ଛାତ୍ରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହତ୍ୟା ଧମକ ଅଭିଯୋଗ; ଥାନାରେ ମାମଲା, ୪ ଅଭିଯୁକ୍ତ ଫେରାର
ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ଦାଦାବଟି ପାଇଁ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରତି ମାସରେ ଦାଦା ବଟି ଦିଆ ନଗଲେ ତାଙ୍କୁ ଜୀବନରେ…
ଶେଖ ହାସିନା ଯିବା ପରେ ଏହି ଲୋକଙ୍କର ବଲ୍ଲେ ବଲ୍ଲେ, ବାଂଲାଦେଶ ସରକାର କରିଦେଲେ ମାଲାମାଲ
ଢାକା,୨।୯: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବାଂଲାଦେଶ ଛାଡି ପଳାଇବା ପରେ ଦେଶରେ ଅନେକ ପରିବର୍ତ୍ତନ ହୋଇଛି। ମଧ୍ୟବର୍ତ୍ତୀକାଳୀନ ସରକାର କ୍ରମାଗତ ଭାବରେ ଶେଖ ହାସିନା ସରକାରଙ୍କ ନିଷ୍ପତ୍ତି ବଦଳାଉଛନ୍ତି, ଯାହାକି ବର୍ଷ ବର୍ଷ ଧରି ବଞ୍ଚିତ ହୋଇଆସୁଥିବା ଲୋକଙ୍କୁ ଉପକୃତ…
ଏହି ଭଳି କଲେ ଶେଖ ହାସିନା ନିଜ ଦେଶକୁ ଫେରିବେ, ବଡ଼ ଉପାୟ କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ
ଢାକା,୨।୯: ବାଂଲାଦେଶରେ ହୋଇଥିବା ହିଂସା ପରେ ଶେଖ ହାସିନା ୫ ଅଗଷ୍ଟରେ ଦେଶ ଛାଡି ଭାରତ ପଳାଇଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ ସେ ଅନ୍ୟ କିଛି ଦେଶରେ ଆଶ୍ରୟ ନେବେ, କିନ୍ତୁ ଏବେ ସେ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପ୍ରସ୍ତୁତ…
ପଞ୍ଚାୟତ ସ୍ତରୀୟ ଜନଶୁଣାଣିରେ ଯୋଗଦେବାକୁ ଯାଇ ବିଡ଼ିଓ ହଟହଟା: ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଛାଡ଼ିଲେ ଅଞ୍ଚଳବାସୀ
ଥୁଆମୁଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ ପ୍ରଶାସନ ପକ୍ଷରୁ ଗତ ମାସ ଠାରୁ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନାକରୁଣ୍ତି ପଞ୍ଚାୟତ ଠାରେ ସୋମବାର ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ…
କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ ଆରମ୍ଭ
କର୍ଲାମୁଣ୍ଡା,୨/୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ରିଂଜାଠାରେ ଆଇସିଡିଏସ କର୍ମୀ ପ୍ରଜ୍ଞା ପରମିତା ସାହୁ ଗାଁର ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର…
ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ଚାହୁଁଛନ୍ତି ସ୍ତ୍ରୀ ମେଲାନିଆ
ଓ୍ବାଶିଂଟନ୍,୨।୯: ଆମେରିକା ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଆନ୍ଥୋନି ସ୍କାରାମୁଚି ଏକ ବଡ଼ ଦାବି କରିଛନ୍ତି। ହ୍ବାଇଟ ହାଉସର ଯୋଗାଯୋଗ ନିର୍ଦ୍ଦେଶକ ଆନ୍ଥୋନୀ ସ୍କାରାମୁସି ଦାବି କରିଛନ୍ତି, କମଲା ହାରିସଙ୍କ ବିଜୟକୁ ନେଇ ଡୋନାଲ୍ଡ…
୪ ଭାଇଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍
ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୨ରେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଛକରେ ଜଣେ ଝିଅକୁ କମେଣ୍ଟ ମରାକୁ କେନ୍ଦ୍ରକରି ୪ ଭାଇଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଉକ୍ତ ବହୁ ଚର୍ଚ୍ଚିତ ହତ୍ୟା ମାମଲାର ଚୂଡାନ୍ତ ରାୟ ସୋମବାର ପ୍ରକାଶ…
ସାବତ ପୁଅକୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର,୨।୯: ସାବତ ପୁଅକୁ ହତ୍ୟା କରିଥିବା ପିଶାଚ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍। ମାର୍ଚ୍ଚ ୧୧, ୨୦୧୯ ରେ ରାଜଧାନୀ ମଞ୍ଚେଶ୍ୱର ଅଂଚଳର ମୁଣ୍ଡାସାହି ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୋଲିସ ପାଖରୁ ମିଳିଥିବା ସୂଚନା…
ଏହି ୫ କଥା ମାନିଲେ ଆଉ ଘଟିବନି କୋଲକାତା ଭଳି ଘଟଣା: ଆରଏସ୍ଏସ୍ ଦେଲା ପରାମର୍ଶ
ଥିରୁଭାନନ୍ତପୁରମ୍,୨।୯: କେରଳର ପାଲକ୍କଡରେ ଆରଏସଏସର ୩ ଦିନିଆ ସମନ୍ବୟ ବୈଠକରେ କୋଲକାତା ଘଟଣାକୁ ନିନ୍ଦା କରାଯାଇଛି। ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ସଂଗଠନର ଅନୁବନ୍ଧିତ ସଂଗଠନମାନେ ଏଥିରେ ଅସନ୍ତୋଷ ଏବଂ ଦୁଃଖ ପ୍ରକାଶ କରିଥିଲେ। ଏହି ଘଟଣାଗୁଡ଼ିକୁ କିପରି ନିୟନ୍ତ୍ରଣ…
ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଶାଶୁଘର ଗଲେ ଐଶ୍ୱର୍ଯ୍ୟା ରାୟ, ସାଙ୍ଗରେ ଥିଲେ…
ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବୈବାହିକ ଜୀବନ ମଧ୍ୟରେ ସବୁକିଛି ଠିକ ନ ଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ଛାଡପତ୍ର ହେବାର ଗୁଜବ ମଧ୍ୟ ସାମ୍ନାକୁ ଆସିଛି। ଏସବୁ ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁଘର ଅର୍ଥାତ୍ ଅମିତାଭ…
ଚିକିଟି ବିଷାକ୍ତ ମଦ ମୃତ୍ୟୁ: ଶୋକାକୁଳ ପରିବେଶରେ ମୃତଦେହ ସତ୍କାର
ଚିକିଟି,୨ା୯(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ମାଉନ୍ଦପୁର ଗ୍ରାମରେ ବିଷାକ୍ତ ମଦ ପିଇବା ଘଟଣାରେ ରବିବାର ସୁଦ୍ଧା ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜେନାପୁର ଗ୍ରାମର ଜୁର୍ ବେହେରା, ଲୋକନାଥ ବେହେରା, ଲକ୍ଷ୍ମଣ ବେହେରା ଓ…
ଗୋଟିଏ ଭୁଲ୍ ଯୋଗୁ ହୋଇଯିବ ଆକାଉଣ୍ଟ ଖାଲି: ଠକଙ୍କ ନୂଆ ଫର୍ମୁଲାଠାରୁ କେମିତି ରହିବେ ସତର୍କ
ଆଜିକାଲି ଡିଜିଟାଲ ଦୁନିଆରେ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଠକମାନେ ଲୋକଙ୍କୁ ନୂଆ ଉପାୟରେ ସେମାନଙ୍କର ଠକାମୀର ଶିକାର କରୁଛନ୍ତି। ଅପରାଧୀମାନେ ଏକ ନୂତନ ଉପାୟ ଆବିଷ୍କାର କରିଛନ୍ତି, ଯାହା ଦ୍ୱାରା ସେମାନେ ଲୋକମାନଙ୍କୁ ସେମାନଙ୍କର…
Archives


