କୋଲକାତାରେ ବଡ଼ ଧରଣର ବିସ୍ଫୋରଣ
କୋଲକାତା,୧୪।୯: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ବ୍ଲୁଚମାନ ସେଣ୍ଟ ଏବଂ ଏସ.ଏନ ବାନାର୍ଜୀ ରୋଡ କ୍ରସିଂରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। କୋଲକାତା ପୋଲିସ କହିଛି ଯେ ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ଏହି ବିସ୍ଫୋରଣ ଘଟିଛି। ୧ଟା…
ବୈଜ୍ଞାନିକ ହେବେ ବର୍ଷାର ଭଗବାନ, ଦେଶର ଯେ କୌଣସ ସ୍ଥାନରେ କରିପାରିବେ ବର୍ଷା, ଜାଣନ୍ତୁ କେମିତି
ନୂଆଦିଲ୍ଲୀ,୧୪।୯: ଜଳବାୟୁ ପରିବର୍ତ୍ତନ ଯୋଗୁଁ, ବେଳେବେଳେ ପ୍ରବଳ ବର୍ଷା ହେଉଛି ଫଳରେ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ଏବଂ ବେଳେବେଳେ ବର୍ଷା ଅଭାବରୁ କେତେକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ। ଏଭଳି ପାଣିପାଗର ମୁକାବିଲା ପାଇଁ କେନ୍ଦ୍ର ସରକାର…
ଏଏପିକୁ ଲାଗିଲା ଜୋରଦାର ଝଟ୍କା
ନୂଆଦିଲ୍ଲୀ,୧୪।୯: ଆମ ଆଦମୀ ପାର୍ଟି ହରିୟାଣା ବିଧାନସଭା ନିର୍ବାଚନରେ ସମସ୍ତ ୯୦ ଟି ଆସନରେ ପ୍ରାର୍ଥୀ ଦେଇଛି ଏବଂ ରାଜ୍ୟରେ ସ୍ଥାନଖୋଜିବାକୁ ଚେଷ୍ଟା କରୁଛନ୍ତି। ଶନିବାର କୈଥଲ ଜିଲା ସଭାପତି ଗଜ୍ଜନ ସିଂ ଗୋବିନ୍ଦପୁରା ଦଳରୁ ଇସ୍ତଫା ଦେବାବେଳେ ଦଳକୁ ଏକ…
କୋଲକାତା ଘଟଣାର ଚମକାଇବା ଭଳି ତଥ୍ୟ ଦେଲା ସିବିଆଇ, ଘଟଣା ଦିନ ସଞ୍ଜୟଙ୍କୁ ଫୋନ କରି ହସ୍ପିଟାଲକୁ ଡକା ଯାଇଥିଲା
କୋଲକାତା,୧୪।୯: ପଶ୍ଚିମବଙ୍ଗର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବିରୋଧରେ ଅତ୍ୟାଚାର ଘଟଣାର ତଦନ୍ତ କରୁଥିବା ସିବିଆଇ ଏକ ବଡ଼ ତଥ୍ୟ ଦେଇଛି। ସିବିଆଇ ଅନୁଯାୟୀ, ଘଟଣା ଦିନ ରାତିରେ କେହି ଜଣେ ମୁଖ୍ୟ ଅଭିଯୁକ୍ତ କୋଲକାତା ପୋଲିସର…
ଶେଷ ନିଶ୍ୱାସ ନେଉଛି ଆତଙ୍କବାଦ, ନିର୍ବାଚନ ପୂର୍ବରୁ ଗୋଟିଏ ତୀରରେ ୩ ଶିକାର କଲେ ମୋଦି
ଶ୍ରୀନଗର,୧୪।୯: ଜମ୍ମୁ କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସବୁ ଦଳର ନେତାମାନେ ଜୋରଦାର ପ୍ରଚାର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ରାଲିରେ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡୋଡା ପହଞ୍ଚିିଥିଲେ। ଏଠାରେ ଏକ ନିର୍ବାଚନ ସମାବେଶକୁ…
ବିଶ୍ୱର ସବୁଠୁ ଶୂନ୍ଶାନ ଦେଶ କିଏ ଜାଣନ୍ତି
ଦୁନିଆରେ ଏକ ଶୂନ୍ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର ଜନସଂଖ୍ୟା ବହୁତ କମ, ତେଣୁ ଏହି ଦେଶରେ ପ୍ରତି ବର୍ଗ କିଲୋମିଟର ପିଛା ଦୁଇ…
୧୭ରେ ଟଙ୍କା ବର୍ଷା: ସୁଭଦ୍ରା ସହ ଆକାଉଣ୍ଟକୁ ଆସିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି, ୧୦ଲକ୍ଷ ହିତାଧିକାରୀଙ୍କୁ…
ଭୁବନେଶ୍ୱର,୧୪।୯:୧୭ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଥମ କିସ୍ତି ଟଙ୍କା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ହିତାଧିକାରୀଙ୍କୁ ଆବାସର ପ୍ରଥମ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ୧୦ଲକ୍ଷ ହିତାଧିକାରୀଙ୍କୁ ଆବାସ ପାଇଁ ପ୍ରଥମ କିସ୍ତି…
ପୋଖରୀରୁ ମିଳିଲା ଅଷ୍ଟଧାତୁରେ ନିର୍ମିତ ନାରାୟଣଙ୍କ ମୂର୍ତ୍ତି
ସାକ୍ଷୀଗୋପାଳ,୧୪।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଶାସନ ବଡ଼ପୋଖରୀରୁ ଶନିବାର ଦେଢଫୁଟ ଉଚ୍ଚ ଏବଂ ପ୍ରାୟ ୩ କିଲୋ ଓଜନର ଅଷ୍ଟଧାତୁରେ ନିର୍ମିତ ଏକ ନାରାୟଣଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି। ପୋଖରୀରେ ଗାଧୋଇବା ବେଳେ…
ଇମୋଶନାଲ କାର୍ଡ ଖେଳିଲେ ଦିଦି: ମୁଁ ରାତିରେ ଶୋଇପାରୁନାହିଁ…
କୋଳକାତା,୧୪।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଆନ୍ଦୋଳନରତ ଡାକ୍ତରଙ୍କ ନିକଟରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ସେ ଡାକ୍ତରମାନଙ୍କୁ କାମକୁ ଫେରିବା ପାଇଁ ମନାଇବା ପାଇଁ ଏକ ଭାବପ୍ରବଣ ପଦକ୍ଷେପ ମଧ୍ୟ ନେଇଥିଲେ। ଡାକ୍ତରଙ୍କ ବିରୋଧସ୍ଥଳରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭିତରେ ବଢ଼ିଲା ଉତ୍ସାହ, ୧୭କୁ ଅପେକ୍ଷା
ଦାରିଙ୍ଗବାଡ଼ି,୧୪ା୯(ଅରୁଣ ସାହୁ): ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଉଛନ୍ତି ସେତିକି ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ଯୋଜନାକୁ ନେଇ ତତ୍ପରତା ବୃଦ୍ଧି ପାଉଛି। ସେହି କ୍ରମରେ ଗାଁ ତଥା ଦୁର୍ଗମ ଗାଁଗୁଡ଼ିକରେ ମଧ୍ୟ…
ମୋଦିଙ୍କ ବାସଭବନରେ ନୂଆ ଅତିଥି: ନାମକରଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଏକ ନୂତନ ଅତିଥି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଭିଡିଓରେ ତାଙ୍କୁ ଏକ ବାଛୁରୀ ସହିତ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦି…
ସୁଭଦ୍ରା ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ନେଉଥିଲେ ଟଙ୍କା, ପରେ ଯାହା ହେଲା…
ଟିଲାଗଡ଼,୧୪।୯(ଶରତ ମିଶ୍ର) ସୁଭଦ୍ରା ଯୋଜନାରେ ଫର୍ମ ପୂରଣ ନେଇ ଟଙ୍କା ନେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଟିଟିଲାଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ପଞ୍ଚାୟତଞ୍ର ଆକାଶ ସାହୁ ପ୍ରତ୍ୟେକ…
Archives


