Home Left

ଟ୍ରମ୍ପ ନା ହାରିସ୍‌? ଯାହାର ଭବିଷ୍ୟବାଣୀ ୪୦ ବର୍ଷ ମଧ୍ୟରେ ଭୁଲ ହୋଇନାହିଁ, ସେ କହିଦେଲେ କିଏ ହେବେ ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ବନ୍ଧୀୟ ଚିତ୍ର କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ଆମେରିକୀୟମାନେ ଆସନ୍ତା ଚାରି ବର୍ଷ ପାଇଁ କମଲା ହାରିସ୍‌ କିମ୍ବା ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଶର ନିର୍ଦ୍ଦେଶ ହସ୍ତାନ୍ତର କରିବେ। ଭୋଟ ପରେ ଉଭୟଙ୍କ ମଧ୍ୟରେ କିଏ…

ଶିଳ୍ପ ବିକାଶକୁ ଝଟକା:ଇଥାନଲ୍‌ ପ୍ରକଳ୍ପରୁ ଓହରିଗଲା ଏଚ୍‌ପିସିଏଲ୍‌

ନବରଙ୍ଗପୁର,୬।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ହେବାକୁ ଥିବା ଇଥାନଲ୍‌ ପ୍ରକଳ୍ପରୁ ଏଚ୍‌ପିସିଏଲ୍‌ (ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌) କମ୍ପାନୀ ଓହରିଯାଇଥିବା ନେଇ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ଥାନୀୟ ଚରକବନରେ ଖବରଦାତାମାନଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତରେ କହିଛନ୍ତି। ଜିଲାରେ ଶିଳ୍ପର…

ଭରତପୁର ଥାନାରେ ନିର୍ଯାତନା ଘଟଣା:୩୦୦ରୁ ଊର୍ଦ୍ଧ୍ୱ ସତ୍ୟପାଠ ଦାଖଲ

ଭୁବନେଶ୍ୱର,୬ା୧୧(ସତ୍ୟଜିତ୍‌ ରାଉତ):ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି। ଏଥିସହ ବିଚାର ବିଭାଗୀୟ ଯାଞ୍ଚ ଚାଲିଥିବାବେଳେ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲର ସମୟସୀମା ମଙ୍ଗଳବାର ଶେଷ ହୋଇଛି। ତେବେ ୩୦୦ରୁ…

ବଡ଼ ଖବର: ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଯୋଗୀ! ଏମିତି କହିଦେଲେ…

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶ ଉପନିର୍ବାଚନ ପରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଇସ୍ତଫା ଦେବା ନିଶ୍ଚିତ ବୋଲି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିଧାୟକ ହାଜି ରାଫିକ ଅନସାରୀ ଦାବି କରିଛନ୍ତି। ଏସପି ବିଧାୟକଙ୍କ ଏହି ବିବୃତ୍ତି ପରେ ୟୁପିରେ ଆଲୋଚନା ତୀବ୍ର…

ନରମିଲା ଇସ୍କନ: ଅଦିନିଆ ରଥଯାତ୍ରା ବନ୍ଦ

ଭୁବନେଶ୍ୱର,୬।୧୦(ବନ୍ଦନା ସେଠୀ):ଶେଷରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଆଗରେ ମୁଣ୍ଡ ନୁଆଁଇଛି ଇସ୍କନ। ଆମେରିକାର ହ୍ୟୁଷ୍ଟନ୍‌ରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ସେବାୟତ ଓ ଶ୍ରଦ୍ଧାଳୁମାନେ ତୀବ୍ର ବିରୋଧ କରିବା ପରେ ଇସ୍କନ କର୍ତ୍ତୃପକ୍ଷ ଏହି…

ସିଦ୍ଦାରାମାୟାଙ୍କୁ ହାଇକୋର୍ଟ ନୋଟିସ

ବେଙ୍ଗାଲୁରୁ,୬ା୧୧: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦୁର୍ନୀତି ମାମଲାରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, ତାଙ୍କ ସ୍ତ୍ରୀ ବି.ଏମ୍‌. ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ ସ୍ବାମୀ, କେନ୍ଦ୍ର ସରକାର, ସିବିଆଇ, ରାଜ୍ୟ ସରକାର, ରାଜ୍ୟ ପୋଲିସ ମୁଖ୍ୟ, ଲୋକାୟୁକ୍ତ ପୋଲିସ…

ୟୁପି ମଦ୍ରାସା ଆଇନ ବୈଧ

ନୂଆଦିଲ୍ଲୀ,୬।୧୧: ମୁସଲମାନ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆଇନ, ୨୦୦୪ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ମଙ୍ଗଳବାର କାଏମ ରଖିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟ ପୂର୍ବ ରାୟରେ ଉକ୍ତ ଆଇନକୁ ଅସାମ୍ବିଧାନିକ ଦର୍ଶାଇଥିବାବେଳେ ସର୍ବୋଚ୍ଚ ଅଦାଲତ ତାହାକୁ ଖାରଜ…

ଅଧା ରହିଗଲା ଶାରଦାଙ୍କ ସ୍ବପ୍ନ

ବାରାଣସୀ,୬।୧୧: ରାମଲଲାଙ୍କୁ ଦେଖିବା ପରେ ମୋତେ ଦରବାରକୁ କୋର୍ଟକୁ ମଧ୍ୟ ଯିବାକୁ ପଡିବ । ମୋତେ ତାଙ୍କ ପାଦତଳେ ପ୍ରଣାମ କରିବାକୁ ପଡିବ, ଦେଖିବା ଏହି ଇଚ୍ଛା କେବେ ପୂରଣ ହେବ। ଏହି ଶବ୍ଦଗୁଡ଼ିକ ଥିଲା ଲୋକ ଗାୟିକା ଶାରଦା ସିହ୍ନାଙ୍କର…

କୋହଲିଙ୍କ ଜନ୍ମଦିନରେ ବାବର ଆଜମ କଲେ ଏଭଳି କାମ, ପାକିସ୍ତାନ ପ୍ରଶଂସକ କରୁଛନ୍ତି ସଲାମ..

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ବିରାଟ କୋହଲି ମଙ୍ଗଳବାର ଅର୍ଥାତ ନଭେମ୍ବର ୫ରେ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ସହ ନିଜର ଖରାପ ପ୍ରଦର୍ଶନକୁ ନେଇ ଜନ୍ମଦିନର ଉତ୍ସାହ ଫିକା ପଡ଼ିଯାଇଛି। ଏହାସତ୍ତ୍ୱେ କୋହଲି ପ୍ରଶଂସକ ନିଜର…

ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ଗଲେ ଆୟୁଷ ଡ଼ାକ୍ତର

ଦାରିଙ୍ଗବାଡି, ୫।୧୧ (ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ ଜଣ ମୃତ୍ୟୁ ଓ ୬ ଗୁରୁତର ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଆଉ ଗୋଟିଏ…

ଆମେରିକା ନିର୍ବାଚନ: ଆସିଲା ଟ୍ରେଣ୍ଡ, ଜଣାପଡିଲା କିଏ ଆଗରେ…

ଓ୍ବାଶିଂଟନ୍‌,୫।୧୧: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଗୋଟିଏ ପଟେ ଡେମୋକ୍ରାଟିକ ପାର୍ଟିର କମଲା ହାରିସ ଥିବାବେଳେ ଅନ୍ୟପଟେ ଅଛନ୍ତି ରିପ୍ଲବିକାନର ଡୋନାଲ୍ଡ ଟ୍ରମ୍ପ ରହିଛନ୍ତି। ଦେଶର ବିଭିନ୍ନ ପୁଲିଂ ବୁଥରେ…

ଯବାନଙ୍କ ଉପରକୁ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ୍‌, ଫଟୋ ଭାଇରାଲ କରି ମାଓବାଦୀ ଲେଖିଲେ PLGA

ମାଲକାନଗିରି,୫ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ଗତ ଦୁଇ ଦିନ ପୂର୍ବରୁ ମାଓବାଦୀମାନେ ୨ଯବାନଙ୍କ ଉପରକୁ ଆକ୍ରମଣକରି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଛଡାଇ ନେଇଥିଲେ। ଏହାର ଏକ ଫଟୋ ମାଓବାଦୀଙ୍କ ପକ୍ଷରୁ ମଙ୍ଗଳବାର ଭାଇରାଲ କରାଯାଇଛି। ଯେଉଁଥିରେ ମାଓବାଦୀମାନେ ଯବାନଙ୍କଠାରୁ ଛଡାଇ ନେଇଥିବା ସମସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri