Home Left

OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ଅଘଟଣ: ଚାକିରି ଅଶାୟୀଙ୍କ ମୃତ୍ୟ

ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ଓଏସ୍‌ଏସ୍‌ସି ଦ୍ୱାରା ଆୟୋଜିତ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରୀକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଘଟିଛି ଦୁଃଖଦ ଘଟଣା। ଏହି ପରୀକ୍ଷା ଦୌଡ଼ ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି।…

ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛି ଚାଇନା: ଭାରତକୁ ସତର୍କ ଘଣ୍ଟି

ବେଜିଂ,୪।୩: ଭାରତର ପଡ଼ୋଶୀ ଦେଶ ମିଆଁମାର ଦୀର୍ଘ ଦିନ ହେବ ଗୃହଯୁଦ୍ଧରେ ଫସିଛି। ଯୁଦ୍ଧ କ୍ଷେତ୍ରରେ ଆରାକାନ ସେନା ଏବଂ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ ଅଛନ୍ତି। ଅନ୍ୟ ପାର୍ଶ୍ୱରେ, ଜୁଣ୍ଟା ଶାସନର ସେନା ଅଛି। ମିଆଁମାରରେ ଚାଲିଥିବା ଗୃହଯୁଦ୍ଧ ଭାରତ, ବାଂଲାଦେଶ…

ଖେଳାଳିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମାହିରା, କହିଲେ ମୁଁ ସିରାଜଙ୍କୁ…

ମୁମ୍ବାଇ,୪।୩: ବିଗ୍‌ବସ ଫେମ ମାହିରା ଶର୍ମା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଥାଆନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ପାରସ ଛାବ୍ରାଙ୍କ ସହ ତାଙ୍କର ସମ୍ପର୍କ ଏକ ରିଆଲିଟି ଶୋ’ରେ ଆରମ୍ଭ ହୋଇଥିଲା କିନ୍ତୁ ତା’ପରେ ଉଭୟଙ୍କ ବ୍ରେକଅପ…

OASଙ୍କୁ ବାହା ହେବା ପରେ ଏମିତି କହିଲେ ମାହାଙ୍ଗା ବିଧାୟକ: କେହି ଜାଣିବେନି ବୋଲି ଦୂରେରେ ଯାଇ…

ଭୁବନେଶ୍ୱର,୪।୩: ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ବିଧାୟକ କହିଛନ୍ତି, ମୁଁ ଗୋଟେ ଆଶା ରଖିଥିଲି କେହି ଜାଣିବେନି ବୋଲି ଏତେ ଦୂରେରେ ଯାଇ ବାହା ହେଉଥିଲି। କିନ୍ତୁ ଆଶା ଠୁ…

ଦାୟିତ୍ୱ ପରେ ଆକ୍ସନ ମୋଡରେ ନୂଆ ଏସ୍‌ପି, କହିଲେ ଅପରାଧ ନିୟନ୍ତ୍ରଣକୁ ଦିଆଯିବ ପ୍ରାଥମିକତା

ବଲାଙ୍ଗୀର ,୪।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ନୂଆ ଏସ୍‌ପିି ଭାବେ ଅଭିଲାଷ ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଏସ୍‌ପିି ଋଷିକେଶ ଖିଲାରୀଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିି । ଗଣମାଧ୍ୟମ ପ୍ରତିନିଧିଙ୍କୁ ନୂଆ…

ଜାମିନ ମିଳିବା ମାତ୍ରେ ବଡ଼ ବୟାନ ଦେଲେ IIT ବାବା, କହିଲେ ଗଞ୍ଜେଇକୁ ପ୍ରସାଦ ଭାବରେ…

ନୂଆଦିଲ୍ଲୀ,୪।୩: ମହାକୁମ୍ଭ ସମୟରେ ଖବରର ଶିରୋନାମାରେ ଥିବା ଆଇଆଇଟି ବାବା ଓରଫ ଅଭୟ ସିଂ ପୁଣି ଥରେ ଖବରରେ। ଏଥର ତାଙ୍କ ନାମ ଧାର୍ମିକ ଉପଦେଶରୁ ଦୂରେଇ ଯାଇଛି ଏବଂ ଆଇନଗତ ସମସ୍ୟାରେ ଫସି ଯାଇଛି। ଜୟପୁରର ଏକ ହୋଟେଲରେ ହଙ୍ଗାମା…

Dhananjay Munde Resign: ସରପଞ୍ଚ ହତ୍ୟାକାଣ୍ଡ ମାମଲାରେ ଫସିଲେ କ୍ୟାବିନେଟ ମନ୍ତ୍ରୀ: ଶେଷରେ ଦେଲେ ଇସ୍ତଫା

ପୁଣେ,୪।୩: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଧନଞ୍ଜୟଙ୍କ ପିଏ ପ୍ରଶାନ୍ତ ଜୋଶୀ ଇସ୍ତଫାପତ୍ର ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ବାସଭବନରେ ପହଞ୍ଚିଥିଲେ। ଫଡନବୀସ କହିଛନ୍ତି, ଧନଞ୍ଜୟ ମୋତେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ…

କେନ୍ଦ୍ରାପଡାରେ ସୀମା ଟପିଲା ବର୍ବରତା: ରାସ୍ତାରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଲେ, ଭାଇରାଲ ହେଉଛି ଭିଡିଓ

କେନ୍ଦ୍ରାପଡା,୪।୩ (ଜଗନ୍ନାଥ ଧଳ): ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିଲେ ଯୁବକ। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶର ପଞ୍ଚାୟତର ସମଲପୁର ଗାଁରେ ଘଟିଛି। ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରାଯିବାର ଭିଡିଓ ଭାଇରାଲ…

ମୋବାଇଲ ଗେମ ଖେଳି ଜୀବନ ହାରିଲେ ଯୁବକ

ବରୀ,୪।୩(ମହେନ୍ଦ୍ର ସ୍ବାଇଁ): ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତେ ସଚେତନ ହେଲେ ବି ଗୋଟିଏ ଗୋଟିଏ ଭୁଲ ନିଷ୍ପତି ବେଳେ ବେଳେ ତାଙ୍କୁ ହିଁ ତାହାର ପରିଣାମ ଭୋଗିବାକୁ ପଡ଼ିଥାଏ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବରୀ ରାମଚନ୍ଦ୍ରପୁର…

Video: ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଏମିତି କାମ କଲେ ଫେସ୍‌ବୁ୍‌କ ମାଲିକ: ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବୈବାହିକ ଜୀବନରେ ଖୁସି ରହିବାର ମୂଳ ଆଧାର ହେଉଛି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପରସ୍ପର ବୁଝମଣା। ଏହା କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ ବଡ଼ ଲୋକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏହି ସମ୍ପର୍କିତ ଏକ ଭିଡିଓ ଆଜିକାଲି ଚର୍ଚ୍ଚାରେ ଅଛି।…

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ଟାଇ ହେଲେ ଫାଇନାଲରେ ପହଞ୍ଚିବ ଏହି ଦଳ, ଜାଣନ୍ତୁ ICCର ନିୟମ

ନୂଆଦିଲ୍ଲୀ,୪।୩: ପୁଣି ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମହାନ ମ୍ୟାଚ ଖେଳାଯିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ। ଟିମ ଇଣ୍ଡିଆ ତିନୋଟି ଗ୍ରୁପ ମ୍ୟାଚ ଖେଳିଥିଲା ଏବଂ ସମସ୍ତ ଜିତିଛି।…

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ଉଡ଼ିଗଲା ଘର ଆଜବେଷ୍ଟସ୍‌

ଖୋର୍ଦ୍ଧା,୪।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ମଙ୍ଗଳବାର ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପ୍ରଥମେ ବେଗୁନିଆ ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?