ଦାନା ପାଇଁ ଏମ୍କେସିଜି ଡାକ୍ତର, କର୍ମଚାରୀଙ୍କ ଛୁଟି ବାତିଲ
ବ୍ରହ୍ମପୁର,୨୧।୧୦: ଗଞ୍ଜାମ ଜିଲାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହିତ ମୁଖ୍ୟାଳୟ…
ବୁଧବାର ସନ୍ଧ୍ୟାରୁ ବଦଳିବ ପାଗ: ଏହି ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୨ା୧୦: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି। ସମୁଦ୍ରରେ ବଳ ଗୋଟାଇ ବାତ୍ୟା ଉତ୍ତର ପଶ୍ଚିମ…
ନିମ୍ରତ କୌରଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚା ମଧ୍ୟରେ ଏମିତି ପ୍ରତିକ୍ରିୟା ଦେଲେ ଅଭିଷେକ ବଚ୍ଚନ
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ତାଙ୍କ ନାଁ ଅଭିନେତ୍ରୀ ନିମ୍ରତ କୌରଙ୍କ ଯୋଡ଼ାଯାଉଛି। ଏସବୁ ଭିତରେ ନିକଟରେ ଅଭିଷେକଙ୍କୁ ବିମାନବନ୍ଦରରୁ ବାହାରକୁ ଆସୁଥିବାର ଦେଖାଯାଇଥିଲା। ଗଣମାଧ୍ୟମ ତାଙ୍କୁ…
ବିଇଏମସିରେ ବିଜେଡି କର୍ପୋରେଟର ଦୁଇ ଫାଳ: ରହସ୍ୟ ଘେରରେ ପୂର୍ବତନ ଏମପି, ବିଧାୟକଙ୍କ….
ବ୍ରହ୍ମପୁର,୨୧ା୧୦(ନରସିଂହ ସାହୁ): ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ବିଜେଡି କର୍ପୋରେଟର ଦୁଇ ଫାଳ ହୋଇଯାଇଛି। ସୋମବାର ଦଳର ବୈଠକରେ ୨୫ରୁ ଅଧିକ ଅନୁପସ୍ଥିତ ଥିବାରୁ ବିବାଦ ପକାକୁ ଆସିଛି। ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ…
ଭାଜପାକୁ କେବେ ମିଳିବ ନୂଆ ଅଧ୍ୟକ୍ଷ, ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୨୨।୧୦: ଗତ କିଛି ମାସ ଧରି ଭାରତୀୟ ଜନତା ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା, କିନ୍ତୁ ଦଳ ଏ ପର୍ଯ୍ୟନ୍ତ ଜଣେ ନୂତନ ମୁଖିଆ ପାଇପାରିନାହିଁ। ବର୍ତ୍ତମାନର ଅଧ୍ୟକ୍ଷ ଜେପି ନଡ୍ଡା ସମ୍ପ୍ରସାରଣରେ…
ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା
ବରଗଡ଼,୨୨।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁୟାରୀ ୩ରୁ ଆରମ୍ଭ ହେବ। ତେବେ ଆଗାମୀ ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ ଭାଷାରେ କରିବାକୁ ସ୍ଥାନୀୟ କୋଶଲ ଜଏଣ୍ଟ ଆକ୍ସନ କମିଟି ଦାବି କରିଛି। ଏହି ଦାବି ନେଇ…
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି। ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳାଯିବ। ଏହି ସିରିଜ…
ନିର୍ବାଚନ ଲଢିବେ ଲରେନ୍ସ ବିଷ୍ଣୋଇ? ଜାଣନ୍ତୁ କିଏ ଦେଇଛି ଅଫର୍
ମୁମ୍ବାଇ,୨୨।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ। ଏହି ସମୟରେ ରାଜନୈତିକ ଦଳର ଏକ ଅଜବ ବିବୃତ୍ତି ସାମ୍ନାକୁ ଆସିଛି। ଏହି ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଅଫର ଦେଇଛନ୍ତି। ଏହି…
ରେନ୍ବୋ ଜଳପ୍ରପାତର ବିକାଶ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ
ଦାରିଙ୍ଗବାଡି, ୨୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ତାହା ମଧ୍ୟରେ ରେନ୍ବୋ ଜଳପ୍ରପାତ ଅନ୍ୟତମ।ଏହି ଜଳପ୍ରପାତ ଉକ୍ତ ବ୍ଲକ ପ୍ଳିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମରେ ରହିଥିବାବେଳେ ଏହାର ବିକାଶ ସହ ପର୍ଯ୍ୟଟକଙ୍କୁ…
ସରକାରଙ୍କ ଚିନ୍ତାଜନକ ତଥ୍ୟ, ସଡ଼କ ଦୁର୍ଘଟଣାରେ ଦିନକୁ ୪୭୪ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୨୨।୧୦: ୨୦୨୩ରେ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ସହ ରାଜ୍ୟଗୁଡିକ ଅଂଶୀଦାର କରିଥିବା ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ ପ୍ରାୟ ୧.୭୩ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ…
ବାତ୍ୟା ଛନକା: ପୁରୀ ଛାଡୁଛନ୍ତି ପର୍ଯ୍ୟଟକ
ପୁରୀ,୨୨ା୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏଭଳିସ୍ଥିତିରେ ବୁଳିବାକୁ ଆସିଥିବା ପର୍ଯ୍ୟଟକ ମଙ୍ଗଳବାର ପୁରୀ ଛାଡି ପଳାଉଥିବା ଦେଖିବାକୁ ମିଳିଛି। ଏନେଇ ବସ୍ଷ୍ଟାଣ୍ଡ ସାଙ୍ଗକୁ ବିଭିନ୍ନ ଛକରେ ଲୋକ ଠିଆ ହୋଇ…
ହସ୍ପିଟାଲ ତଳେ ନଗଦ ସୁନା ଲୁଚାଇ ରଖିଛି ହେଜବୋଲ୍ଲା!
ଜେରୁଜେଲମ,୨୨।୧୦: ଏକ ବର୍ଷରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ, ଏହି ଯୁଦ୍ଧର ନିଆଁ ଲେବାନାନ ଏବଂ ଇରାନରେ ପହଞ୍ଚିଛି । ଗାଜାରେ ହମାସ ମୁଖ୍ୟ ୟାହିୟା ସିନୱାର ଏବଂ ବେରୁଟରେ ହେଜବୋଲ୍ଲା…
Archives


