ନିଶା ଦେଇ ନିର୍ଜନ ସ୍ଥାନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଲେ ଶାଶୁ, ସ୍ତ୍ରୀ
ବେଙ୍ଗାଲୁରୁ,୨୫।୩: ବେଙ୍ଗାଲୁରୁରେ ଜଣେ ୩୭ ବର୍ଷୀୟ ରିଅଲ ଇଷ୍ଟେଟ ବ୍ୟବସାୟୀଙ୍କ ହତ୍ୟାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସର କହିବା ଅନୁଯାୟୀ, ମୃତକଙ୍କ ସ୍ତ୍ରୀ ଏବଂ ଶାଶୁ ମିଶି ଏହି ଅପରାଧ କରିଛନ୍ତି। ଅଭିଯୁକ୍ତ ତାଙ୍କୁ ଭୁଲାଇ ଫୁସୁଲାଇ ନିଶା…
ଭାରତ ଯେଉଁଠି ଗାବାର ରେକର୍ଡ ଭାଙ୍ଗିଥିଲା, 2032 Olympics ପରେ ତାହା ହେବ ଧ୍ୱଂସ, ବ୍ରିସବେନକୁ ମିଳିବ ନୂଆ ଉପହାର
ନୂଆଦିଲ୍ଲୀ,୨୫।୩: ବ୍ରିସବେନର ଐତିହାସିକ ଗାବା ଷ୍ଟାଡିୟମକୁ ଭାଙ୍ଗି ଦିଆଯିବ। ଆନୁଷ୍ଠାନିକ ଭାବରେ ବ୍ରିସବେନ କ୍ରିକେଟ ଗ୍ରାଉଣ୍ଡ ଭାବରେ ପରିଚିତ ଏହି ଷ୍ଟାଡିୟମକୁ ୨୦୩୨ ଅଲିମ୍ପିକ ଏବଂ ପାରାଅଲିମ୍ପିକ ଗେମ୍ସ ପରେ କ୍ରିକେଟ ଅଷ୍ଟ୍ରେଲିଆ ଦ୍ୱାରା ଭାଙ୍ଗି ଦିଆଯିବାର ଯୋଜନା ରହିଛି। ସେହି…
ଅନେକ ରୋଗର ମହୋଷଧି ରସୁଣ
ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ କରିବା ଉଚିତ। କିନ୍ତୁ ସକାଳ ଓ ସାରେ ଖାଲିପେଟରେ ରସୁଣ ଖାଇବା ଦ୍ୱାରା ବିଶେଷ…
କଂଗ୍ରେସ ବିଧାୟକଙ୍କ ପାଇଁ ବାହାରିଲେ ପ୍ରମିଳା, ମୁଖ୍ୟମନ୍ତ୍ରୀଙ୍କୁ କହିଦେଲେ ବଡ଼କଥା
ଭୁବନେଶ୍ୱର,୨୫।୩: କଂଗ୍ରେସର ୧୨ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ଯାହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ଏନେଇ କଂଗ୍ରେସ ବିଧାୟକଙ୍କ ପାଇଁ ବାହାରିଛନ୍ତି…
ଏଣିକି ATMରୁ ଟଙ୍କା ଉଠାଇବା ହୋଇଯିବ ମହଙ୍ଗା, ଗଣିବେ ଏତିକି…
ନୂଆଦିଲ୍ଲୀ,୨୫।୩: ଯଦି ଆପଣଙ୍କର ବାରମ୍ବାର ATMରୁ ଟଙ୍କା ଉଠାଇବାର ଅଭ୍ୟାସ ଅଛି, ତେବେ ଆପଣଙ୍କୁ ଏହି ଅଭ୍ୟାସକୁ ସୁଧାରି ନେବାକୁ ହେବ। କାରଣ ମେ’ ପହିଲାରୁ ଏଟିଏମ୍ରୁ ଟଙ୍କା ଉଠାଇବା ମହଙ୍ଗା ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ୟାଙ୍କଗୁଡ଼ିକୁ…
ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା
ଗ୍ରୀକ୍, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ କେଉଁସବୁ ଘରୋଇ ଉପଚାର ଦ୍ୱାରା ସେମାନେ ରୂପଚର୍ଯ୍ୟା କରୁଥିଲେ… ସି-ଓ୍ବିଡ୍: ସମୁଦ୍ରରେ ମିଳୁଥିବା ଗୁଳ୍ମ…
New Rules From April 1: ଏପ୍ରିଲ ପହିଲାରୁ ବଦଳିଯିବ ଏସବୁ ନିୟମ, ୟୁପିଆଇରୁ ନେଇ ଆଧାର ଯାଏ…
ନୂଆଦିଲ୍ଲୀ,୨୫।୩: ଆସନ୍ତା ଏପ୍ରିଲ ପହିଲାରୁ UPI, ଆଧାର କାର୍ଡ, ପାନ କାର୍ଡ ଏବଂ ବ୍ୟାଙ୍କ ସହିତ ଜଡିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଅନୁଯାୟୀ, UPI ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା…
ନୂଆ ଗର୍ଭନିରୋଧକ ଇଞ୍ଜେକ୍ସନ ପ୍ରସ୍ତୁତ କଲେ ବୈଜ୍ଞାନିକ: ସହଜରେ ଏଡ଼ାଇପାରିବେ ଗର୍ଭଧାରଣ
ନୂଆଦିଲ୍ଲୀ,୨୫।୩: ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ର ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଇଞ୍ଜେକ୍ସନ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ବିନା ଚିକିତ୍ସା ପ୍ରକ୍ରିୟା ଏବଂ ଔଷଧ ସହାୟତାରେ ଗର୍ଭାବସ୍ଥାରୁ ଦୀର୍ଘକାଳୀନ ସୁରକ୍ଷା ମିଳିପାରିବ। DIY ଜ୍ୟାବରେ ମାଇକ୍ରୋସ୍କୋପିକ କ୍ରିଷ୍ଟଲ ଥାଏ, ଯାହା…
୧୦୫ଗ୍ରାମ ଧଳାଜହର ଜବତ: ଜଣେ ଗିରଫ
ଖୋର୍ଦ୍ଧା,୨୫।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଅବକାରୀ ବିଭାଗ ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଟାଙ୍ଗିରେ ଚଢାଉ କରି ୧୦୫ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରାଜକିଶୋର ସୁନ୍ଦରାୟ। ଜବତ ଧଳାଜହର ପରିମାଣ ୧୦ଲକ୍ଷ ଟଙ୍କାରୁ ଊଦ୍ଧର୍ବ…
ଗାଜାରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ, ଏୟାର ଷ୍ଟ୍ରାଇକରେ ଅଲ ଜଜିରା ଖବରଦାତାଙ୍କ ମୃତ୍ୟୁ
ଜେରୁଜେଲମ,୨୫।୩: ସୋମବାର ଇସ୍ରାଏଲ ପୁଣି ଥରେ ଗାଜର ଉତ୍ତରରେ ଅବସ୍ଥିତ ବେଇଟ ଲାହିଆ ସହର ଉପରେ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅଲ ଜଜିରା ସାମ୍ବାଦିକ ହୁସାମ ଶବତଙ୍କ ମୃତ୍ୟୁ ହୋଇଥିଲା। ହୁସମଙ୍କ କାରକୁ ଏକ ଇସ୍ରାଏଲୀ ଡ୍ରୋନ ଟାର୍ଗେଟ…
୨୯ରୁ ପୁଣି ବଢ଼ିବ ଖରା
ଭୁବନେଶ୍ୱର,୨୫।୩: ୨୯ରୁ ପୁଣି ବଢ଼ିବ ଖରା। ରାଜ୍ୟରେ ପୁଣି ଫେରିବ ହିଟ୍ୱେଭ। ୨୯ରୁ ପୁଣି କଲବଲ କରିବ ଗ୍ରୀଷ୍ମ ଲହରୀ। ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡିକୁ ଏ ନେଇ ସତର୍କ କରାଯାଇଛି। ୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏ…
ଲିକ୍ ହେଲା ଟ୍ରମ୍ପଙ୍କ ଓ୍ବାର ପ୍ଲାନ! କେବେ ଆଉ କେଉଁଠି କରିବେ ଆକ୍ରମଣ ଜାଣନ୍ତୁ…
ଓ୍ବାଶିଂଟନ,୨୫।୩: ୟେମେନର ହୁତି ବିଦ୍ରୋହୀଙ୍କ ବିରୋଧରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଯୁଦ୍ଧ ଯୋଜନା ଲିକ ହୋଇଯାଇଛି। ସମ୍ପୂର୍ଣ୍ଣ ମାମଲା ପାଇଁ ଟ୍ରମ୍ପ ପ୍ରଶାସନକୁ ଦାୟୀ କରାଯାଉଛି। ପ୍ରକୃତରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା।…

