Home Left

ମୋବାଇଲ ନେଟୱାର୍କ ପାଇଁ ତେଜିଲା ଆନ୍ଦୋଳନ: ବିଏସଏନଏଲର ଟାଳଟୁଳ ନୀତିକୁ ବିରୋଧ

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):ଏବେ ରାଜ୍ୟ ହେଉ କି କେନ୍ଦ୍ର ସରକାର ସେ ସରକାରୀ ହେଉ କି ବେସରକାରୀ, ଆବେଦନଠାରୁ ପ୍ରାପ୍ୟ ପର୍ଯ୍ୟନ୍ତ ବିନା ଅନଲାଇନ କାର୍ଯ୍ୟରେ କିଛିବି ହେଉନି। ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ୨୫ଟି ପଞ୍ଚାୟତ ପାଇଁ…

ସୁରକ୍ଷାକର୍ମୀଙ୍କ ସହ ମୁହାଁ ମୁହିଁ ବେଳେ ଜଣେ ଆତଙ୍କବାଦୀ ମୃତ

କୁପଓ୍ବାରା,୬।୧୧: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ରହିଛି। କୁହାଯାଉଛି ଯେ ସୁରକ୍ଷା କର୍ମୀଙ୍କ ଜବାବରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ପ୍ରତି ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି। ବୁଧବାର ସକାଳେ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ୪ ଏନ୍‌ଏସ୍‌ଏସ୍‌ ଛାତ୍ରୀଛାତ୍ରଙ୍କ ଆସାମ ଗସ୍ତ

ଭବାନୀପାଟଣା,୬।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ୪ ଜଣ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ପୂର୍ବାଞ୍ଚଳ ପ୍ରି ଆର୍‌ ଡି ପରେଡ ଚୟନ ଶିବିରରେ ଅଂଶ ଗ୍ରହଣ କରିବା ପାଇଁ ମଙ୍ଗଳବାର ଆସାମ ଗସ୍ତ…

୧୭ ବର୍ଷ ପରେ ଏକାଠି ଖେଳିବେ ଭାରତ ଏବଂ ପାକିସ୍ତାନ ଖେଳାଳି! ବିରାଟ-ବାବର ଯୋଡି କରିବେ ଧମାଲ୍‌

ନୂଆଦିୀ,୬।୧୧: କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଆଫ୍ରୋ-ଏସିଆ କପ ପୁଣି ଆରମ୍ଭ ହେବାକୁ ଯାଉଛି। ଆଫ୍ରିକୀୟ କ୍ରିକେଟ ଆସୋସିଏସନ (ଏସିଏ) ବାର୍ଷିକ ବୈଠକରେ ୬ ଜଣିଆ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରାଯାଇଥିଲା, ଯାହା ଏସୀୟ ଏବଂ ଆଫ୍ରିକୀୟ କ୍ରିକେଟରଙ୍କୁ…

ଅବସର ପରେ ମେଗା ଅକ୍ସନରେ ପାଦ ରଖିଲେ ଆଣ୍ଡରସନ, ୧୦ ବର୍ଷ ପୂର୍ବରୁ ଖେଳିଥିଲେ ଶେଷ ଟି-୨୦ ମ୍ୟାଚ

ନୂଆଦିଲ୍ଲୀ,୬।୧: ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଆଇପିଏଲ ୨୨୫ ପାଇଁ ମେଗା ନିଲାମରେ ନିଜକୁ ପଞ୍ଜୀକୃତ କରିଛନ୍ତି। ୪୨ବର୍ଷିୟ ଆଣ୍ଡରସନ ତାଙ୍କର ପ୍ରଥମ ଆଇପିଏଲ ଋତୁକୁ ଚାହିଁ ରହିଛନ୍ତି। ଏହାପୂର୍ବରୁ ସେ ଥରେ ଆଇପିଏଲ ଖେଳି ନଥିଲେ। ଆଣ୍ଡରସନ…

ଉତ୍ତରପ୍ରଦେଶରେ ଜିତିଥିବା ବ୍ୟକ୍ତି ହେବେ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କିପରି…

ଓ୍ବାଶିଂଟନ୍‌,୬।୧୧: ଯେତେବେଳେ ବି ଭାରତରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୁଏ, ଅଧିକାଂଶ ଲୋକଙ୍କ ଆଖି ଉତ୍ତରପ୍ରଦେଶ ଉପରେ ଥାଏ। ଏହାର କାରଣ ହେଉଛି ଏହି ରାଜ୍ୟରେ ଦେଶରେ ସର୍ବାଧିକ ଲୋକ ସଭା ଆସନ ରହିଛି। ଉତ୍ତରପ୍ରଦେଶରେ ୮୦ଟି ଲୋକ ସଭା…

