Home Left

ଭାଜପାର ବଡ଼ ଆକ୍ସନ, ଅଧ୍ୟକ୍ଷ ପଦରୁ ହଟିଲେ ରବୀନ୍ଦ୍ର

ଶ୍ରୀନଗର,୩।୧୧: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପରେ ଭାଜପା ବର୍ତ୍ତମାନ ସଂଗଠନରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଛି। ଭାଜପା ସତ ଶର୍ମାଙ୍କୁ ଜମ୍ମୁ କଶ୍ମୀର ଭାଜପାର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ଦଳ ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି…

ଜଣେ ସାଧାରଣ ଲୋକ ଲଢିପାରିବେ କି ରାଷ୍ଟ୍ରପତି ନିର୍ବାଚନ? ଜାଣନ୍ତୁ ଏହାର ପ୍ରକ୍ରିୟା

ଓ୍ବାଶିଂଟନ୍‌,୩।୧୧: ଆମେରିକାରେ ଆଗକୁ ଅଛି ରାଷ୍ଟ୍ରପତି ନିର୍ବାଚନ । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନ୍ୟ ନିର୍ବାଚନଠାରୁ ଅଲଗା। ଏଠାରେ ଇଲେକ୍ଟର କଲେଜ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ତେବେ ଏହି ନିର୍ବାଚନ ପକ୍ରିୟା କିପରି ହୁଏ ଆପଣ ଜାଣିଛନ୍ତି କି? ଭାରତ…

କଙ୍କାଳ ସହ ପିଇବେ କଫି

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍‌ ଆଓ୍ବେରନେସ୍‌’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି ନିଶ୍ଚିତଭାବେ ଖାସ୍‌ ହେଇଥିବ। କଥା କ’ଣ କି ଏଠି ଆସୁଥିବା ଗ୍ରାହକଙ୍କୁ ଜିଇଥିବା ଅବସ୍ଥାରେ…

ମଦବୋଝେଇ ମିନି ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା: ଲୋକ ବୋହିନେଲେ ମଦପେଟି

ଚଣ୍ଡିଖୋଲ,୩।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ମଦ ବୋଝେଇ ମିନି ଟ୍ରକ୍‌କୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଟଣାସ୍ଥଳରେ ମଦ ବୋଝେଇ ଗାଡ଼ି…

୧୦୦ ଥ୍ରେଟ୍‌ ଇମେଲ ପଠାଇଥିବା ବ୍ୟକ୍ତି ଖୋଲିଲେ ଏହାର ରାଜ୍‌, ଲେଖିଛନ୍ତି ଆତଙ୍କବାଦ ଉପରେ ପୁସ୍ତକ

ନୂଆଦିଲ୍ଲୀ,୩।୧୧: ଦେଶର ଏୟାରଲାଇନ୍ସ ଏବଂ ହୋଟେଲଗୁଡିକ ଗତ କିଛି ଦିନ ହେବ ବୋମା ଧମକ ପାଉଛନ୍ତି। ଏହି ମାମଲାରେ ନାଗପୁର ପୋଲିସ ୩୫ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରିଛି ଯେଉଁଥିରେ ୩୫୪ରୁ ଅଧିକ ଧମକପୂର୍ଣ୍ଣ ଇମେଲ ପଠାଯାଇଥିବା ଅଭିଯୋଗ ହୋଇଛି। କୁହାଯାଉଛି…

ଜାଣନ୍ତୁ ଫୂର୍ତ୍ତି ରହିବେ କିପରି…

ଯେ କୌଣସି କାମ ହେଉନା କାହିଁକି, ତାକୁ କରିବା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ସର୍ବଦା ପ୍ରସ୍ତୁତ ରହିବାକୁ ଫୂର୍ତ୍ତି ବା ଆକ୍ଟିଭ୍‌ନେସ୍‌ କୁହାଯାଏ। ଯେଉଁ ବ୍ୟକ୍ତି ଜୀବନରେ ଯେତେ ଫୂର୍ତ୍ତି ଥାନ୍ତି, ତାଙ୍କୁ ସଫଳତା ସେହି ମାତ୍ରାରେ ହିଁ…

କାହିଁକି ଟ୍ରେନ୍‌ର ରଙ୍ଗ ଲାଲ,ନୀଳ ହୋଇଥାଏ, ଏମାନଙ୍କ ଭିତରେ କ’ଣ ରହିଛି…

ଟ୍ରେନ୍‌ରେ ଯଦି ସବୁଦିନ ଯାତ୍ରା କରୁଛନ୍ତି ତେବେ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ, ଲାଲ ଓ ନୀଳ ରଙ୍ଗ ଦୁଇପ୍ରକାରର ଟ୍ରେନ୍‌ ଥାଏ। ହେଲେ କେବେ ଭାବିଛନ୍ତି କି ଏହି ଦୁଇ ରଙ୍ଗର ଟ୍ରେନ୍‌ ଭିତରେ ଫରକ କ’ଣ? ଏଥର ଜାଣନ୍ତୁ…

ପ୍ରଥମ ରୋଜଗାରରେ ଭଉଣୀ ହାତରେ ପିନ୍ଧାଇଥିଲି…

ମୋ ଗାଁ ହେଉଛି ଢେଙ୍କାନାଳ ଜିଲାର ନିହଲପ୍ରସାଦ। ଗାଁ ସ୍କୁଲରେ ନବମ ପଢିଲା ପରେ କଟକ ଚୌଦ୍ୱାରରେ ଥିବା ମୋ ଭଉଣୀ ଘରେ ରହି ଚୌଦ୍ୱାର ମ୍ୟୁନିସିପାଲଟି ହାଇସ୍କୁଲ୍‌ରେ ମାଟ୍ରିକ୍‌ ପଢିଥିଲି। ତା’ପରେ ରେଭେନ୍ସା କଲେଜରେ ଆଇ.ଏସ୍‌ସି, ବିଜେବି କଲେଜରେ ବି.ଏ.…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ…

ଲକ୍ଷ୍ନୌ/ମୁମ୍ବାଇ,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ୍‌ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ଯଦି ଯୋଗୀ ୧୦ ଦିନ ମଧ୍ୟରେ ଇସ୍ତଫା ନ ଦିଅନ୍ତି, ତେବେ ଆମେ ତାଙ୍କୁ…

ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗୁଛି କି? ତେବେ ନିହାତି ଜାଣନ୍ତୁ

ବେଳେବେଳେ ଦେଖାଯାଏ, କିଛି କାରଣ ନଥାଇ ବି ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଅନୁଭବ ହୁଏ। ଏ କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା…

ଟିମ୍‌ ଇଣ୍ଡିଆକୁ ୧୪୭ରନ୍‌ର ଟାର୍ଗେଟ

ମୁମ୍ବାଇ,୩।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୩ ମୁକାବିଲା ଜାରି ରହିଛି। ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨ୟ ଇନିଂସରେ ୧୪୬ରନ୍‌ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତକୁ ଜିତିବା ଲାଗି ୧୪୭ ରନ୍‌ର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜାଙ୍କୁ ୫…

ସନାତନ ଧର୍ମର ସୁରକ୍ଷା ପାଇଁ ପଓ୍ବନ କଲ୍ୟାଣ ଲଞ୍ଚ କଲେ ‘ନରସିଂହ ବାରାହି ବ୍ରିଗେଡ’

ଅମରାବତି,୩।୧୧: ଦକ୍ଷିଣର ଜଣାଶୁଣା ସୁପରଷ୍ଟାର ତଥା ଜନସେନା ପାର୍ଟି (ଜେଏସପି) ମୁଖ୍ୟ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ଦଳ ମଧ୍ୟରେ ନରସିଂହ ବାରାହି ବ୍ରିଗେଡ ଗଠନ ଘୋଷଣା କରିଛନ୍ତି। ଏହି ବ୍ରିଗେଡର ମୂଳ ଉଦ୍ଦେଶ୍ୟ ହେଉଛି ସନାତନ ଧର୍ମର ସୁରକ୍ଷା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri