ପୋଡକାଷ୍ଟରେ ଚାଇନା ବିଷୟରେ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି, ଚାଇନା କଲା ବାଃ ବାଃ…

ନୂଆଦିଲ୍ଲୀ,୧୭।୩: ଲେକ୍ସ ଫ୍ରିଡମ୍ୟାନ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ଚାଇନା ସକାରାତ୍ମକ ପ୍ରତିକ୍ରିୟା ଦେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଭାରତ-ଚାଇନା ସମ୍ପର୍କକୁ ମଜବୁତ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ପ୍ରଶଂସା କରିଛି ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ବୃଦ୍ଧି କରିବା ବିଷୟରେ ଆଲୋଚନା କରିଛି।

ପ୍ରକୃତରେ, ପ୍ରଧାନମନ୍ତ୍ରୀ ମୋଦି ପୋଡକାଷ୍ଟ ସମୟରେ କହିଛନ୍ତି ଯେ ପ୍ରତିଯୋଗିତାକୁ ସଂଘର୍ଷରେ ପରିଣତ କରିବା ଉଚିତ୍‌ ନୁହେଁ ଏବଂ ମତଭେଦକୁ ବିବାଦରେ ପରିଣତ କରିବା ଉଚିତ୍‌ ନୁହେଁ। ଐତିହାସିକ ପ୍ରସଙ୍ଗ ଦେଇ ସେ କହିଛନ୍ତି , ଶତାବ୍ଦୀ ଧରି ଭାରତ ଏବଂ ଚାଇନା ପରସ୍ପରଠାରୁ ଶିକ୍ଷା ଲାଭ କରିଛନ୍ତି ଏବଂ ବିଶ୍ୱ କଲ୍ୟାଣରେ ଯୋଗଦାନ ଦେଇଛନ୍ତି।

ଭାରତ-ଚାଇନା ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯଦି ଆପଣ ଐତିହାସିକ ରେକର୍ଡକୁ ଦେଖନ୍ତି, ତେବେ ଭାରତ ଏବଂ ଚାଇନା ମିଳିତ ଭାବରେ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ଗୋଟିଏ ସମୟରେ, ବିଶ୍ୱ GDPରେ ଉଭୟ ଦେଶର ଅଂଶ ୫୦% ରୁ ଅଧିକ ଥିଲା। ଆମର ସମ୍ପର୍କ ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ବହୁତ ଗଭୀର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯିବା ନିଶ୍ଚିତ! ମୁମ୍ବାଇ ଇଣ୍ଡିଆନ୍ସ (MI) ପାଇଁ ଖେଳିବେ ଅର୍ଶଦୀପ; ଆସିଲା ଅଦଳବଦଳ ଚୁକ୍ତି ସମ୍ବନ୍ଧୀୟ ଅପଡେଟ

ନୂଆଦିଲ୍ଲୀ,୩।୧୧: ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯାଇପାରନ୍ତି। ହଁ, ଆପଣ ଠିକ ଶୁଣିଛନ୍ତି, ହାର୍ଦ୍ଦିକଙ୍କୁ ଅନ୍ୟ ଦଳକୁ ପଠାଇବା (ଟ୍ରେଡ) ପ୍ରକ୍ରିୟାରେ ହଠାf ପଞ୍ଜାବ ଫ୍ରାଞ୍ଚାଇଜ ସାମିଲ…

ଭଞ୍ଜପୁର ପୋଲିସକୁ ବଡ଼ ସଫଳତା: କାର୍‌ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

ବାରିପଦା, ୩/୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ଭଞ୍ଜପୁର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ…

ଶିକ୍ଷକ ଅଭାବରେ ଚାଲିଛି ବିଦ୍ୟାଳୟ: ୧୫୩ ଛାତ୍ରୀଛାତ୍ରଙ୍କୁ ମାତ୍ର ୪ ଶିକ୍ଷକ

କର୍ଲାମୁଣ୍ଡା,୩।୧୧(ପ୍ରଦୀପ କୁମାର ସାହୁ): ଶିକ୍ଷାର ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଅନେକ ବିଦ୍ୟାଳୟରେ ଏବେ ବି ଶିକ୍ଷକ ଅଭାବ…

‘ରାହୁଲ ଗାନ୍ଧୀଙ୍କ ଥାର୍ଡ କ୍ଲାସ ମିଛ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଦେଶୀ ସହାୟତା ପାଇଥିବା ନେଇ ଅଭିଯୋଗ ଉପରେ ଭାଜପାର ପାଲଟା ଜବାବ

ନୂଆଦିଲ୍ଲୀ,୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିଦେଶୀ ସହାୟତା’ ଯୋଗୁ କ୍ଷମତାକୁ ଆସିଥିଲେ ଏବଂ ଏବେ ମଧ୍ୟ କ୍ଷମତାରେ…

ଟିମ ଇଣ୍ଡିଆକୁ ଫେରିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେବାକୁ ପଡ଼ିବ ‘ଅଗ୍ନୀ ପରୀକ୍ଷା’, ଅଧିନାୟକ ଶୁବମନ ଗିଲ କହିଲେ…

ନୂଆଦିଲ୍ଲୀ,୩।୧୧: ୨୦୨୭ ଦିନିକିଆ ବିଶ୍ୱକପ ପାଖେଇ ଆସୁଥିବା ବେଳେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ…

କିଏ ଖେଳିବେ, କିଏ ପଡ଼ିବେ ବାଦ୍‌? ନ୍ୟୁଜିଲାଣ୍ଡ ବିପକ୍ଷରେ ଏମିତି ହେବ ଭାରତର ପ୍ଲେଇଂ ୧୧! ଗିଲ୍‌ ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶୁଭମନ…

ଭାରତୀୟ ପତାକା ଥିବା ଜାହାଜ ଉପରେ ଆକ୍ରମଣ; ଜଣେ ବ୍ୟକ୍ତି ନିହତ; ଜାହାଜରେ ଥିଲେ ୧୪ କର୍ମଚାରୀ

ମସକଟ,୩।୧୧: ସୋମବାର ଓମାନ ଉପକୂଳ ନିକଟରେ ଭାରତୀୟ ପତାକା ବହନ କରୁଥିବା ଏକ ମାଲବାହୀ ଜାହାଜ ଉପରେ ଏକ ଅଜ୍ଞାତ ଆକାଶୀୟ ବସ୍ତୁ ଦ୍ୱାରା ଆକ୍ରମଣ କରାଯାଇଥିଲା।…

ଶ୍ରେୟସଙ୍କ ଗୋଟିଏ ପୋଷ୍ଟରେ ସୋସିଆଲ ମିଡିଆରେ ହଇଚଇ: ଦିନିକିଆ ସିରିଜ ପୂର୍ବରୁ ଭାଇରାଲ ହେଲା…ପ୍ରଶଂସକ ଚକିତ!

ନୂଆଦିଲ୍ଲୀ, ୩।୧୧: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୨ରେ ସିରିଜ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?