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି, ଡିଇଓଙ୍କ ନିକଟରେ ଫେରାଦ ହେଲେ ଶିକ୍ଷୟିତ୍ରୀଶିକ୍ଷକ

ଲାଞ୍ଜିଗଡ,୬।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଭଟIଙ୍ଗ ପଦର ଅନ୍ତର୍ଗତ ଭଟIଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି କାର୍ଯ୍ୟକଳାପକୁ ନେଇ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଫେରାଦ ହେଲେ ଶିକ୍ଷୟିତ୍ରୀ ଶିକ୍ଷକ। ସ୍କୁଲ ପିଲାଙ୍କ ପାଇଁ ବିଦ୍ୟାଳୟ…

ଟ୍ରମ୍ପ ଜିତନ୍ତୁ କିମ୍ବା ହାରିସ୍‌, ଭାରତ-ଆମେରିକା ସମ୍ପର୍କକୁ ନେଇ ଜୟଶଙ୍କର କହିଲେ…

ନୂଆଦିଲ୍ଲୀ,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ଭାରତ ଏବଂ ଆମେରିକା ମଧ୍ୟରେ ନିରନ୍ତର ଅଗ୍ରଗତି ହେବ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର କାନବେରାରେ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗଙ୍କ ସହ ମିଳିତ ଖବରଦାତା…

ଅଭିଯୋଗକୁ ରେଳ ବିଭାଗର ଖଣ୍ଡନ

ଢେଙ୍କାନାଳ,୬।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ମେରାମଣ୍ଡଳୀ ରେଳ ଷ୍ଟେଶନ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ୪୯ ହାତୀ ରେଳଧାରଣା ପାର ହେଉଥିବା ବେଳେ ତାଳଚେର ଆଡୁ ଆସୁଥିବା ଏକ ମାଲଗାଡି ଟ୍ରେନ୍‌ ଧକ୍କାରେ ଗୋଟିଏ…

ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା ବଢୁଛିିି

କେନ୍ଦ୍ରାପଡ଼ା, ୬ା୧୧(ଜଗନ୍ନାଥ ଧଳ):ବିରଳ ଅଲିଭରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଶୁକ୍ରବାରଠାରୁ କଟକଣା ଆରମ୍ଭ ହୋଇଛି। ନଭେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି କଟକଣା ଆଗାମୀ ୭ ମାସ ଅର୍ଥାତ୍‌ ମେ ୩୧ ତାରିଖ ପର୍ଯ୍ୟନ୍ତ ରହିବ।…

ଯଦି କମଲା ହାରିସ୍‌ ରାଷ୍ଟ୍ରପତି ହୁଅନ୍ତି, ତେବେ ଘଟିବ ଏମିତି, ଯାହା ୨୩୫ ବର୍ଷର ଇତିହାସରେ କେବେ ହୋଇନାହିଁ

ଓ୍ବାଶିଂଟନ୍‌,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଉଭୟ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ୍‌ ବିଜୟ ଦାବି କରୁଛନ୍ତି। ଚିତ୍ରଟି କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ଯେ କାହାର ହାତ ଆସନ୍ତା ଚାରି…

ଭାଜପା ଟାର୍ଗେଟରେ ୭ ବ୍ଲକର ଅଧ୍ୟକ୍ଷା-ଅଧ୍ୟକ୍ଷ ପଦବୀ: ଅଜ୍ଞାତବାସରେ ୫୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ସମିତି ସଭ୍ୟ

ଢେଙ୍କାନାଳ,୬ା୧୧(ରତନ ନାୟାର):ଢେଙ୍କାନାଳରେ ଭାଜପା ଟାର୍ଗେଟରେ ୭ଟି ବ୍ଲକର ଅଧ୍ୟକ୍ଷା ଅଧ୍ୟକ୍ଷ ପଦବୀ ା ନିର୍ବାଚନ ପରେ ରାଜ୍ୟରେ ଭାଜପା ସରକାର ଆସିବା ପରେ ବର୍ତ୍ତମାନ ଜିଲାରେ ବ୍ଲକ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଧ୍ୟକ୍ଷ ପଦବୀରେ ରହିଥିବା ବିଜେଡି ସମର୍ଥିତ ଅଧ୍ୟକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri