Home Left

ଗୁରୁତର ରୋଗୀଙ୍କୁ ହେଲିକପ୍ଟରରେ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ ହାଇଟେକ ଆମ୍ବୁଲାନ୍ସରେ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୯।୧୦: ୧୦୮ ଆମ୍ବୁଲାନ୍ସ ପରି ହେଲି ଆମ୍ବୁଲାନ୍ସ ସେବା ଅକ୍ଟୋବର ୨୯ରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏକ୍ସ) ଋଷିକେଶରେ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାର ଶୁଭାରମ୍ଭ କରିବେ। ତେବେ ପ୍ରଧାନମନ୍ତ୍ରୀ ମୋଦି…

ଏକତାର ଶପଥ ପାଠ ପରେ ଦୌଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧୦: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପୂର୍ବରୁ ‘ରନ ଫର୍‌ ୟୁନିଟି’ ମାରାଥନକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ଏକତାର ଶପଥ କରାଇବା ପରେ ନିଜେ ମାରାଥନ୍‌ରେ ଦୌଡିଛନ୍ତି ମୁଖ୍ୟମନ୍ତ୍ରୀ। ବେଳ ଏତିକି ନୁହେଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ନୂତନ ଭାବେ ନିଯୁକ୍ତ ପ୍ରାର୍ଥୀମାନେ ବର୍ତ୍ତମାନ ସରକାରଙ୍କ…

ଥମୁନି ପିସିବି ଝଗଡ଼ା: ଶେଷରେ ଇସ୍ତଫା ଦେଲେ କୋଚ୍‌

କରାଚୀ, ୨୯ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସହିତ ମତାନ୍ତର ହେବାରୁ ଦେଶର ହ୍ବାଇଟ ବଲ୍‌ କୋଚ୍‌ ଗ୍ୟାରୀ କର୍ଷ୍ଟେନ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ପିସିବି କର୍ଷ୍ଟେନଙ୍କୁ ୬ମାସ ପୂର୍ବେ ନିଯୁକ୍ତି ଦେଇଥିଲା। ଦକ୍ଷିଣ ଆଫ୍ରିକାର ଏହି ୫୬ ବର୍ଷୀୟଙ୍କ…

ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୧୦: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଭେଟେରାନ ବ୍ୟାଟ୍ସମ୍ୟାନ କେନ ୱିଲିୟମସନଙ୍କ ରୂପରେ ଏକ ବଡ଼ ଝଟକା ପାଇଛି। ଫଳରେ ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟ…

ବିବାହକୁ ପୁରିନି ୭ ମାସ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ,୨୯ା୧୦(ରତନ ନାୟାର): ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍‌ର ଶରତ ମହାପାତ୍ରଙ୍କୁ ଗତ ୭ ମାସ ତଳେ ବିବାହ କରିଥିବା ମୌସୁମୀ ମଧୁସ୍ମିତାଙ୍କ ରବିବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ…

ଦୀପ ଜଳିବା ପୂର୍ବରୁ ଦେଶବାସୀଙ୍କୁ ବଡ଼ ଉପହାର ଦେବେ ମୋଦି, ୫୧.୦୦୦ଙ୍କୁ ମିଳିବ ନିଯୁକ୍ତି ପତ୍ର…

ନୂଆଦିଲ୍ଲୀ,୨୯।୧୦: ଆଜି ସେହି ଲୋକମାନଙ୍କ ପାଇଁ ଏକ ବିଶେଷ ଦିନ, ଯେଉଁମାନଙ୍କୁ ନିଯୁକ୍ତି ପତ୍ର ମିଳିବ। ହଁ, ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ୫୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। କେବଳ ଏତିକି ନୁହେଁ, ବୃଦ୍ଧମାନଙ୍କୁ ସ୍ବାସ୍ଥ୍ୟ ବୀମାର ଏକ ବଡ଼…

ପରକୀୟା ପ୍ରୀତି: ତହସିଲଦାରଙ୍କ ଡ୍ରାଇଭରଙ୍କୁ ଉଲଗ୍ନ କରି ଆଣ୍ଠେଇ ଚଲାଇଲେ

ପାଟଣା,୨୯ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପାଟନାଳୀ ସାହିରେ ପରକୀୟା ପ୍ରୀତିକୁ ନେଇ କଙ୍ଗାରୁ କୋର୍ଟ ହୋଇଛି। ଜଣେ ଯୁବକଙ୍କୁ ଗ୍ରାମବାସୀ ମାଡ଼ ମାରିବା ସହ ଉଲଗ୍ନ କରି ଆଣ୍ଠେଇ ଚଲାଇଥିବା ଜଣାପଡ଼ିଛି। ଘଟଣାର ଭିଡିଓ ଭାଇରାଲ…

IPL 2025: ରିଟେନଶନ ମଧ୍ୟରେ ସାମ୍ନକୁ ଆସିଲା ମେଗା ଅକ୍ସନର ତାରିଖ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୧୦: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସମସ୍ତେ ଅକ୍ଟୋବର ୩୧ କୁ ଅପେକ୍ଷା କରିଛନ୍ତି, ଯେତେବେଳେ ଫ୍ରାଞ୍ଚାଇଜ ନିଜ ନିଜ ରଖାଯାଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିବେ। ବିଶ୍ୱାସ କରାଯାଏ ଯେ ଏଥର ମେଗା…

ସିମନବାଡି ଅଞ୍ଚଳରେ ବଢୁଛି ଚୋରା ମଦ କାରବାର

ଦାରିଙ୍ଗବାଡି,୨୯।୧୦(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ବଢୁଛି ଚୋରି। ସୋମବାର ବିଳମ୍ବିତ ରାତିରେ ସିମନବାଡିର ବ୍ୟବସାୟୀ ବିଭୁତିଭୂଷଣ ସାହୁଙ୍କ ଗୋଦାମରୁ ଏକାଧିକ ହଳଦୀ ବସ୍ତା ଚୋରିଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି…

ଏହି ତାରିଖରୁ କ୍ୟାନସଲ କରିଦିଆଯିବ ଏମାନଙ୍କ ରାଶନ କାର୍ଡ, ଲିଷ୍ଟରେ ଆପଣ ଅଛନ୍ତି କି, କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୯।୧୦: ଭାରତ କେନ୍ଦ୍ର ସରକାର ନିଜ ଦେଶର ଅଭାବୀ ଏବଂ ଗରିବ ନାଗରିକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ଯୋଜନା ଅନ୍ତର୍ଭୁକ୍ତ । ଏହି ଯୋଜନାରେ ଦେଶର କୋଟି ଲୋକ ଉପକୃତ ହେଉଛନ୍ତି। ଭାରତରେ ଅନେକ ଲୋକ…

ମହାକାଶରୁ ଦୀପାବଳି ଶୁଭକାମନା ଜଣାଇଲେ ସୁନିତା

ଓ୍ବାଶିଂଟନ,୨୯।୧୦: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରୁ ଦୀପାବଳି ଶୁଭେଚ୍ଛା ପଠାଇଛନ୍ତି। ଇତିମଧ୍ୟରେ ହ୍ବାଇଟ ହାଉସରେ ଏକ ଦିୱାଲୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ସମୟରେ, ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୁନୀତା ୱିଲିୟମ୍ସ ଦୀପାବଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri