷ୍ଟ ଯୋଜନା ରହିଛି। କେବଳ ଏତିକି ନୁହେଁ, ତାଙ୍କର…

ବଡ଼ ଅପଡେଟ୍‌, ଏହି ସବୁ ଜିଲାକୁ ଅଧିକ ପ୍ରଭାବିତ କରିବ ବାତ୍ୟା ‘ଦାନା’!

ଭୁବନେଶ୍ୱର,୨୧ା୧୦: ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶାକୁ ହିଟ୍‌ କରିବ। ପୁରୀ-ବାଲେଶ୍ୱର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିପାରେ। ଏ ନେଇ ଭାରତୀୟ ପାଣିପାଗ…

‘ଆତଙ୍କବାଦୀ’ ନାଁ ନେଲେନି ଓମାର ଅବଦୁଲ୍ଲା: ବର୍ଷିଲେ ଲୋକେ

ନୂଆଦିଲ୍ଲୀ,୨୧।୧୦: ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ କ୍ରମାଗତ ଭାବେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ଜମ୍ମୁ-କଶ୍ମୀରର ଗାଗଙ୍ଗୀରରେ ରବିବାର ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଲୋକମାନେ ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଜମ୍ମୁ କଶ୍ମୀର…

ବାବର ଆଜମ୍‌ଙ୍କୁ ଏମିତି ଟିପ୍ସ ଦେଲେ ବୀରେନ୍ଦ୍ର ସେହ୍ବାଗ: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଆଜିକାଲି ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ଟେଷ୍ଟ କ୍ରିକେଟରେ ବାବରଙ୍କ ଶେଷ ଅର୍ଦ୍ଧଶତକ ଡିସେମ୍ବର ୨୦୨୨ରେ ଆସିଥିଲା। ସେ ଗତ ୬୧୬ ଦିନ ଧରି ଗୋଟିଏ ଅର୍ଦ୍ଧତକ…

ବୋହୂଙ୍କ ଅଡୁଆ ବଢାଉଛି ଶ୍ୱଶୁରଙ୍କ ‘ଅତିତ’

ଜାମସେଦପୁର,୨୧।୧୦: ୨୦୨୪ ଝାଡ଼ଖଣ୍ଡ ନିର୍ବାଚନରେ ଜାମସେଦପୁର ପୂର୍ବ ବିଧାନସଭା ଆସନରେ ହଠାତ୍‌ ରାଜନୈତିକ ଉଷ୍ମତା ବଢିଯାଇଛି। ଭାଜପା ପୂର୍ଣ୍ଣିମା ଦାସଙ୍କୁ ଏଠାରୁ ପ୍ରାର୍ଥୀ କରିଛି, ଯେଉଁଥିପାଇଁ ଦଳ ଭିତରେ ବିରୋଧ ଆରମ୍ଭ ହୋଇଛି। ନିର୍ବାଚନକୁ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାଜପା…

ବାତ୍ୟାକୁ ନେଇ ଆସିଲା ବଡ଼ ଏବଂ ନୂଆ ଅପ୍‌ଡେଟ୍‌: ଜାଣନ୍ତୁ କେଉଁ ସମୟରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର,୨୧।୧୦: ବାତ୍ୟାର ଗତିପଥ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ବଡ଼ ଏବଂ ନୂଆ ଅପ୍‌ଡେଟ୍‌ ଆସିଛି। ଏହି ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ ହୋଇଛି। ଏହା ଉତ୍ତର ଓଡ଼ିଶାକୁ ହିଟ୍‌ କରିବା ସମ୍ଭାବନା ରହିଛି। ପୁରୀ ଓ…

ପୂଜାଛୁଟି ପରେ  ଗାଡ଼ିରେ ସାଙ୍ଗକୁ ବସାଇ ସ୍କୁଲ ଯାଉଥିଲେ ନାବାଳକ: ପିଟିଦେଲା ବୋଲେରୋ

ତୁମୁଡିବନ୍ଧ,୨୧।୧୦(ଦୀପକ କୁମାର ପରା ସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧର ବାହାଲପଦା ଛକଠାରେ ସମୋବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବାଇକ୍‌ ମୁହାଁ ମୁହିଁ ହେବା ଫଳରେ ୨ଜଣ ବାଇକ୍‌ ଅରୋହି ଗୁରୁତର ହୋଇଛନ୍ତି। ସେମାନଙ୍କୁ  ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ବାତ୍ୟା ପାଇଁ ପ୍ରସ୍ତୁତି: ମତ୍ସ୍ୟଜୀବୀଙ୍କ ଜାଲ, ଡଙ୍ଗାକୁ ସୁରକ୍ଷିତ ରଖିବାକୁ….

ଛତ୍ରପୁର,୨୧।୧୦(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି l ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି l ସାଗରମିତ୍ରମାନେ ଗାଁକୁ ଗାଁ ବୁଲି ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରିବା ସହ ସମୁଦ୍ର…

୮ ଶ୍ରେଣୀକୁ ଜଣେ ଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ହରଭଙ୍ଗା,୨୧ା୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତର ଘୋରଡ଼ା ସ୍କୁଲରେ ଅଭିଭାବକ ଓ ଛାତ୍ରୀଛାତ୍ର ସ୍କୁଲ ତାଲା ପକାଇ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି। ଘୋରଡ଼ା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିଲେ ମଧ୍ୟ ୮ଟି ଶ୍ରେଣୀକୁ…

ଭିଜିଲାନ୍ସ ଜାଲରେ ଖଣ୍ଡପଡା ଥାନା ଏସଆଇ, ଲାଞ୍ଚ ନେଲା ବେଳେ ମାଡ଼ି ବସିଲା

ନୟାଗଡ଼,୨୧ା୧୦: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡା ଥାନାରେ କାର୍ଯ୍ୟରତ ଏସଆଇ ଏସ.କେ.ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଖଳିସାହି ଗ୍ରାମର ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ପୂର୍ବ ମାମଲାର ସମାଧାନ ପାଇଁ…

ବିସିଜି ଟିକା ନେଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ବାଲିଗୁଡ଼ା,୨୧ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଯକ୍ଷ୍ମା (ଟିବି) ବିରୋଧରେ ଲଢ଼େଇ କରିବାକୁ ଦିଆଯାଉଥିବା ବିସିଜି ଟିକା ନେଇ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ୫୦ରୁ ଊଦ୍ଧର୍‌ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଟିକା ନେବାର ୨/୩ ଦିନ ଯନ୍ତ୍ରଣା ପରେ ଏବେ…

ମାଡ଼ି ଆସୁଛି ବାତ୍ୟା: ଅପରାହ୍ନରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧୦: ଦାନା ବାନ୍ଧୁଛି ବାତ୍ୟା ‘ଦାନା’। ବଳ ଗୋଟାଉଛି। ଏକଜୁଟ୍‌ ହେଉଛି। ଯାହାକୁ ନେଇ ଏବେ ଏକପ୍ରକାର  ଆତଙ୍କିତ ହୋଇପଡ଼ଛନ୍ତି   ଓଡ଼ିଶାବାସୀ। ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇଛନ୍ତି ସରକାର । ତେବେ  ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବାତ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri