Home Left

ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ଟିକେଟ ଦର କମାଇଲା ଓସିଏ, ଜାଣନ୍ତୁ…

ଭୁବନେଶ୍ୱର,୧୯।୧୧: ବାରବାଟୀ ଦିନିକିଆ ପାଇଁ କମିଲା ଟିକେଟ ଦର। ଓସିଏ ଫେବୃୟାରୀ ୯ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ଟିକେଟ ଦର ସର୍ବନିମ୍ନ ୧୦୦ ଟଙ୍କା ହ୍ରାସ କରିଛି। ପ୍ରଥମେ ଗ୍ୟାଲେରୀ ୧ ଓ ୩ର ଟିକେଟ ଦର ୧୨୦୦…

ବଢ଼ିଲା ‘ବାଲିଯାତ୍ରା’ ଅବଧି

ଭୁବନେଶ୍ୱର/କଟକ,୧୯।୧୧: ବଢ଼ିଲା ଐତିହାସିକ ବାଲିଯାତ୍ରା ଅବଧି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆଉ ଦିନକ ପାଇଁ ବୃଦ୍ଧି କରିଛନ୍ତି। ଏଣୁ ଏବେ ଏହି ଉତ୍ସବ ୯ମ ଦିନରେ ଉଦ୍‌ଯାପିତ ହେବ। ପ୍ରକାଶ ଯେ,…

ଭାଜପା ନେତା ଟଙ୍କା ବାଣ୍ଟିବା ନେଇ ଏତଲା: ନିର୍ବାଚନର ଦିନକ ପୂର୍ବରୁ ମହାରାଷ୍ଟ୍ରରେ ହାଇଡ୍ରାମା

ମୁମ୍ବାଇ,୧୯ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଛି। ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ତାଓ୍ବଡେ ପାଲ୍‌ଘର ଜିଲାର ଭିରାରସ୍ଥିତ ଏକ ହୋଟେଲରେ ଭୋଟରମାନଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ତାଓ୍ବଡେଙ୍କ ଉପସ୍ଥିତିରେ ନାଲାସୋପରାର ଭାଜପା…

OSSC Recruitment 2024: କୃଷି ବିଭାଗରେ ବଡ଼ ନିଯୁକ୍ତି, ଖାଲି ଅଛି ୩୨୪ ପଦ, ଦରମା ଜାଣିଲେ…

ଭୁବନେଶ୍ୱର,୧୯।୧୧; ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ପୂରଣ ହେବାକୁ ଯାଉଛି ଅନେକ ପଦ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୩୨୪ ଜଣ ମୃତ୍ତିକା…

ବାଥ୍‌ରୁମ୍‌ରେ କାନ୍ଦିଲେ ଶାହାରୁଖ ଖାଁ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ବିଶ୍ୱର ଅନ୍ୟତମ ସୁପରଷ୍ଟାର ଶାହରୁଖ ଖାଁଙ୍କୁ ସମସ୍ତେ ପସନ୍ଦ କରନ୍ତି। ଏହାର କାରଣ ହେଉଛି ଶାହରୁଖଙ୍କୁ ସମସ୍ତେ ନିଜ ସହିତ ଜଡିତ କରି ପାରନ୍ତି। ବଲିଉଡର ଅନ୍ୟତମ ସଫଳ ଅଭିନେତା ତାଙ୍କ ନିକଟରେ ଷ୍ଟାରଡମ ସହିତ ଅନେକ ସମ୍ପତ୍ତି ମଧ୍ୟ…

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB ଷ୍ଟୋରେଜ ପ୍ରଦାନ କରାଯାଇଥାଏ । ଇମେଲ ଆଟାଚମେଣ୍ଟ, ବଡ଼ ଫାଇଲ ଏବଂ ଅବାଞ୍ଛିତ ଇମେଲ…

କଳାହାଣ୍ଡିରେ ଜିଲାସ୍ତରୀୟ ସମବାୟ ସପ୍ତାହ ପାଳିତ: ସର୍ବଶ୍ରେଷ୍ଠ ସମିତି ଭାବେ ସମ୍ବର୍ଦ୍ଧିତ ହେଲା ଆମପାଣି କୃଷି ସମବାୟ ସମିତି

କୋକସରା,୧୯।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ କଳାହାଣ୍ଡି ଜିଲାସ୍ତରୀୟ ଉତ୍ସବ ମଙ୍ଗଳବାର ଭବାନୀପାଟଣା ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ଅଧିନସ୍ଥ ଆମପାଣି କୃଷି ସମବାୟ ସମିତିକୁ ଚାଷି ମାନଙ୍କ ବିଭିନ୍ନ…

ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍‌ଆଇଟି ନଚେତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରି ଗଞ୍ଜାମ ଏସ୍‌ପିଙ୍କୁ ଭେଟିଲେ ପରିବାର

ଛତ୍ରପୁର ,୧୯।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧିନ କଳାଜମୁନା ଶ୍ରୀ ସାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଏସ୍‌ଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ…

ରିଟେନ୍‌ କଲାନି କୋଲକାତା, ଚୁପ୍‌ଚାପ୍‌ ଆର୍‌ସିବି ପାଖରେ ପହଞ୍ଚିଲେ ଏହି ଖେଳାଳି; ଲାଗିପାରେ…

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ପାଇଁ ଆର୍‌ସିବି ପ୍ରସ୍ତୁତି ଜୋରଦାର କରିଛି। ଦଳ ୩ ଖେଳାଳିଙ୍କୁ ରିଟେନ୍‌ କରିଥିବା ବେଳେ ଅକ୍ସନରେ ୮୩ କୋଟି ଟଙ୍କା ଏବଂ ୩ ରାଇଟ୍‌ ଟୁ ମ୍ୟାଚ୍‌ କାର୍ଡ ସହ ଓହ୍ଲାଇବ। ବିଶେଷକରି ଯୁବ…

ଭାରତର ଏହି ବୋଲରଙ୍କୁ ଡରୁଛି ଅଷ୍ଟ୍ରେଲିଆ: ଟ୍ରାଭିସ ହେଡ କହିଦେଲେ ମନର କଥା

ପର୍ଥ,୧୯।୧୦:ଭାରତ ବିପକ୍ଷ ସିରିଜ ପୂର୍ବରୁ ଅଷ୍ଟ୍ରେଲୀୟ କ୍ରିକେଟ ଜଗତରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ତାଙ୍କୁ ‘ଏକ୍ସ ଫ୍ୟାକ୍ଟର୍‌’ ବୋଲି କହିଥିବାବେଳେ ପୂର୍ବତନ ଫାଷ୍ଟ ବୋଲର ବ୍ରେଟ ଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri